ଶାଶୁଘରେ ରାଜ କରିବା ପାଇଁ ଜନ୍ମ ନେଇଥାନ୍ତି ଏହି 4ଟି ନାମର ଝିଅମାନେ-Jyotish Shastra

ବନ୍ଧୁଗଣ ବାହାଘର ପରେ ଯେବେ କୌଣସି ଝିଅ ଶାଶୁଘରକୁ ଯାଇଥାଏ ତେବେ ଅନେକ ପ୍ରକାରର ନିୟମ ପାଳନ କରିବାକୁ ପଡିଥାଏ । ଝିଅ କୁ ଶାଶୁଘରର ନିୟମ ଅନୁଯାୟୀ ନିଜକୁ ଖାପ ଖୁଆଇ ଚାଲିବାକୁ ପଡିଥାଏ । ପ୍ରତେକ ଘରର ରହନସହଣି ଓ ଚିନ୍ତାଧାରା ଅଲଗା ହୋଇଥାଏ । ଏମିତି ରେ ଯେବେ ଗୋଟେ ଝିଅ ବୋହୂ ହୋଇକି ଆସିଥାଏ ତାକୁ ଘରର ପରିବେଶ ଅନୁଯାୟୀ ନିଜକୁ ଖାପ ଖୁଆଇବାକୁ ପଡିଥାଏ ।

କିଛି ଝିଅ ଏତେ ବୁଦ୍ଧିମାନ ହୋଇଥାନ୍ତି ଯେଉଁ ମାନେ ଶାଶୁଘରେ ନିଜର ରହନସହଣି ଅନୁଯାୟୀ ଅନ୍ୟ ମାନଙ୍କୁ ଖାପ ଖୁଆଇ ଦେଇଥାନ୍ତି । ଆଜି ଆମେ ଜାଣିବା ଏହି 4 ନାମର ଝିଅମାନେ ଶାଶୁଘର ରାଜ କରିଥାନ୍ତି । 1- A ନାମର ଝିଅମାନେ : ଏହି ନାମର ଝିଅମାନେ ବହୁତ ଚତୁର ହୋଇଥାନ୍ତି । ଏମାନେ ନିଜର କଥା ମନାଇବାରେ ବହୁତ ମାହିର ହୋଇଥାନ୍ତି ।

ଏମାନେ ଶାଶୁଘରକୁ ଯିବା ପରେ ମଧୁର ବାଣୀ ଦ୍ଵାରା ଅନ୍ୟ ମାନଙ୍କ ହୃଦୟ ଜିଣିଥାନ୍ତି । ଏହି କାରଣରୁ ଏମାନଙ୍କର ସମସ୍ତେ ପ୍ରଶଂସା କରିଥାନ୍ତି । କେହି ଏମାନଙ୍କ ବିରୁଦ୍ଧରେ ଯାଆନ୍ତି ନାହିଁ । ଏହି କଳା ଏମାନଙ୍କୁ ଶାଶୁଘରେ ସମସ୍ତଙ୍କର ପ୍ରିୟ ବନାଇ ଦେଇଥାଏ ଓ ଏମାନେ ରାଜ କରିଥାନ୍ତି ।

2- H ନାମର ଝିଅମାନେ : ଏହି ନାମର ଝିଅମାନେ ବହୁତ ଚାଲାକ ହୋଇଥାନ୍ତି । ଏମାନେ ନିଜର ଗୁଣ ଦ୍ଵାରା ଶାଶୁଘର ଲୋକଙ୍କୁ ଖୁସି କରାଇଥାନ୍ତି । ଯାହାକୁ କେହି ବି ନଜର ଅନ୍ଦାଜ କରିପାରନ୍ତି ନାହିଁ । ଏମାନେ ଶାଶୁଘରକୁ ଯିବା ପରେ ପରିବାର ଲୋକେ ଗର୍ବ ଅନୁଭବ କରନ୍ତି । ଏହି କାରଣରୁ ଏହି ନାମର ଝିଅମାନେ ଶାଶୁଘରେ ସମ୍ମାନ ସହ ରାଜ କରିଥାନ୍ତି ।

3- M ନାମର ଝିଅମାନେ : ଯେଉଁ ଝିଅ ମାନଙ୍କର ନାମ M ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଅନ୍ୟ ମାନଙ୍କୁ ଚେଞ୍ଜ କରାଇ ଦେଇଥାନ୍ତି । ଏମାନେ ନିଜ କଥା ମାଧ୍ୟମରେ କାହାର ଚିନ୍ତାଧାରା କୁ ଚେଞ୍ଜ କରି ଦେଇଥାନ୍ତି । ଏମାନେ ଶାଶୁଘରକୁ ଯିବା ପରେ ନିଜକୁ ନୂଆ ଘରର ନିୟମ ଅନୁଯାୟୀ ବଦଳାନ୍ତି ନାହିଁ । ବରଂ ଶାଶୁଘର ଲୋକଙ୍କୁ ନିଜ ଭଳି ବନାଇ ଦେଇଥାନ୍ତି । ପରିବର୍ତ୍ତନ ଏମାନଙ୍କୁ ବହୁତ ଭଲ ଲାଗିଥାଏ । ଯାହା ପାଇଁ ଏମାନେ ନିଜ ଶାଶୁଘରେ ଚେଞ୍ଜେସ ଆଣିଥାନ୍ତି । ଏହି କାରଣରୁ ଏମାନେ ଶାଶୁଘରେ ରାଜ କରିଥାନ୍ତି ।

4- S ନାମର ଝିଅମାନେ : ଯେଉଁ ମାନଙ୍କର ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ରାଗି ସ୍ଵଭାବର ହୋଇଥାନ୍ତି । ଏମାନେ ଶାଶୁଘରେ ବହୁତ ଭଲରେ ରହିଥାନ୍ତି । କେହି ଏମାନଙ୍କର ଅଧିକାର ଛଡାଇ ନେବାକୁ ଚେଷ୍ଟା କରିଲେ ସେ ମୁହଁ ତୋଡ ଜବାବ ଦେଇଥାନ୍ତି ।

ଏମାନେ ଶାଶୁଘର ଲୋକଙ୍କୁ ନିଜ କାବୁ ରେ ରଖିଥାନ୍ତି । ଏହି ରକାରରେ ଏହି ନାମର ଝିଅ ମାନେ ଶାଶୁଘରେ ରାଣୀ ଭଳି ରହିଥାନ୍ତି । ଏମାନଙ୍କର ହିଁ ଦବଦବା ଚାଲିଥାଏ ଶାଶୁଘରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *