ସାବଧାନ! ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ଯଦି ଆପଣ ଖାଇବା ପିଇବା ପ୍ରତି ଯତ୍ନବାନ ନହେବ ତାହେଲେ ଆପଣଙ୍କର ଦେହ ଖରାପ ହେବ ସହିତ ଆୟୁଷ ମଧ୍ୟ କ୍ଷୟ ହୋଇଥାଏ । କଲି ଯୁଗରେ ଆୟୁଷ ଥିଲା ୧୨୦ ବର୍ଷ କିନ୍ତୁ ଲୋକମାନଙ୍କର କର୍ମ ଲାଗି ଏହା କମ ହୋଇଛି । ବହୁତ ଲୋକ ମଦ ବ୍ଯବହାର କରିଥାନ୍ତି ଯାହା ବହୁତଦେହ  ଖରାପ ହୋଇଥାଏ । ସେଥିପାଇଁ ଭୁଲରେ ରବିବାର ଦିନ ମ ଦ କିମ୍ବା ମୃଦୁ ପାନୀୟ ଜିନିଷ ବ୍ୟବହାର କରନ୍ତୁ ନହିଁ । ଯାହା ଦ୍ଵାରା ଆପଣଙ୍କ ଦେହ ଖରାପ ହେବ ସହିତ ଆପଣଙ୍କ କିଡନୀ ସମସ୍ଯା ମଧ୍ୟ ହୋଇପାରେ ।

ସେଥିପାଇଁ ଆଜିଠୁ ନିଶା ଦ୍ରବ୍ଯ ଜିନିଷ ଛାଡି ଭଲ ଜିନିଷ ଖାଆନ୍ତୁ । ଭୁଲରେବି ରବିବାର ଦିନ ନିଶା ଦ୍ରବ୍ଯ ଭଳି ଜିନିଷ ସେବନ କରନ୍ତୁ ନାହିଁ । ରବିବାର ଦିନ ଅମିଶ ଖାଇବା ଠିକ ନୁହେଁ କାରଣ ସେହି ଦିନଟି ହେଉଛି ସୂର୍ଯ୍ୟ ଦେବଙ୍କ ଦିନ, ସୂର୍ଯ୍ୟ ଦେବ ହେଉଛନ୍ତି ସକଳ ଶକ୍ତିର ଆଧାର । ଯଦି ସୂର୍ଯ୍ୟ ଗ୍ରହକୁ ଠିକ ରଖିବାକୁ ଚାହୁଁଛନ୍ତି କିମ୍ବା ତାଙ୍କର ଆଶୀର୍ବାଦ ପାଇବାକୁ ଚହୁଁଛନ୍ତି ରବିବାର ଦିନ ଭୁଲରେବି ଆପଣ ନିଶ ଦ୍ରବ୍ଯ ଖାଆନ୍ତୁ ନହିଁ । ଆପଣଙ୍କ ଦେହ ଖରାପ ହେବ ସହ ଆପଣଙ୍କ ଭାଗ୍ୟ ମଧ୍ୟ ଉଦୟ ହେବ ନହିଁ ।


ରବିବାର ଦିନ ଆମିଷ ଭକ୍ଷଣ କରନ୍ତୁ ନହିଁ । ଆମିଷ ନହେଲେ ଲୋକ ଭାତ ଖାଉନାହାନ୍ତି, କାରଣ ମଣିଷଙ୍କ ଇଛାଶକ୍ତି ଏତେ ବେସୀ ହୋଇଗଲାଣିକି ଟିକେ ଟିକେ କଥାରେ ଆମିଷ ନହେଲେ ଖାଦ୍ଯ ଖାଉ ନାହାନ୍ତି । କାରଣ ଆପଣଙ୍କ ଶାରୀରିକ ପରିଶ୍ରମ ବହୁତ କମ ହେଉଛି । ଯଦି ଶାରୀରିକ ପରିଶ୍ରମ ଅଧିକ ହେଉଥିବା ଆପଣଙ୍କୁ ଯାହା ଦେଲେ ଆପଣ ଖାଇଦେବେ । କାରଣ ଭୋକ ସେଇ ମାତ୍ରାରେ ହୋଇଥାଏ । ବର୍ତମାନ ୯୯ ପ୍ରତିଶତ ଲୋକଙ୍କର ଭୋକ ସମସ୍ଯା ରହୁଛି ।

କାରଣ ଭୋକ ଠିକ ସମୟରେ ଲାଗୁ ନହିଁ, କାରଣ ଆମେ କଠିନ ପରିଶ୍ରମ କଲୁ ନହିଁ ଗୋଟିଏ ଜାଗାରେ ବସି କାମ କଲୁ । ଶେଥି ପାଇଁ ହିଁ ଖାଦ୍ଯ ହଜମ ହୁଏ ନହିଁ । ଖାଦ୍ଯ ହଜମ ପାଇଁ ସବୁଠୁ ବେଷ୍ଟ ଉପାୟ ହେଲା ଶାରୀରିକ ପରିଶ୍ରମ କରିବା ଓ ସକାଳୁ ମୋର୍ନିଙ୍ଗ ୱାକ କରିବା ବା ଯୋଗବ୍ୟାଶ ବା ବୟାମ ଏହି ସବୁ ଜିନିଷ କରୁଥିବେ । ତେବେ ଯାଇ ଭୋକ ଠିକ ସମୟରେ ହୋଇଥାଏ । ଆଉ ଭୁଲରେବୀ ରବିବାର ଦିନ ଆପଣ ଆମିଷ ଖାଆନ୍ତୁ ନହିଁ । କାରଣ ଏମିତି କରିବା ଦ୍ଵାରା ସୂର୍ଯ୍ୟ ଦେବଙ୍କ କୃପା ମଧ୍ୟ ନମିଳି ପାରେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *