ବନ୍ଧୁଗଣ ଆପଣଙ୍କ ପାଖରେ 500 ଟଙ୍କିଆ ନୋଟ ଅଛି କି ? ଯଦି ଅଛି ତା ହେଲେ ସେଗୁଡିକ ଆଉ ଚଳିବ ନାହି । ଜଲ୍ଦି ତାକୁ ବଦଳାଇ ଦିଅନ୍ତୁ । RBI ଆଣିଲା ନୂଆ ନିୟମ । ଭାରତୀୟ ରିଜର୍ଭ ବ୍ଯାଙ୍କ ଯାହା ଭାରତରେ ପ୍ରଚଳିତ ହେଉଥିବା ସବୁ ନିୟମ RBI ବାହାର କରିଥାଏ । କେତେ ଟଙ୍କା ଛପା ହେବ, କେଉଁ ଟଙ୍କା ଉପରେ ରୋକ ଲଗାଯିବ ସେହି ସବୁ ନିୟମ RBI କରିଥାଏ ।
ତେବେ RBI 500 ଟଙ୍କିଆ ନୋଟ ଉପରେ ଏକ ବଡ ନିସ୍ପତି ନେଇଛି ଯାହାକୁ ସମସ୍ତେ ଜାଣିବା ନିହାତି ଜରୁରୀ । ଯଦି ଆପଣଙ୍କ ପାଖରେ 500 ଟଙ୍କା ବିଡା ରଖିଛନ୍ତି ତେବେ ଜାଣନ୍ତୁ ନୂଆ ନିୟମ । ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ପୁରୁଣା ବା ଚିରା ଫଟା ନୋଟ ବା ଲେଖା ହୋଇଥିବା ନୋଟ ରହିଛି ତେବେ ବଜାରରେ ଆଉ ଚଳିବ ନାହି । ଏହିସବୁ ନୋଟ କିଛି ନଷ୍ଟ ହୋଇପାରିବ ନାହି ।
ଆପଣ ଯେ କୌଣସି ବ୍ୟାଙ୍କରେ ଏହାର ବଦଳି କରି ପାରିବେ । ଯଦି କୌଣସି ବ୍ଯାଙ୍କ ଏହି ସବୁ ନୋଟ ବଦଳି କରିବାକୁ ମନ କରୁଛନ୍ତି ତେବେ ଉକ୍ତ ବ୍ଯାଙ୍କ ନାମରେ ଅଭିଯୋଗ ବି କରି ପାରିବେ । ଏବେ ଆପଣ ଭାବୁଥିବେ ଏହି ଖରାପ ନୋଟ ବା ଅଣ ଫିଟ ନୋଟ କୁ କେମିତି ଜାଣିବେ ? ଯଦି ଆପଣଙ୍କ ନୋଟ ରେ ଆରମ୍ଭରୁ ମଝି ଯାଏଁ ଫାଟି ଯାଇଛି ତେବେ ତାକୁ ଖରାପ ନୋଟ ବା ଅନ ଫିଟ ବୋଲି କୁହାଯିବ ।
ସେହିଭଳି ଯଦି ନୋଟ ଯଦି ପୁରା ଅପରିଷ୍କାର ହୋଇଛି ଓ ସେଥିରେ ମାଟି ଲାଗିଛି ତେବେ ତାହାକୁ ଅନ ଫିଟ ନୋଟ କୁହାଯିବ । ଅନେକ ସମୟରେ ନୋଟ ଟି ଅଧିକ ବ୍ୟବହାର ହେବା ପରେ ଖରାପ ହୋଇଯାଏ । ଯାହା ଫଳରେ ତାହା ସବୁ ଅନ ଫିଟ ହୋଇଯାଏ । ଆଉ ବଜାରରେ ଏଭଳି ନୋଟ ଚଳିବ ନାହି ।
ଯଦି ନୋଟ ଉପରେ କିଛି ଲେଖା ରହିଛି ପେନ ବା ପେନ୍ସିଲ ରେ ତେବେ ସେଗୁଡିକ ମଧ୍ୟ ଅନ ଫିଟ ନୋଟ ବୋଲି କୁହାଯିବ । ଖାଲି ସେତିକି ନୁହେଁ ବରଂ ଯଦି ନୋଟ ର ରଙ୍ଗ ଉଡିଯାଏ ତେବେ ତାହକୁ ଅନ ଫିଟ ବା ଖରାପ ନୋଟ ବୋଲି କୁହା ଯାଇପାରିବ । ଏହି ସବୁ ଭାରତୀୟ ନୋଟ ବଜାରରେ ଚଳିବ ନାହି । କିନ୍ତୁ ଏହାକୁ ନିକଟସ୍ଥ ବଦଳି କରି ନୂଆ ନୋଟ କୁ ଆଣି ପାରିବେ ବୋଲି RBI ନୂଆ ନିୟମ ଜାରି କରିଛି ।
ଅନେକ ସମୟରେ ଏମିତି କଟା ଫଟା ନୋଟ ଏଟିଏମ ରୁ ବାହାରି ଥାଏ । ଯାହାକୁ ଆପଣ ମାନେ ବ୍ଯାଙ୍କ ରେ ବଦଳି କରି ପାରିବେ । 100, 200, 500 ଓ 2000 ଟଙ୍କା ବଦଳି କରିବାର କ୍ଷମତା ଆମ ପାଖରେ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।