ସାପ ଛୁଆ କୁ ଝିଅ କରି ଘରେ ପାଳିଲେ ମହିଳା ଜଣକ, ଏହାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…. ଦେଖନ୍ତୁ Video

ବନ୍ଧୁଗଣ, ଏହି ଘଟଣା ଟି ହେଉଛି ବିହାରର ମୁଙ୍ଗେର ଜିଲ୍ଲା ର । ଏଠାରେ ଗୋଟିଏ ମଜଦୁର ପରିବାର ରୁହନ୍ତି । ଏହି ମହିଳା ଜଣକର ଜଣେ ପୁଅ ଏବଂ ଜଣେ ପୁଅ ଅଛି । ଏହି ପରିବାରର ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଏଠାକାର ମହିଳା ଜଣକ ଗୋଟିଏ ସା-ପର ୩ ଜଣ ଛୁଆ କୁ ପାଳିଥିଲେ ।

୩ ଟି ସା-ପ ଛୁଆ ଜନ୍ମ ହେବାର କିଛି ଦିନ ପରେ ସା-ପ ର ମା କୁଆଡେ ପଳାଇ ଯାଇଥିଲା । ଏହାପରେ ସେହି ସା-ପ ଛୁଆ ଗୁଡିକୁ ଆଣି ସେ ନିଜ ଘରେ ରଖିଥିଲେ । ମାତ୍ର ମହିଳା ଜଣକ ସା-ପ ଛୁଆ ଙ୍କୁ ନେବାର ୩ ରୁ ୪ ଦିନ ଭିତରେ ୨ ଟି ସା-ପ ଛୁଆ ମୃ-ତ୍ୟୁ ବରଣ କରିଥିଲେ । ମାତ୍ର ସେଥିରୁ ବଞ୍ଚିଥିବା କେବଳ ୧ ଟି ସା-ପ କୁ ବର୍ତ୍ତମାନ ମହିଳା ଜଣକ ନିଜ ଘରେ ଝିଅ କରି ରଖିଛନ୍ତି । ଆପଣ ମାନଙ୍କ ମନରେ ପ୍ରଶ୍ନ ଆସିଥିବ ଯେ, ସା-ପ କୁ କିଏ କାହିଁକି ନିଜ ପିଲା ଭାବି ଘରେ ପାଳୁଅଛି ।

କିନ୍ତୁ କେବଳ ସା-ପ କୁ ପାଳି ରଖି ନାହାଁନ୍ତି ଏହା ସହିତ ସା-ପ ଛୁଆଟିର ସମସ୍ତ ସେବା ଯତ୍ନ ମଧ୍ୟ ନେଉଛନ୍ତି । ଜଣେ ମା’ ଯେପରି ନିଜ ପିଲାଟିର ସେବା କରେ, ଏହି ମହିଳା ଜଣକ ଠିକ ସେହିପରି ପାଳିଥିବା ସା-ପ ଛୁଆଟିର ଆଦର ଏବଂ ସେବା କରୁଅଛନ୍ତି । ବି-ଷ-ଧ-ର ସା-ପ ହେଲେ ମଧ୍ୟ ସେହି ସା-ପ ଜଣକ ତାହାର ବୋଲ ମଧ୍ୟ ମାନୁଅଛି ।

ମହିଳା ଜଣକ ଯେତେବେଳେ ସା-ପଛୁଆ ଟିକୁ ଖାଇବାକୁ ଦେଉଛନ୍ତି ସେ ସା-ପ ଛୁଆ ଟି ମହିଳା ଙ୍କ କଥା କୁ ମଧ୍ୟ ବୁଝି ପାରୁଛି । ମହିଳା ଜଣକ ର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଥିବା ସମୟରେ ସେ ଏହି ସା-ପଛୁଆ ଟିକୁ ନିଜର ୩ ଯ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ।

ମହିଳା ଙ୍କ ସ୍ଵାମୀ ଜଣେ ଦିନ ମଜୁରିଆ । ମାତ୍ର ଏହି ଘଟଣା ଟି ଚାରିଆଡେ ବ୍ୟାପିବା ପରେ ସୋ-ସି-ଆ-ଲ ମି-ଡି-ଆ ରେ ଏହି ଘଟଣା ଟି ବର୍ତ୍ତମାନ ବ୍ୟାପିବାରେ ଲାଗିଅଛି । ସା-ପ ଟି ମହିଳା ଜଣକ ର ବୋଲ ମାନିବା ସହିତ ତାଙ୍କୁ ଦଂ-ସ-ନ କରୁ ନାହିଁ ଅଥବା କୌଣସି ପ୍ରକାରର ଆଘାତ ମଧ୍ୟ ପହଞ୍ଚାଉ ନାହିଁ । ସାଧାରଣତ ବି-ଷ-ଧ-ର ସା-ପ କୁ ଆମ୍ଭେ ଦୂରରୁ ଦେଖିଲେ ଡରିଯାଇଥାଉ ।

ସା-ପ ଆମ ଆଖ ପାଖରେ ଦେଖା ଦେଲେ ଆମେ ମାନେ ଯଥା ଶୀଘ୍ର ତାଙ୍କୁ ମା-ରି-ଦେ-ବା ପାଇଁ ଚେଷ୍ଟା କରିଥାଉ ମାତ୍ର ମହିଳା ଜଣକ ଏହି ସା-ପ ଛୁଆ କୁ ନିଜ ସନ୍ତାନ ଭାବି ଘରେ ରଖି ପାଳିବା କେତେ ଦୂରେ ଠିକ ତାହା ଜଣାନାହିଁ । କାରଣ ସମସ୍ତେ ଜାଣନ୍ତି ଯେ, ସା-ପ ଏକ ବିଷଧର ଜନ୍ତୁ ଅଟେ । ଆଗକୁ ଏହି ସ୍ନେହ ସମ୍ପର୍କ କେତେଦୂରେ ଯାଉଅଛି ତାହା ଦେଖିବା ଅପେକ୍ଷାରେ । ବନ୍ଧୁଗଣ ଏହି ଗୁରୁତ୍ଵର ପ୍ରସଙ୍ଗରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *