ସବୁ ଦିନ ପାଇଁ ଓଡିଶା ଛାଡି ହାଇଦ୍ରାବାଦ ଯିବେ Arvind ଓ Janklin, କିନ୍ତୁ କାହିଁକି ? ଦେଖନ୍ତୁ Video

ଆପଣ ସମସ୍ତେ ଅଭିନେତ୍ରୀ ଜାଙ୍କଲିନ ଓ ଅଭିନେତା ଅରବିନ୍ଦଙ୍କ ବିଷୟରେ ଜାଣିଛନ୍ତି । ଯାହାଙ୍କ ଯୋଡିକୁ ବହୁତ ପସନ୍ଦ ବି କରାଯାଏ । ଏମାନେ ରିୟଲ ଲାଇଫରେ ବିବାହ କରିବା ପରେ ଏମାନଙ୍କ ଫ୍ୟାନ ଫୋଲଇଙ୍ଗ ଆହୁରି ଅଧିକ ବଢି ଯାଇଛି । କହିଦେଉଛୁ କି ଦୁଇ ଜଣ ପ୍ରାୟତଃ ସୋସିଆଲ ମିଡିଆରେ ନିଜର କିଛି ଫଟୋ ଓ ଭିଡିଓ ଶେୟାର କରିଥାନ୍ତି । ବର୍ତ୍ତମାନ ସମୟରେ ବି ଜାଙ୍କଲିନ ଓ ଅରବିନ୍ଦଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ଦୁଇ ଜଣ ନିଜର ଫ୍ୟାନମାନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ।

ପ୍ରଥମେ ଜଣେ ଫ୍ୟାନ ତାଙ୍କୁ ପ୍ରଶ୍ନ କରିଲେ କି ଆପଣମାନଙ୍କ ମଧ୍ୟରେ କିଏ ଅଧିକ ରୋମାଣ୍ଟିକ ଅଟେ । ଏହାର ଜବାବରେ ଜାଙ୍କଲିନ ନିଜକୁ ଅଧିକ ରୋମାଣ୍ଟିକ ବୋଲି କହି ନିଜ ଆଡକୁ ଇସାରା କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଅରବିନ୍ଦ ଏହାକୁ ମିଛ ବୋଲି କହୁଛନ୍ତି ।

ଏହା ପରେ ଆଉ ଜଣେ ତାଙ୍କ ପ୍ରଶ୍ନ କରୁଛନ୍ତି କି ଦୁଇ ଜଣ କେବେ ବି ପ୍ରେମରେ ହାତ ଛଡା ଛଡା ହେବ ନାହିଁ ତ ନ ହେଲେ ପ୍ରେମରୁ ବିଶ୍ଵାସ ଉଠିଯିବ । ଏହାର ଜବାବରେ ଅରବିନ୍ଦ କହିଲେ କି ଆମେ ଯେତେବେଳେ ପରସ୍ପରର ହାତ ଧରିଥିଲୁ ସେହି ସମୟରେ ସେମିତି କିଛି ନ ଥିଲା । ସବୁ ଭାଗ୍ୟର କଥା । ଆମେ ଚାହିଁବୁ କି କେବେ ନିଜର ହାତ ନ ଛାଡିବା ପାଇଁ । ଏହା ସହିତ ଆପଣମାନଙ୍କ ଭଲ ପାଇବା ବି ଦରକାର ।

ଏହା ପରେ ଜଣେ ଫ୍ୟାନ ଅରବିନ୍ଦଙ୍କୁ ତାଙ୍କର ଜନ୍ମଦିନ ପାଇଁ ବାସୀ ହ୍ୟାପି ବାର୍ଥଡ଼େର ଶୁଭେଚ୍ଛା ବି ଦେଲେ । ଏହା ପରେ ଅରବିନ୍ଦ କହିଲେ କି ମୁଁ ଏହିଭଳି ବହୁତ ଲୋକମାନଙ୍କୁ ଜନ୍ମଦିନ ପର ଦିନ ତାଙ୍କୁ ଶୁଭେଚ୍ଛା ଜଣାଇଛି ।

କହିଦେଉଛୁ କି ଏହା ପରେ ଜଣେ ଫ୍ୟାନ ଜାଙ୍କଲିନଙ୍କୁ ପ୍ରଶ୍ନ କରିଲେ କି ସେ ହାଇଦ୍ରାବାଦ ଗଲେ ତାଙ୍କୁ ମିସ କରିବେ । ଏହାର ଜାବବରେ ଜାଙ୍କଲିନ କହିଲେ କି ସେ ସମସ୍ତଙ୍କୁ ମିସ କରିବେ । ଏହା ପରେ ତାଙ୍କର ଫ୍ୟାନମାନେ ତାଙ୍କର ଯଦିର ପ୍ରଶଂସା କରିଲେ ଓ ଦୁଇ ଜଣଙ୍କ ଯୋଡି ସବୁବେଳେ ଏହିଭଳି ରହବା ପାଇଁ ବି କହିଲେ । ମିଳିଥିବା ସୂଚନା ଅନୁସାରେ ଜାଙ୍କଲିନ ହାଇଦ୍ରାବାଦ ଯାଉଛନ୍ତି । କିନ୍ତୁ ହାଇଦ୍ରାବାଦର ଯିବାର ଅସଲ କାରଣ କଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *