ସବୁ କାମରେ ଆସୁଛି ବାଧାବିଘ୍ନ ତ ଗୁରୁବାର ଦିନ କରନ୍ତୁ ଏହି ଚମତ୍କାରୀ ଉପାୟ, ଏହି 3ଟି କାମ ଭୁଲରେ ବି କରନ୍ତୁ ନାହିଁ- Vastu Shastra

ମଣିଷ ଜୀବନରେ ବହୁତ ଏମିତି ସମୟ ଆସିଥାଏ ଯେତେବେଳେ ତାକୁ ଏହା ଅନୁଭବ ହୋଇଥାଏ ଯେ ତା ସବୁ ପରିଶ୍ରମ ବିର୍ଥ ଯାଉଛି କିନ୍ତୁ ଏହାର କାରଣ ସେ ନିଜେ ମଧ୍ୟ ଜାଣି ପାରି ନଥାଏ । ତେବେ ମଣିଷ ଜୀବନରେ ସେତେବେଳେ ଅସୁବିଧା ଆସିଥାଏ ଯେତେବେଳେ ତା ଜୀବନ ଉପରେ ରାହୁ କେତୁଙ୍କ ଖରାପ ନଜର ପଡିଥାଏ ।

ଯଦି ଆପଣ ଗୁରୁଙ୍କ ପ୍ରସନ୍ନ କରି ରଖିବେ ତେବେ ଭଗବାନ ଆପଣଙ୍କ ସାହା ହୋଇବେ ଆଉ ଆପଣଙ୍କୁ କୌଣସି ପ୍ରକରାର ଆଶୀବିଧା ସମ୍ମୁଖୀନ ହବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ଵାରା ଆପଣଙ୍କ ଖରାପ ହାଉଥିବା କାମ ମଧ୍ୟ ଭଲ ହୋଇଥାଏ ।

୧. ଆପଣ ମାନେ ସମସ୍ତେ ଏହି କଥା ଜାଣିଥିବେ ଯେ ଗୁରୁବାର ଦିନ ମୁଣ୍ଡ ଢୋଇବା ଉଚିତ ହୋଇନଥାଏ ଏହା ଛଡା ଦାଢି କାଟିବା ଚୁଟି କାଟିବା ଗୁରୁବାର ଦିନ ମନା କରା ଯାଇଥାଏ, ତେବେ ଆପଣଙ୍କ ଜୀବନରେ ଯଦି କୌଣସି ପ୍ରକାର ସମସ୍ୟା ଚାଲିଉଛି ତେବେ କଣ ଆପଣ ଏହି ଭଳି କିଛି ଭୁଲ କରିଥିଲେ ନା ନାହିଁ ତାହା ମନେ ପକାନ୍ତୁ । ଏହି ଭଳି ଭୁଲ କଲେ ରାହୁଙ୍କ କୁଦୃଷ୍ଟି ଆମ ଜୀବନ ଉପରେ ପଡିଥାଏ । ତେବେ ଭୁରେ ବି ଗୁରୁବାର ଦିନ ଏହିଭୁଲ କରନ୍ତୁ ନାହିଁ ।

୨. ଯଦି ଆପଣ ଗୁରୁବାର ଦିନ କାହାକୁ ଉଧାରୀ ଦେଉଛନ୍ତି ବା କାହା ଠାରୁ ଆଣିଛନ୍ତି ତେବେ ଆପଣଙ୍କ ପାଇଁ ବହୁତ ଖରାପ ସମୟ ଆସିଛି କାହିଁକିନା ଉଧାରୀ ଦବା ଆଉ ନବା ଦୁଇଟି ଜିନିଷ ଗୁରୁବାର ଦିନ କରିବା ଉଚିତ ନୁହ । ଏହି ଦିନ ଦିଆ ଯାଇଥିବା ଧନ ବା ଆଣିଥିବା ଉଧାରୀ ମଣିଷ ଯେତେ ପରିଶ୍ରମ କଲେ ମଧ୍ୟ ଫେରେଇ ବା ଆଣି ପାରେ ନାହିଁ ତେବେ ଭୁଲରେ ବି ଗୁରୁଇବାର ଦିନ ଏହି କାମ କରନ୍ତୁ ନାହିଁ ।

୩. ଗୁରୁବାର ଦିନ କାହା ସହ ଝଗଡା କରିବା ଉଚିତ ହୋଇ ନଥାଏ । ଏହା ଛଡା ଘର ପରିବାର ବା ସ୍ତ୍ରୀ ସହ ଏହି ଦିନ କଳି ଝଗଡା କରିବା ଜମା ବି ଉଚିତ ନୁହ । ତେବେ ଗୁରୁ ଗ୍ରହାଙ୍କୁ ବୈବାହିକ ଜୀବନ ଗ୍ରହ କୁହା ଯାଇଥାଏ ତେବେ ଗୁରୁଙ୍କୁ ରୁଷ୍ଠ କଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ଖରାପ ହୋଇଥାଏ ତେବେ ଏହାର ବିଶେଷ ରୂପରେ ଧ୍ୟାନ ରଖିବା ଆବଶ୍ୟକ ଅଟେ ।

୪. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଯଦି ଆପଣଙ୍କ ଜୀବନରେ ଗୁରୁଙ୍କ ଖରାପ ଦଶା ଚାଲିଛି ତେବେ ଆପଣଙ୍କୁ ୫ଟି ଗୁରୁବାର ବିନା ଧାରୁଆ ଜିନିଷରେ କଟା ହୋଇଥିବା ପରିବା ଖାଇବା ଉଚିତ ଏହା ଦ୍ଵାରା ଆପଣଙ୍କ ସବୁ ଦୋଷ କାଟି ଯାଇଥାଏ ଆଉ ଆପଣଙ୍କୁ ବହୁତ ଭଲ ପରିଣାମ ଦେଖିବାକୁ ମିଳିଥାଏ ।

୫. ଗୁରୁବାର ଦିନ ଭୁଲରେ ବି ଓସ୍ତ ଗଛ ମୂଳରେ ପାଣି ଦିଅନ୍ତୁ ନାହିଁ ନଚେତ ଏହା ଦ୍ଵାରା ଆପଣଙ୍କ ଘରକୁ ନକାରାତ୍ମକତା ଆସିଥାଏ ଆଉ ଆପଣଙ୍କ ଜୀବନରେ ଭଲ ହାବା ବଦଳରେ ସବୁ କିଛି ଖରାପ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *