ସବୁଠାରୁ ଅଧିକ ଭାଗ୍ୟଶାଳି ହୋଇଥାନ୍ତି ଏହି ୪ଟି ନାମ ଝିଅମାନେ- Jyotisha Shastra

ଦୁନିଆରେ ସମସ୍ତେ ଅଲଗା ଅଲଗା ସ୍ଵଭାବର ହୋଇଥାନ୍ତି, ତେବେ ସମସ୍ତଙ୍କ ମନ ଅଲଗା ହୋଇଥାଏ, ତେବେ କାହା ସ୍ଵଭାବ ବିଷୟରେ ତାକୁ ଦେଖିକି କହିବା କଷ୍ଟକର ହୋଇଥାଏ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଣିଷ ନାମ ପ୍ରଥମ ଅକ୍ଷର ଦ୍ଵାରା ତାଙ୍କ ସ୍ଵଭାବ ଆଉ ଗୁଣ ଆଉ ଦୋଷ ବିଷୟରେ ବହୁତ କିଛି ଜଣା ପଡିଥାଏ ।

ତେବେ ଶାସ୍ତ୍ର ଅନୁଯାଇ କିଛି ନାମ ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ସେମାନେ ବହୁତ ଅଧିକ ପରିଶ୍ରମ ନକଲେ ମଧ୍ୟ ଯାହା ପାଇବାକୁ ଇଛା ରଖନ୍ତି ତାହା ପାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣିଥିବେ, ଏମିତି କିଛି ଅକ୍ଷର ଯାହା ଦ୍ଵାରା ଆରମ୍ଭ ହାଉଥିବା ଝିଅ ବହୁତ ଭାୟଶାଳୀ ହୋଇଥାନ୍ତି ।

ଡି ନାମ ଝିଅ :

ଏହି ନାମ ଝିଅ ମାନେ ଭାଗ୍ୟର ବହୁତ ଧନୀ ହୋଇଥାନ୍ତି ସେ ଯାହା ଜୀବନରେ ଯାଇଥାନ୍ତି ତା ଜୀବନ ସୁଖମୟ କରିଥାନ୍ତି, ଏହି ନାମ ଝିଅକୁ ଯିଏ ବିବାହ କରିଥାଏ ତାଙ୍କ ଘରେ ମାତା ଲକ୍ଷ୍ମୀ ଆସିଥାନ୍ତି, ଯେଉଁ ଘରେ ଏହି ଝିଅ ମାନେ ବିବାହ କରି ଯାଇଥାନ୍ତି ସେହି ଘରେ ସୁଖ ଶାନ୍ତି ସହ ଧାନର ବର୍ଷା ହୋଇଥାଏ ।

ଜି ନାମ ଝିଅ :

ଜି ନାମ ଝିଅ ମାନେ ବହୁତ ହସମୁଖ ସ୍ଵଭାବର ହୋଇଥାନ୍ତି ଏହି ନାମ ଝିଅ ମାନଙ୍କ ମନରେ କାହା ପ୍ରତି ଖରାପ ବା ଈର୍ଷ୍ୟା ଭାବନା ନଥାଏ, ଏହି ନାମ ଝିଅ ଯାହା ଘରକୁ ଯାଇଥାନ୍ତି ତାଙ୍କ ଘର ସୁଖମୟ କରିଥାନ୍ତି ।

ଭି ନାମ ଝିଅ :

ଏହି ନାମ ଝିଅ ମାନେ ବହୁତ ସରଲ ଆଉ ଭଲ ସ୍ଵଭାବର ହୋଇଥାନ୍ତି, ଏହି ନାମ ଝିଅ ମାନେ କେବେ କାହାକୁ କଥା ଦେଇ ମିଛ କୁହନ୍ତି ନାହିଁ । ଯଦି ଆପଣଙ୍କ ବିବାହ ପ୍ରସ୍ତାବ ଏହି ନାମ ଝିଅ ସହ ପଡିଛି ତେବେ ଆପଣ କେବେ ମନା କରିବେ ନାହିଁ, ଏହି ଝିଅ ମାନେ ନିଜ ସମ୍ପର୍କ ପାଇଁ ବହୁତ ଇମାନ୍ଦାର ହୋଇଥାନ୍ତି ।

ୱାଇ ନାମ ଝିଅ :

ଏହି ନାମ ଝିଅ ଭାଗ୍ୟ ର ବହୁତ ଧନୀ ହୋଇଥାନ୍ତି, ଏହି ନାମ ଝିଅ ବହୁତ ସମସ୍ୟାରେ ଥିଲେ ମଧ୍ୟ ତାଙ୍କ ଭାଗ୍ୟ ହୀରା ଭଳି ଚମକିଥାଏ । ଏହି ନାମ ଝିଅ ମାନଙ୍କୁ ତାଙ୍କ ମନ ଅନୁଯାଇ ଜୀବନ ବଞ୍ଚିବାକୁ ମିଳିଥାଏ, ସେମାନେ ବହୁତ ଅଧିକ ପରିଶ୍ରମ ନକଲେ ମଧ୍ୟ ତାଙ୍କୁ ସଫଳତା ମିଳିଥାଏ । ଏହି ନାମ ଝିଅଙ୍କୁ ନିଜ ମନ ଅନୁଯାଇ ସ୍ଵାମୀ ମିଳିଥାନ୍ତି ଯାହା ସମସ୍ତଙ୍କ ଭାଗ୍ୟରେ ହୋଇନଥାଏ ।

Leave a Reply

Your email address will not be published. Required fields are marked *