18 ବର୍ଷରୁ କାମ ପିଲାଙ୍କ ପାଇଁ ଗାଡି ଧରିବା ହେଲା ବ୍ୟାନ, ନିୟମ ନ ମାନିଲେ 25 ହଜାର ଜୋରିମାନା ସହ ମିଳିବନି ଲାଇସେନ୍ସ… ଦେଖନ୍ତୁ କଣ ସଂପୂର୍ଣ୍ଣ ଖବର

ଦର୍ଶକ ବନ୍ଧୁ ଗାଡି ଚଲାଇବାକୁ ନେଇ କଡା ଆଭିମୁଖ୍ଯ ଗ୍ରହଣ କରା ଯାଇଛି । ଏଣିକି ନାବାଳକ ନାବାଳିକା ଅର୍ଥାତ 18 ବର୍ଷରୁ କମ ବୟସ ଯାହାର ରହିଛି ସେମାନେ ଗାଡି ଚଲାଇ ପାରିବେ ନାହି । ଯଦି ଗାଡି ଚଳାଇବେ ତେବେ ପରିବହନ ବିଭାଗ ସେମାନଙ୍କୁ ସିଧା ସଳଖ ଧରିବା ସହ 25 ହଜାର ଫାଇନ ଗଣିବାକୁ ହେବ । ଏମିତିକି ଗାଡି କୁ ବି ଜବତ କରାଯିବ ।

ଗତ କାଲି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ଆଉ ଏପ୍ରିଲ ପ୍ରଥମ ସପ୍ତାହ ଯାଏଁ ଏହା ଜାରି ରହିବ । ଆଜିର ସମୟରେ ଦେଖା ଯାଉଛି ନାବାଳିକା ମାନେ ଅଧିକ ଗାଡି ଚଲାଉଛନ୍ତି । ସେଥିପାଇଁ ପରିବହନ ତରଫରୁ ଏଭଳି ପଦକ୍ଷେପ ନିଆ ଯାଇଛି । ଗତ କାଲି ଠାରୁ ରାଜଧାନୀ ରେ ପରିବହନ ପକ୍ଷରୁ ବର୍ତ୍ତମାନ ଚେକିଙ୍ଗ ଚାଲିଛି ।

ଯେଉଁ ନାବାଳକ ମାନେ ଯେଉଁ ମାନଙ୍କର ବୟସ 18 ବର୍ଷରୁ କମ ସେମାନଙ୍କର ଗାଡି ଚେକିଙ୍ଗ ସହ ଫାଇନ ବି କଟା ଯାଉଛି । ଯେଉଁ ମାନଙ୍କୁ ଧରାଯିବ ସେମାନଙ୍କର ସଂପୂର୍ଣ୍ଣ ଡାଟା ଆଦାୟ କରାଯିବ । ଯାହା ଦ୍ଵାରା 25 ବର୍ଷ ଯାଏଁ ସେମାନଙ୍କୁ ଲାଇସେନ୍ସ ମିଳିବ ନାହି । ପରିବହନ ବର୍ତ୍ତମାନ କଡା ଆଭିମୁଖ୍ଯ ଗ୍ରହଣ କରିଛି ।

ଅଧିକାଂଶ ସମୟରେ ନାବାଳକ ମାନେ ଗାଡି ଚାଳଉ ଥିବାରୁ ଏଭଳି ଆକ୍ସନ ନେଇଛନ୍ତି ପରିବହନ ବିଭାଗ । ଏ ନେଇ ଜଣେ ବ୍ୟକ୍ତି କହିଛନ୍ତି ଯେ ପିଲା ମାନଙ୍କର ବୟସ ନ ହେବା ଯାଏଁ ସେମାନଙ୍କୁ ଗାଡି ଦେବା ଉଚିତ ନୁହେଁ । ଏହା ସେମାନଙ୍କ ପାଇଁ ଏକ ଶିକ୍ଷା ଭାବେ ଗ୍ରହଣ କରାଯିବ । ପିଲାର ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡିବ । ପୋଲିସ ବାବୁ ଯାହା କରିଛନ୍ତି ଏକଦମ ଠିକ କରିଛନ୍ତି ।

ଏଥର ପିଲା ମାନନକୁ ସଚେତନ କାରଇବୁ । ଆଉ ଗାଡି ଦେବୁ ନାହି । ଏ ନେଇ ରାଜଧାନୀ ଭାବୁଣେଶ୍ଵର ଆସି କହିଛନ୍ତି ଅଭିଭାବକ ମାନେ ପିଲା ମାନଙ୍କୁ ଗାଡି ଚଲାଇବାକୁ ଦେଉଛନ୍ତି । ଯାହା ଫଳରେ ଦୁର୍ଘଟଣା ଘଟୁଛି । ଆଉ ଅନେକ ନିରୀହ ଲୋକଙ୍କର ଜୀବନ ଯାଉଛି । ପୂର୍ବରୁ ମଧ୍ୟ ଏ ନେଇ ସତର୍କ ସୂଚନା ଦିଆ ଯାଇଥିଲା । କିନ୍ତୁ କେହି ବି ଏ ନିୟମ କୁ ମାନୁ ନ ଥିଲେ ।

ଯାହା ଫଳରେ ପରିବହନ ବିଭାଗ ଏଭଳି ପଦକ୍ଷେପ ନେଇଛି । ଏହି ନିୟମ କୁ ଯିଏ କି ବି ଉଲଂଘନ କରିବେ ସେମାନଙ୍କର ଡାଟା ସାରଥି ବେସ ରେ ରଖାଯିବ ଯାହାକୁ ଆଧାର କରି ସେହି ନାବାଳକ ବା ନାବାଳିକା ଙ୍କ ଆଗାମୀ 25 ବର୍ଷ ଯାଏଁ ଲାଇସେନ୍ସ ଇଲିବ ନାହି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *