ସବୁଠୁ ଅଧିକ ଖତରନାକ ହୋଇଥାନ୍ତି ଏହି 6ଟି ନାମର ଝିଅମାନେ- Jyotisha Shastra

ଘରର ଝିଅ ଓ ମହିଳାମାନେ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । ଏହା ପୂରାପୂରି ସତ୍ୟ ଅଟେ ଘରେ ଝିଅ ହେବା ଅର୍ଥାତ ଘରେ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ରାୟତଃ କେତେକ ଘରର ଝିଅ, ବୋହୁ କିଛି ଏହିଭଳି କାର୍ଯ୍ୟ କରନ୍ତି ଯେଉଁ କାରଣରୁ ମାତା ଲକ୍ଷ୍ମୀ ତାଙ୍କ ଉପରେ କ୍ରୋଧିତ ହୋଇ ଯାଆନ୍ତି ଓ ସେ ତାଙ୍କ ଘରେ ପ୍ରବେଶ କରନ୍ତି ନାହିଁ । କହିଦେଉଛୁ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାଁର ବହୁତ ମହତ୍ଵ ଅଛି ।

ନାଁର ପ୍ରଥମ ଅକ୍ଷର ମାଧ୍ୟମରେ ଆପଣ ଜାଣି ପାରିବେ କି କୌଣସି ବ୍ୟକ୍ତିର ଜୀବନରେ ଖୁସି, ଦୁଃଖ କେବେ ଓ କେମିତି ଆସିବ । ନାଁ ଦ୍ଵାରା ହିଁ ଆପଣ ବ୍ୟକ୍ତିର ବ୍ୟକ୍ତିତ୍ବ ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ଏମିତି ହିଁ ୬ ଟି ନାମର ଝିଅମାନଙ୍କ ସ୍ଵଭାବ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ କୁହାଯାଏ କି ଏମାନେ ବହୁତ ଭୟଙ୍କର ହୋଇଥାନ୍ତି ।

B ନାମର ଝିଅମାନେ

ଯେଉଁ ଝିଅର ନାମ B ଅକ୍ଷରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ଭଲ ହୋଇଥାଏ । କିନ୍ତୁ ଛୋଟ ଛୋଟ କଥାରେ ଏମାନଙ୍କ ଭିତରେ ରାଗ ଆସିବା ଏମାନଙ୍କର ସବୁଠୁ ବଡ ସମସ୍ୟା ହୋଇଥାଏ । ପ୍ରାୟତଃ ଏହି ନାଁର ଝିଅମାନେ ନିଜର ରାଗ ଅନ୍ୟ ଉପରେ ବାହାର କରନ୍ତି । କିନ୍ତୁ ଅଧିକ ରାଗି ହେବା ସତ୍ବେ ବି ଏମାନେ ଭଲ ମଣିଷ ହୋଇଥାନ୍ତି ।

H ନାମ ବାଲା ଝିଅମାନେ

ଏମାନେ ଅନ୍ୟଙ୍କ ସହ ମିଶି ରହିବାକୁ ପସନ୍ଦ କରନ୍ତି । ଏମାନଙ୍କୁ ଘର ଓ ପରିବାରରେ ସମସ୍ତଙ୍କର ଧ୍ୟାନ ରଖନ୍ତି । ନିଜର ଓ ନିଜ ପରିବାରର ମାନ ସମ୍ମାନ ଜାଣିବା ପାଇଁ ଏମାନେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । କିନ୍ତୁ କଥା କଥାରେ ରାଗିଯିବା ଏମାନଙ୍କର ସବୁଠୁ ବଡ ଖରାପ ସ୍ଵଭାବ ଅଟେ । ଏମାନେ ନିଜ ରାଗ ଉପରେ କାବୁ କରି ପାରନ୍ତି ନାହିଁ ।

L ନାମର ଝିଅମାନେ

ଏହି ନାମର ଝିଅମାନେ ଏମିତି କୌଣସି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କର ଛବି ଖରାପ ହେଉ । ଏହିଭଳି ଝିଅମାନେ ସବୁ କାମରେ ଆଗରେ ରୁହନ୍ତି । କିନ୍ତୁ ଏମାନଙ୍କର ରାଗ ଏମାନଙ୍କୁ କମଜୋର କରିଦିଏ । ଏମାନେ କେତେବେଳେ ବି କାହା ଉପରେ ବି ରାଗି ଯାଆନ୍ତି ନାହିଁ । କିନ୍ତୁ ଏମାନେ ହୃଦୟର ବହୁତ ଭଲ ହୋଇଥାନ୍ତି ।

P ନାମର ଝିଅମାନେ

ଏହି ନାମର ଝିଅମାନେ ରାଗି ସ୍ଵଭାବର ହୋଇଥାନ୍ତି । ଏମାନେ ଅତ୍ୟଧିକ କଥାବାର୍ତ୍ତା କରିବା ନଚେତ ପୂରାପୂରି ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ରାଗ ଅନ୍ୟ ଉପରେ ନୁହେଁ ନିଜ ଉପରେ ହିଁ ଦେଖାନ୍ତି । ରାଗରେ ଏମାନେ ନିଜର ହିଁ କ୍ଷତି କରନ୍ତି ।

R ନାମର ଝିଅମାନେ

ଏହି ନାମର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହେବା ସହିତ ବହୁତ ବୁଦ୍ଧିମାନ ହୋଇଥାନ୍ତି । କିନ୍ତୁ ରାଗ ଏମାନଙ୍କର ସବୁଠୁ ବ କମଜୋରି ହୋଇଥାଏ । କିନ୍ତୁ ଏମାନେ ରାଗିବା ଓ ଭଲ ପାଇବା ବି ଦେଖାନ୍ତି ।

S ନାମର ଝିଅମାନେ

ଏହି ନାମର ଝିଅମାନେ ପ୍ରେମ ମାମଲାରେ ବହୁତ ସାଥ ଦିଅନ୍ତି । କିନ୍ତୁ ଶତ୍ରୁତା ବି ଏମାନେ ବହୁତ ଭଲ ଭାବରେ ଦେଖାନ୍ତି । ଏମାନେ ଦେଖିବାକୁ ବହୁତ ସରଲ ହୋଇଥାନ୍ତି କିନ୍ତୁ ରାଗ ବହୁତ ଆସିଥାଏ ଏମାନଙ୍କୁ ।

Leave a Reply

Your email address will not be published. Required fields are marked *