କେମିତି କରିବେ ଦାହ ସଂସ୍କାର? ଜାଣନ୍ତୁ ପୁରା ବିଧି- Garuda Purana

ହିନ୍ଦୁ ଧର୍ମରେ ବ୍ୟକ୍ତିର ମୃ-ତ୍ୟୁ ପରେ ତାର ଅ-ନ୍ତି-ମ ସଂ-ସ୍କା-ର କରାଯାଇଥାଏ । ଅର୍ଥାତ ମୃ-ତ ଶ-ରୀ-ର-କୁ ଅ-ଗ୍ନି ପ୍ରଦାନ କରାଯାଏ । କିନ୍ତୁ ଆପଣମାନଙ୍କ ମଧ୍ୟରୁ ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ମୃ-ତ ବ୍ୟକ୍ତିକୁ ଶ୍ମ-ଶା-ନ ନେଇଯିବା ଓ ନି-ଆଁ-ରେ ଜଳିବା ଭିତରେ ବହୁତ ନୀତି ନିୟମ ପାଳନ କରାଯାଏ । ଯାହା ବିଷୟରେ ଗରୁଡ ପୁରାଣରେ କୁହାଯାଇଛି । କୁହାଯାଏ କି ଯଦି ଏହି ସମସ୍ତ ନୀତି ନିୟମର ପାଳନ ନ କରାଯାଏ ତେବେ ମୃ-ତ-କ-ର- ଆ-ତ୍ମା-କୁ ଶା-ନ୍ତି ମିଳି ନ ଥାଏ । ଆଜି ଆମେ ଆପଣଙ୍କୁ ସେହି ସମସ୍ତ ନୀତି ନିୟମ ବିଷୟରେ କହିବୁ ।

ଯେତେବେଳେ କାହାର ମୃ-ତ୍ୟୁ ହୋଇଥାଏ ତେବେ ପରିଜନମାନେ ପ୍ରଥମେ ଭୂମିକୁ ଗୋବର ଦ୍ଵାରା ଲେପୀ ତାହା ଉପରେ ରାସୀ ଓ କୁଶ ଆସନ ବିଛାଇ ସେଥିରେ ମୃ-ତ-କ-ର ଶ-ବ-କୁ ରଖି ଦିଅନ୍ତୁ । ମୃ-ତ-କ ପାଖରେ ତୁଲସୀ ଗଛ ଓ ଶାଳଗ୍ରାମ ରଖନ୍ତୁ ।

ଏହି ସମୟରେ ବିଭିନ୍ନ ସୁତକର ପାଠ କରନ୍ତୁ । ଏହିଭଳି କରିବା ଦ୍ଵାରା ମନୁଷ୍ୟର ଆ-ତ୍ମା-କୁ ଶାନ୍ତି ମିଳି ଥାଏ । ଏହା ଆରେ ମୃ-ତ-କ-ର ଶ-ବ-କୁ ଦୁଇଟି ବସ୍ତ୍ର ଦ୍ଵାରା ଘୋଡାଇ ସିନ୍ଦୁର ଫୁଲ ଇତ୍ୟାଦି ଦ୍ଵାରା ପୂଜା କରିବା ଉଚିତ । ଏହା ସହିତ କହିଦେଉଛୁ କି ମୃ-ତ-କ ନିକଟରେ କାନ୍ଦିବା ଉଚିତ ନୁହେଁ । କାରଣ ଏହାକୁ ହିଁ ପ୍ରେ-ତ ସେବନ କରିଥାଏ । ଏହି ସମୟରେ ନିଜ ଶ-କ୍ତି ଅନୁସାରେ କ୍ରିୟା କରିବା ଉଚିତ । ଫୁଲ ଦ୍ଵାରା ବା-ନ୍ଧି ପୁଅ ଓ ସମ୍ପର୍କୀୟମାନଙ୍କ ଦ୍ଵାରା ଶ-ବ-କୁ- ଶ୍ମଶାନ ନେଇ ଯାଅନ୍ତୁ ।

ପୁଅକୁ ଏହି ସମୟରେ ନିଜର ପିତା କିମ୍ବା ମା-ତା-ର ଶ-ବ-କୁ କା-ନ୍ଧ ଦେବା ଉଚିତ । ଏହା ପରେ ଆପଣ ନୀତି ନିୟମ ଅନୁସାରେ ପି-ଣ୍ଡ-ଦା-ନ କରନ୍ତୁ । ପି-ଣ୍ଡ-ଦା-ନ ପରେ ମୃ-ତ ବ୍ୟକ୍ତି ଶରୀରର ଦୋ-ଷ-ରୁ ମୁ-କ୍ତ ହୋଇଯାଏ । ଚିତା ପ୍ରଜ୍ଵଳିତ କରିବା ପାଇଁ ସମସ୍ତ ନୀତି ନିୟମ ପାଳନ କରିବା ଉଚିତ । ମାଠିଆରେ ପାଣି ନେଇ ଚିତାର ପରିକ୍ରମା କରିବା ଉଚିତ ଓ ଶ-ବ-କୁ ଅଗ୍ନି ଦିଅନ୍ତୁ । ଏହି ସମୟରେ ପୁତ୍ରକୁ କନ୍ଦିବା ଉଚିତ । ଏହିଭଳି କରିବା ଦ୍ଵାରା ମୃ-ତ-କ-କୁ ଖୁସି ମିଳିଥାଏ ।

ଶ-ବ ଜଳିବାର ଅନ୍ତିମ ସମୟରେ ତେବେ ଶ-ବ-ର ମୁଣ୍ଡ ଅଂଶରେ ତିନି ଥର ବାଡି ମା-ରି-ବା ଉଚିତ । ଅସ୍ତି ବିସର୍ଜନ କରି ଦିଅନ୍ତୁ । ଶ-ବ ଜଳି ଯିବା ପରେ ସମସ୍ତେ ସେହି ସ୍ଥାନରୁ ଚାଲି ଯିବା ଉଚିତ ଓ ଧ୍ୟାନ ରଖିବେ କି କେହି ପଛକୁ ବୁଲି ଦେଖିବେ ନାହିଁ । କିଛି ଦିନ ପର୍ଯ୍ୟନ୍ତ ମୃ-ତ-କ ବ୍ୟକ୍ତିକୁ ବାହାରେ ଖାଦ୍ୟ ଜିନିଷ ଦିଅନ୍ତୁ । ନିୟମ ଅନୁସାରେ ପି-ଣ୍ଡ-ଦା-ନ କରନ୍ତୁ । ଅ-ନ୍ତି-ମ ସଂ-ସ୍କା-ର ସମସ୍ତ ନୀତି ନିୟମ ପୁତ୍ର କରିବା ଉଚିତ । ନଚେତ ପୁତ୍ରର ଅନୁପସ୍ଥିତିରେ ସ୍ତ୍ରୀ ନଚେତ ଶିଷ୍ୟ, ନଚେତ ଭାଇ କରିବା ଉଚିତ ।

Leave a Reply

Your email address will not be published. Required fields are marked *