SAB TV ର ଏହି 5 ଶିଶୁ ଅଭିନେତ୍ରୀ ବର୍ତ୍ତମାନ ବଡହୋଇ ଗଲେଣି, ଦେଖା ଯାଉଛନ୍ତି ବହୁତ ସୁନ୍ଦର, ଫଟୋ ଦେଖନ୍ତୁ

ଛୁଆ କେବେ ବଡ ହୋଇ ଯାନ୍ତି ଜଣା ପଡେ ନାହିଁ, ଏହି କଥା ଆପଣ ବହୁତ ଥର ଶୁଣିବାକୁ ପାଇଥିବେ, ରିୟଲ ଲାଇଫ ରେ ସମସ୍ତେ ଦେଖିବାକୁ ପାଇଥିବେ । ତେବେ ଟିବିରେ କାମ କରୁଥିବା ଛୁଆ କଳାକାରମାନଙ୍କୁ ଦେଖି ନିଅନ୍ତୁ, ଗୋଟେ ସମୟ ଏମିତି ଥିଲା ଯେତେବେଳେ ଏହି ଛୁଆ ଟିବି ଦ୍ଵାରା ଘରେ ଘରେ ପ୍ରସିଦ୍ଧ ଥିଲେ, କିନ୍ତୁ ଆଗ ଅପେକ୍ଷା ଏବେ ସେ ବହୁତ ବଡ ବଡ ହୋଇ ଗଲେଣି, ତେବେ ଏବେ ତାଙ୍କୁ ଚିହ୍ନିବା କଷ୍ଟକର । ଆଜି ଆମେ ଆପଣଙ୍କୁ ସବ ଟିବି ସେହି ଛୁଆ କଳାକାରମାନଙ୍କ ସହ ଦେଖା କରେଇବୁ ଯିଏ ଛୋଟବେଳେ ବହୁତ କ୍ୟୁଟ ଥିଲେ କିନ୍ତୁ ଏବେ ବଡ ହୋଇ ସୁନ୍ଦର ହୋଇଯାଇଛନ୍ତି ।

# ଶ୍ରୁତି ବିଷ୍ଟ :

ଶ୍ରୁତି ଛୁଆବେଳୁ କଳାକାର ଥିଲେ, ଏବେ ସେ ୧୭ ବର୍ଷ ର ହୋଇଯାଇଛନ୍ତି, ସେ ଟିବି ସିରିୟଲ ବାଲବିରରେ କାମ କରିଥିଲେ, ଏହା ଛଡା ସେ ହିଟଲର ଦିଦି, ଏକ ନଇ ଛୋଟୀସି ଜିନ୍ଦଗୀ ଏବଂ ଚିନ୍ତୁ ଚିଙ୍କି ଏବଂ ଏକ ବଡି ସି ଲଭ ଷ୍ଟୋରିରେ ମଧ୍ୟ ଦେଖିବାକୁ ମିଳିଥିଲା ବର୍ତମାନ ଶ୍ରୁତି ବହୁତ ସୁନ୍ଦର ହୋଇଯାଇଛନ୍ତି ।

# ହିବା ନବାବ :

ହିବାଙ୍କ ଏକଟିଙ୍ଗ କେରିଅର ୨୦୦୯ରେ ସବ ଟିବି ଶୋ ଲୋ ହୋ ଗଇ ପୂଜା ଇସ ଘର କି, ଠାରୁ ଆରମ୍ଭ ହୋଇଥିଲା, ସେତେବେଳେ ସେ ଛୁଆ ଥିଲେ ଏବଂ ଅଭିନୟ କରୁଥିଲେ, ବର୍ତମାନ ହିବା ୨୩ ବର୍ଷର ହୋଇଯାଇଛନ୍ତି ।

# ଅନୁସ୍କା ସେନ :

ଅନୁସ୍କା ସେନ ୨୦୧୨ରେ ସବ ଟିବି ରେ ବାଲବିରରେ ମେହର ରୋଲ ପ୍ଲେ କରିଥିଲେ, ଏବେ ଅନୁସ୍କା ୧୭ ବର୍ଷ ସୁନ୍ଦର ଝିଅ ହୋଇଯାଇଛନ୍ତି, ସେ ଝାନ୍ସି କି ରାନି ଏବଂ ଇଣ୍ଟରନେଟ ୱାଲା ଲଭ ଭଳି ଶୋ କରିଛନ୍ତି ।

# ଝିଲ ମେହତା :

ଝିଲ ମେହତା ୨୦୧୧ରେ ସବ ଟିବି ପ୍ରସିଦ୍ଧ ଶୋ ତାରକ ମେହତା କା ଓଲଟା ଚଷମା ରେ କାମ କରିଥିଲେ, ଏହି ଶୋରେ ସେ ସୋନାଳିକା ଭିଡେ ରୋଲ ପ୍ଲେ କରିଥିଲେ । ବର୍ତମାନ ଝିଲ ୨୪ ବର୍ଷର ହୋଇଯାଇଛନ୍ତି ଓ ଆଗ ପାଖେୟା ବହୁତ ବଦଳି ଯାଇଛନ୍ତି ।

# ନୁପୁର ଭଟ :

ନୁପୁର ୨୦୧୧ରେ ସବ ଟିବି କମେଡି ଶୋ, ଆର କେ ଲକ୍ଷ୍ମଣ କି ଦୁନିଆ ରେ ଅଭିନୟ କରିଥିଲେ, ବର୍ତମାନ ନୁପୁର ୨୪ ବର୍ଷର ହୋଇ ଗଲେଣି, ତାଙ୍କ ଶରୀରରେ ବହୁତ ପ୍ରକାର ପରିବର୍ତନ ହୋଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *