କଣ କଲେ ପିଲାମାନଙ୍କର ସ୍ମରଣ ଶକ୍ତି ବଢିଥାଏ- Aajira Anuchinta

ଆପଣ ମାନେ ବହୁତ କଥା ବେସ ଭଲ ଭାବରେ ଜାଣିଥିବେ କିନ୍ତୁ ବହୁତ କଥା ଲୋକ ମାନେ ଜାଣି ନାହାନ୍ତି ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ତେବେ ହେଉଛି କଣ ଆପଣ ଜାଣିଛନ୍ତି କାହା ପାଦ ଧୁଳି ଘରେ ପଡିଲେ ଆପପଣଙ୍କ ଘରେ ଧନ ଆଗମନ ହୋଇଥାଏ ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ, ଗାଈଖୁରାର ଧୁଳି, ଧାନର ଧୁଳି, ଭଣଜାର ପାଦ ଧୁଳି ଏବଂ ବ୍ରାହ୍ମଣ ପାଦ ଧୁଳି ଆପଣଙ୍କ ଘରେ ପଡିଲେ ଗରିବ ହେଲେ ମଧ୍ୟ ଧନୀ ହୋଇଯିବେ । ତେବେ ଆସନ୍ତୁ ଏହି ଭଳି କିଛି ବିଶେଷ କଥା ଗୁଡିକ ଜାଣିବା ।

୧. ରବିବାର ଦିନ ବେଳ ଗଛ ମୂଳେ ପୂଜା କରନ୍ତୁ ଧୂପ ଦୀପ ସହ ନାଲି ରଙ୍ଗ ଫୁଲ ଗଛ ମୂଳରେ ରଖନ୍ତୁ । ଏହା ଛଡା ରବିବାର ଦିନ ବେଳ ଗଛ ପ୍ରଦକ୍ଷିଣ କରନ୍ତୁ ଆପପଣଙ୍କୁ ବହୁତ ଶୁଭ ଫଳ ପ୍ରାପ୍ତି ସହ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହବ ।

Image Courtesy: Google

ଆପଣଙ୍କ ଜୀବନରେ ଆସିଥିବା ବହୁତ ବଡ ଅସୁବିଧା ମଧ୍ୟ ଦୂର ହବ କେବଳ ୭ଟି ରବିବାର ଏହା କରିବା ଦ୍ଵାରା ଆପଣଙ୍କ ଫଳ ପ୍ରାପପ୍ତି ହବ କିନ୍ତୁ ମନ ଧ୍ୟାନ ଦେଇ କରିବା ଉଚିତ କାହିଁକିନା ରବି ଗ୍ରହଙ୍କ ବେଲ ବହୁତ ପ୍ରିୟ ଅଟେ ।

Image Courtesy: Google

୨. ଗୁରୁବାର ଦିନ ସୂର୍ଯ୍ୟସ୍ତପରେ ଘର କୌଣସି କାନ୍ଥରେ ଯଦି ଆପଣଙ୍କୁ ଝିଟିପିଟି ଦେଖା ଯାଏ ତେବେ ମନ୍ଦିର ଘରୁ ବା ପୂଜା ଘରୁ ଅରୁଆ ଚାଲୁ ଆଣି ମୁଠାରେ ରଖି ଯାହା ମାନସିକ କରିବେ ତାହା ଆପଣଙ୍କୁ ତିନି ମାସରେ ଅବଶ୍ୟ ପ୍ରାପ୍ତ ହବ କିନ୍ତୁ ମନେ ରଖନ୍ତୁ ଚାଉଳ ଠାକୁର ଘରୁ ଅଣା ହୋଇଥିବା ଆବଶ୍ୟକ ଅଟେ । ମାସିକ କରିବା ପରେ ଚାଉଳ ଝିଟିପିଟି ଉପରେ ଭିଙ୍ଗିବା ଉଚିତ ।

Image Courtesy: Google

୩. ବହୁତ ଲୋକଙ୍କ ଏହା ସମସ୍ଯା ହୋଇଥାଏ ଯେ ତାଙ୍କ ଛୁଆ କୌଣସି ପାଠ ବା କଥା ମନେ ରଖୁ ନାହିଁ ଓ ପାଠରେ ମନ ଦଉ ନାହିଁ ତେବେ ନିଜ ଛୁଆକୁ କଂସା ଗ୍ଳାସରେ ପାଣି ପିବାକୁ ଦିଅନ୍ତୁ ଦେଖିବେ ତା ସ୍ମରଣ ଶକ୍ତି ବଢିବାକୁ ଲାଗିଥାଏ ଓ ଚେଷ୍ଟା କରନ୍ତୁ ଛୁଆଟି କଂସା ବାସନରେ ଖାଇବା ଖାଉ ଦେଖିବେ ଛୁଆର ସ୍ମରଣ ଶକ୍ତି ୪ ଗୁଣ ବଢିଯିବ ।

୪. ପୁରୁଷ ହୁଅନ୍ତୁ ବା ମହିଳା କେଭିବି ରାତିରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ ଓ ଦାନ୍ତରେ ନଖ ମଧ୍ୟ ଛିଡାନ୍ତୁ ନାହିଁ ଏହାକୁ ପାଳନ କଲେ ମଙ୍ଗଳ ହବ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *