Tarang Tvରେ ପ୍ରସାରିତ ହେଉଥିବା ସିରିଏଲ “କୁଆଁରୀ ବୋହୁ” ଶୁଟିଙ୍ଗ ସେଟରେ ଘଟିଲା ଅଘଟଣ, ସବୁ କଳାକାରଙ୍କ ଆଖିରେ ଲୁହ

ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିଆବରେ ସଫଳ ହୋଇଛନ୍ତି । ସେହିପରି ଟେଲିଭିଜନ ଜଗତରେ ମଧ୍ୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନାଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ତେବେ ଆଜିକାଲି ଟିଭି ସିରିଏଲ ଦେଖିବାକୁ ଘରେ ଘରେ ଲୋକ ମାନେ ପସନ୍ଦ କରୁଛନ୍ତି । ଯାହା ପାଇଁ ଅନେକ ସିରିଏଲେ ଗୁଡିକ ବହୁତ ଦିନ ହେବ ପ୍ରସାରିତ ହେଉଛି । ଆଜି ଆମେ ଆପଣ ମାନଙ୍କୁ “କୁଆଁରୀ ବୋହୁ” ସିରିଏଲ ଶୁ-ଟି-ଙ୍ଗ ହେବା ସମୟରେ ଏମିତି କଣ ହେଲା ଯେ ସବୁ କଳାକାର ମାନେ କାନ୍ଦି ପକାଇଲେ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “କୁଆଁରୀ ବୋହୁ” ନିଶ୍ଚୟ ଦେଖୁଥିବେ । ତେବେ ଗତ କାଲି ଏହି ସିରିଏଲ ଶୁ-ଟି-ଙ୍ଗ ହେବା ସମୟରେ ଏମିତି କିଛି ଘଟିଛି ଯାହା ପାଇଁ ସେଠାରେ ଥିବା କଳାକାର ମାନଙ୍କ ଆଖିରେ ଲୁହ ଆସି ଯାଇଛି । ତେଗବେ ସୂଚନା ଅନୁସାରେ “କୁଆଁରୀ ବୋହୁ” ସିରିଏଲ ବହୁତ ଜଲ୍ଦି ଶେଷ ହେବାକୁ ଯାଉଛି । ଯାହା ପାଇଁ ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ କାନ୍ଦି ପକାଇଛନ୍ତି । ତେବେ ସିରିଏଲ ଶେଷ ହେବା କଥା ପ୍ରଚାର ହେବା ପରେ କଳାକାର ମାନେ ପରସ୍ପରକୁ କୁଣ୍ଢାଇ ପକାଇ କାନ୍ଦି ପକାଇଛନ୍ତି ।

ଏହି ସିରିଏଲ ଟି ପାଖାପାଖି ସାଢେ ତିନି ବର୍ଷ ହେବ ପ୍ରସାରିତ ହେଉଥିଲା । ଯାହାର ବହୁତ ଜଲ୍ଦି ଅନ୍ତ ହେବାକୁ ଯାଉଛି । ତେବେ ଏହି ଭିଡିଓ ରେ କଳାକାର ମାନେ ନିଜ ନିଜର ପରିଚୟ ଦେଇ ତାଙ୍କର ଫ୍ୟାନ୍ସ ମାନଙ୍କୁ ଏହି କଥା ସୁଚାଇଛନ୍ତି । ତେବେ ଅନେକ ଦିନ ହେବ ପରସ୍ପର ସହ କାମ କରି ସବୁ କଳାକାର ମାନଙ୍କ ମଧ୍ୟରେ ଏକ ଭଲ ବଣ୍ଡିଙ୍ଗ ଓ ପରସ୍ପର ପ୍ରତି ଭଲ ପାଇବା ଆସି ଯାଇଥିଲା ଯାହା ନିଜେ କଳାକାର ମାନେ ରାଏ ଦେଇଛନ୍ତି । ଶୁ-ଟି-ଙ୍ଗ ସେଟରେ ସମସ୍ତେ ପରସ୍ପର ସହ ମଜାମସ୍ତି କରିବା ସହ ଅନେକ ସମୟ ସ୍ପେନ୍ଡ କରିଥାନ୍ତି । ତେବେ ଦର୍ଶକ ମାନେ ମଧ୍ୟ ଏହି ସିରିଏଲ କୁ ବହୁତ ମନେ ପକାଇବେ ବୋଲି ଆଶା କରା ଯାଉଛି ।

ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶ୍ରଦ୍ଧା ଓ ସାଇଙ୍କ ପ୍ରେମ କାହାଣୀ ସମସ୍ତଙ୍କର ମନେ ରହିବ । ଏହି ସିରିଏଲ ଟି ଏତେ ସୁନ୍ଦର ଭାବେ ପେଶ କରା ଯାଇଥିଲା ଯେ ଏଥିରେ ଅଭିନୟ କରୁଥିବା କଳାକାର ମାନେ ନିଜ ନିଜ ଚରିତ୍ରକୁ ବେଶ ଭଲ ଭାବେ ନିଭାଇଛନ୍ତି । ଏହା ସହ ଅନ୍ୟ ଚରିତ୍ରରେ ଯେଉଁ କଳାକାର ମାନେ ଅଭିନୟ କରୁଥିଲେ ତାହା ମଧ୍ୟ ବେଶ ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ “କୁଆଁରୀ ବୋହୁ” ସିରିଏଲେ ଟି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *