ଖୁସିରେ ରହିବା ପାଇଁ ବାସ ମନେ ରଖନ୍ତୁ ଏହି ଗୋଟେ କଥା- Krishna Vani

ଗୋଟେ ବ୍ୟକ୍ତି ହଟାତ ଗୋଟେ ଦିନ ଗୋଟେ ସନ୍ତ ପାଖରେ ଯାଇ ପହଞ୍ଚିଲେ ଓ କହିଲେ ମୁ ମୋ ଜୀବନରେ ବହୁତ ଦୁଃଖରେ ଅଛି ମତେ ଏମିତି କିଛି ଉପାୟ କୁହନ୍ତୁ ଯାହା ଦ୍ଵାରା ସୁଖ ପ୍ରାପ୍ତ ହବ ସନ୍ତ ମହାଶୟ ବ୍ୟକ୍ତିକୁ ଗୋଟେ ବଡ ପଥର ଧରେଇଲେ ଏବଂ କହିଲେ ଏହାକୁ ନେଇ ମୋ ସହ ଆସ । ଲୋକ କଥା ଅନୁସାରେ ବହୁତ ଦିନ ତଳେ ଗୋଟେ ଲୋକ ବହୁତ୍ ଦୁଃଖୀ ଥିଲା ତାର ଜୀବନରେ ଦୁଃଖ ସରୁହିଁ ନଥିଲା ବହୁତ୍ ନିରାଶ ରହୁଥିଲା ।

ଦିନେ ତାଙ୍କ ଗାଁ କୁ ଗୋଟେ ସାଧୁ ଆସିଲେ । ସେହି ବ୍ୟକ୍ତି ସନ୍ଥ ସହିତ ଦେଖା କରିବାକୁ ଗଲା ଓ କହିଲା । କି ମୁଁ ବହୁତ୍ ଦୁଃଖୀ ଅଛି,ମୋତେ ଜୀବନ ସାରା ଖୁସି କେମିତି ମିଳିବ । ଦୟାକରି କୁହନ୍ତୁ ଖୁସି କେମିତି ମିଳିବ?

Image Courtesy: Google

ସାଧୁ କହିଲେ କି ଠିକ୍ ଅଛି,ମୁଁ ତମକୁ ଏହାର ରହସ୍ୟ କହିବି,କିନ୍ତୁ ତୁମକୁ ମୋ ସହିତ ଜଙ୍ଗଲ କୁ ଯିବାକୁ ହେବ । ସାଧୁ ତାକୁ ବଡ ପଥର ଦେଲେ କହିଲେ ଏହାକୁ ନେଇ ମୋ ସହିତ ଚାଲ। ବ୍ୟକ୍ତି ପଥର ଉଠେଇ ସାଧୁ ସହିତ ଚାଲିବାକୁ ଲାଗିଲା। କିଛି ସମୟ ପରେ ପଥର ର ଓଜନ ଫଳରେ ତାର ହାତ ରେ ଯନ୍ତ୍ରଣା ହେଲା କିନ୍ତୁ କିଛି କହିଲାନି ଚାଲିବାକୁ ଲାଗିଲା । କିଛି ବାଟ ଗଲା ପରେ ସାଧୁକୁ କହିଲା ମହାରାଜା ଏହି ପଥର କୁ ଉଠେଇ  ଆଉ,ମୋର ହାତ ରେ କଷ୍ଟ ହଉଚି।ସନ୍ଥ କହିଲେ କି ଠିକ୍ ଅଛି ଏଇ ପଥର ରଖି ଦିଆ।

Image Courtesy: Google

ପଥର ରଖିଲା ପରେ ସେହି ଯୁବକ କୁ ଆରାମ ମିଳିଲା।ସାଧୁ କହିଲେ କି ଏଇ ହେଇଚି ଖୁସିର ରହସ୍ୟ। ଯେଉଁ ପ୍ରକାରେ ଏହି ପଥର ଉଠେଇ ବେଶୀ ଦୂର ଚାଲି ପାରୁନ ସେହିଭଳି ଦୁଃଖର ବୋଝ ଉଠାଇ ଖୁସି ରହିପରିବାନି। ଯୁବକ କୁ ଏଇ କଥା ବୁଝାପଡିଲା,ଓ ସେ ସାଧୁଙ୍କୁ ପ୍ରଣାମ କଲେ ,ଦୁଃଖ କୁ ଛାଡ଼ି ଆଗକୁ ବଢିବାର ସଂକଳ୍ପ ନେଲା।

Image Courtesy: Google

ପ୍ରସଙ୍ଗ ରୁ ଶିକ୍ଷା :-

ଏହି ପ୍ରସଙ୍ଗ ରୁ ଏହି ଶିକ୍ଷା ମିଳିଲା କି ଯେତେଦିନ ପର୍ଯ୍ୟନ୍ତ ଦୁଃଖ କଥାକୁ ମାନେ ପକେଇବା ,ସେ ପର୍ଯ୍ୟନ୍ତ ଖୁସି ମିଳିବନି।ପୂର୍ବରୁ ମିଳିଥିବା ଦୁଃଖ କୁ ଭୁଲି ଆଗକୁ ବଢିବାର ଅଛି। ଆମକୁ ମଧ୍ୟ ନିଜ ଜୀବନରେ ଏହା କରିବା ଉଚିତ ଯଦି ଆପଣ ଦୁଃଖିତ ଅଛନ୍ତି ବୋଲି ମନ ଦୁଃଖୀ କରିବେ ତେବେ ଆପଣଙ୍କୁ ସୁଖ କେବେ ପ୍ରାପ୍ତ ହବ ନାହିଁ ସେଥିପାଇଁ ସୁଖ ପାଇଁ ଦୁଃଖ ଆଗକୁ ଯିବା ପାଇଁ ପ୍ରୟାଶ କରନ୍ତୁ ସୁଖ ଅବଶ୍ୟ ପ୍ରାପ୍ତ କରିବେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *