OMG! ହୋଇଗଲା ବଡ ହାଦସା, Cobra ସାପ ଧାରୁ ଧାରୁ ମାରିଲା ଚୋଟ… ଅବସ୍ଥା ଖରାପ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ କୋବ୍ରା ସା-ପ କେବେ ବି-ଷଧର ଓ ଭୟଙ୍କର ହୋଇଥାଏ । କୋବ୍ରା ସା-ପ ଚୋଟ ମାରିଲେ ବ୍ୟକ୍ତିର ତୁରନ୍ତ ମୃ-ତ୍ୟୁ ହୋଇଥାଏ । ଏହି ଭି-ଡି-ଓ ରେ ଜଣଙ୍କ ଘରେ କୋବ୍ରା ସା-ପ ଥିବାର ଦୃଶ୍ୟ ହେଉଛି । ସା-ପ କୁ ଧରିବା ପାଇଁ ଜଣେ ସା-ପ ଧରାଳି ଆସିଛନ୍ତି । କୋବ୍ରା ସା-ପ ସେତେବେଳେ ଆଟାକ କରିଥାଏ ଯେବେ କୌଣସି ବ୍ୟକ୍ତି ତା ସହ ଲାଗିଥାଏ । ତାର ଚୋଛୋଟରେ ବ୍ୟକ୍ତି ଜୀବନ ବଞ୍ଚିବା ଅସମ୍ଭବ ଅଟେ । କୋବ୍ରା ସା-ପ ଘରର ଇଟା ତଳେ ଏମିତି ଭାବେ ଗୁଡାଇ ହୋଇ ରହିଛି କୁ ସା-ପ ଧରାଳି ତାକୁ ଧରିବା ପାଇଁ ନିଜର ଚେଷ୍ଟା ଜାରି ରଖିଛନ୍ତି ।

କୋବ୍ରା ସା-ପ ଅନେକ ସମୟରେ ମୂଷା ଖାଇବା ପାଇଁ ଘର କୌଣସି ଜାଗା ରେ ଲୁଚି ରହିଥାଏ ଯାହା ସେହି ସା-ପ ଧରାଳି ଜଣକ କହୁଛନ୍ତି । ଯେ ହେତୁ ସା-ପ ଧରାଳି କୋବ୍ରା ସା-ପକୁ ଧରୁଛନ୍ତି ସେହି ସମୟରେ କୋବ୍ରା ବହୁତ ଜୋରରେ ରାଗିଜାଇ ଶବ୍ଦ କରୁଛି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ସା-ପ ଧରାଳି ଧରିବା ସମୟରେ କୋବ୍ରା ତାଙ୍କ ହାତ କୁ ଛୋଟ ମାରିଛି । କୋବ୍ରା ସା-ପ ଚୋଟ ମାରିବା ପରେ ସା-ପ ଧରାଳି ଜଣକ ନିଜ ହାତରୁ ବିସ ସବୁ ବାହାର କରିବାର ଦୃଶ୍ୟ ଏହି ଭି-ଡି-ଓ ରେ ଜଣା ପଡୁଛି । ଅନେକ ଚେଷ୍ଟା ପରେ ସଫା ଧରାଳି କୋବ୍ରା ସା-ପ କୁ ଧରିବାରେ ସଫଳ ହୋଇଛନ୍ତି ।

ତେବେ ସେ ସା-ପ କୁ ଗୋଟେ ଡବା ଭିତରେ ପୁରାଇ ତାକୁ ସୁରକ୍ଷୀତ ସହ ସେଠାରୁ ନେବାରେ ସଫଳ ହୋଇଛନ୍ତି । ତେବେ ଏହି ଘଟଣା ଟି ହେଉଛି ଜୋମପୁର ଜିଲ୍ଲାର ହରିହର ଗାଁ ର ରେ ଘଟିଛି । ଯେଉଁ ଠାରେ କୋବ୍ରା ସା-ପ ଜଣକ ଘରେ ଅନେକ ଦିନ ହେବ ଗୁପ୍ତ ଭାବେ ରହି ଆସୁଥିଲା । ତେବେ ସା-ପ ଧରାଳି ଜଣକ ଚୋଟ ଖାଇ ମଧ୍ୟ ସା-ପ କୁ ଧରିବାରେ ସଫଳ ହୋଇଛନ୍ତି ।

ଯଦି ଆପଣ କେବେ ବି ଏହି ଭଳି କୋବ୍ରା ସା-ପ ନିଜ ଘରେ ବା ଆଖ ପାଖରେ ଦେଖନ୍ତି ତେବେ ତୁରନ୍ତ ବନ୍ୟ ବିଭାଗ ବା ସା-ପ ଧରାଳି କୁ ଡାକି ଏହାକୁ ତୁରନ୍ତ ଘରୁ ବାହାର କରନ୍ତୁ । ଯଦି ଆପଣ କୋବ୍ରା ସା-ପ ହେଉ ବା ଅନ୍ୟ କୌଣସି ପ୍ରଜାତିର ସା-ପ ହେଉ ତା ଉପରେ ଆକ୍ରମଣ କରିବେ ତେବେ ଆପଣଙ୍କର ହିଁ କ୍ଷତି ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *