ସ୍ୱାସ୍ଥ୍ୟର ଧ୍ୟାନ ରଖିବା ପାଇଁ ଏହି ଦିନରେ ଅଧିକ ରୁ ଅଧିକ କୁହା ଯାଉଛି କି କାହିଁକି ନା ଟିକେବି ଭୁଲରେ ଆମେ କରୋନା ଭାଇରସ ଭଳି ରୋଗର ଶିକାର ହେଇପାରନ୍ତି । ଏମିତିରେ ଆଜି ଆମେ ଆପଣକୁ ସ୍ୱାସ୍ଥ୍ୟଭଲ ରଖିବା ପାଇଁ କହିବାକୁ ଯାଉଛୁ ଚଣା ଖାଇବାର ଲାଭ ବିଷୟରେ । ଚଣାକୁ ବତୁରାଇ ଭାଜିଲା ପରେ ବଳ ଦେଲାଭଳି ତଥା ରୋଚକ ଲାଗେ କିନ୍ତୁ ଶୁଖିଲା ଭାଜିଲେ ଏହା ବେଶୀ ଟାଣ ହୋଇ ଯାଇଥାଏ । ଏହା ସହିତ ଓଦା ଚଣା ପିତ ତଥା କଫକୁ ଶେଷ କରିବା ବାଲା ହୋଇଥାନ୍ତି କିନ୍ତୁ ଓଦା ଆକୃତିର ଚଣା କୋମଳ, ଭୋକ ବଢ଼ାଇ ଥାଏ , ବିର୍ଜବର୍ଦ୍ଧକ, ଶକ୍ତିବର୍ଦ୍ଧକ, ରକ୍ତ ସଫା କରିବା ବାଲା , ପ୍ରୋଟିନ ରେ ଭରପୁର ତଥା ଥଣ୍ଡା ମଧ୍ୟ ହୋଇଥାଇ । ଏହା ସହିତ ଚଣାର ଡାଲି ପିତ ତଥା କଫ ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ଚଣା ଖାଇବାର ଲାଭ ବିଷୟରେ ।
ଶାରୀରିକ କମଯୋରି ଦୁର କରିଥାଏ , ଶରୀରକୁ ମଜବୁତ ବାନାଇବା ତଥା ଓଜନ ବଢେଇବା ପାଇଁଁ ସନ୍ଧ୍ୟାରେ ଦି ମୁଠା କଳା ଚଣା ସଫା ପାଣିରେ ଭିଜେଇ ଦେଇ ଏହାପରେ ସେହି ଭିଜା ଚଣାକୁ ଚୋବେଇ ଚୋବେଇ ଖାଇଲେ ଭଲ । ଏହା ଶାରୀରିକ ତାକତ ବଢାଇବା ପାଇଁ ହେଉଛି ସବୁଠୁ ଭଲ ଉପାୟ ।
କମଜୋର ହୃଦୟ ବାଲା ଲୋକ ଭିଜା ଚଣା ସବୁଦିନ ଖାଇବା ଦରକାର ଓ ବିଶେଷକରି ଭିଜା ଚଣା ଖାଇଲେ ହାର୍ଟ ଅଟାକରୁ ବଞ୍ଚିପାରିବେ । କୁହାଯାଏ କି ଚଣାରେ ମ୍ୟାଗ୍ନେଶିଅମ ତଥା ଫୋଲେଟ ବହୁ ମାତ୍ରାରେ ରହିଥାଏ ଯାହା କୋଲେଶଷ୍ଟ୍ରଲ କୁ କମ୍ କରିବାରେ ସହାୟତା କରିଥାଏ ।
ମହିଳାଙ୍କ ଭିତରେ ଅନିମିୟା ରୋଗ ଅଧିକ ଦେଖା ଯାଇଥାଏ । ତାଙ୍କୁ ଭିଜା ଚଣା, ଗହମ ରେ ବେଶନ ମିଶେଇ ରୋଟି ମାନେ କେଉଁବି ରୂପରେ ଚଣାର ସେବନ ଅବଶ୍ୟ କରିବା କଥା । ଆପଣକୁ କହି ଦେବାକୁ ଚାହୁଁଛୁ କି ଚଣାରେ ଆଇରନ ଏତେ ଅଧିକ ମାତ୍ରାରେ ରହିଥାଏ କି ଏହା ଶରୀରର ଲୌହ ଆବଶ୍ୟକ କୁ ସହଜରେ ପୁରା କରିଥାଏ । ଏହା ସହିତ ଗର୍ଭବତୀ ମା ମାନଙ୍କ ପାଇଁ ଭିଜା ଚଣା ର ସେବନ ନିହାତି କରିବା ଦରକାର ହୋଇଥାଏ ।
ବ୍ଲଡ଼ ପ୍ରେସର ଅଛି ଯଦି ତେବେ ଭିଜା ଚଣା ଖାଇବା ଦରକାର କାହିଁକି ନା ଏହା ରକ୍ତ ବାହିକାକୁ ସାମାନ୍ୟ କରିଥାଏ । ଯାହାଦ୍ଵାରା ରକ୍ତଚାପ ର ଅସୁବିଧା ହୋଇନଥାଏ । ଭିଜାର ଚଣା ଷ୍ଟୋନ ପାଇଁ ବହୁତ୍ ଭଲ ହୋଇଥାଏ । ଯଦି ଆପଣଙ୍କୁ ଷ୍ଟୋନ ହୋଉଛି ତେବେ ଚଣାକୁ ରାତିସାରା ଭିଜେଇ ରଖନ୍ତୁ ଏବଂ ସକାଳେ ଏହାକୁ ଗୋଟେ ଚାମଚ ମହୁ ସହିତ ଖାଇ ଦିଅନ୍ତୁ । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।