ଦେଖନ୍ତୁ Americaର ରାସ୍ତାରେ Sabya ଓ Architaଙ୍କ ରୋମାଣ୍ଟିକ Video, ଏବେ ସୋସିଆଲ ମିଡିଆରେ ଲଗାଇଛି ନିଆଁ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନଙ୍କର କ୍ରେଜ କିପରି ଭାବରେ ରହିଥାଏ ଦର୍ଶକଙ୍କ ପାଖରେ । ସେଲିବ୍ରେଟି ମାନେ କିପରି ଅନେକ ସମୟରେ ସେମାନଙ୍କର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲକୁ ଦେଖାଇ ତାଙ୍କର ଦର୍ଶକ ମାନଙ୍କର ନିକଟତର ହୋଇଥାନ୍ତି ଓ ସେମାନଙ୍କୁ ଆକର୍ଷିତ କରିଥାନ୍ତି ତାହା ଆପଣ ଏମାନେ ବେଶ ଭଲ ଭାବେ ଜାଣିଥିବେ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଓଲିଉଡ ଯୋଡି ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ଆପଣ ମାନେ ଜଣାଇଛନ୍ତି ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ କେତେ ଜଣାଶୁଣା ଚେହେରା ଅଟନ୍ତି । ଅଭିନେତ୍ରୀ ଅର୍ଚ୍ଚିତା ଲୋକପ୍ରିୟ ଅଭିନେତା ସବ୍ୟସାଚିଙ୍କୁ ବିବାହ କରିଛନ୍ତି । ଏହି ଦୁଇ ଜଣଙ୍କ ଯୋଡିକୁ ଓଡିଶାର ଅଗଣିତ ଦର୍ଶକ ବେଶ ପସନ୍ଦ କରନ୍ତି ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତା ସବ୍ୟ ଦୁହେ ଆମେରିକା ବୁଲିବାକୁ ଯାଇଛନ୍ତି ।

ଆଉ ସେଠାରେ ଅନେକ ପ୍ରକାରର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଲାଗିଛନ୍ତି । ଦୁହିଙ୍କର ଅନେକ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁହେଁ ମୁଣ୍ଡ ରେ କ୍ୟାପ ଲଗାଇ ପୁରା ଛୋଟ ଛୁଆ ଙ୍କ ଭଳି ଗେଟ ଅପ ନେଇଛନ୍ତି । ଏହି ନୂଆ ଗେଟ ଅପ ରେ ଦୁହେଁ ବହୁତ କ୍ୟୁଟ ମଧ୍ୟ ଲାଗୁଛନ୍ତି ।

ସବ୍ୟ ଓ ଅର୍ଚ୍ଚିତା ପରସ୍ପର ହାତ ଧରି ଆମେରିକାର ରାଜ ରାସ୍ତା ରେ ରୋମାନ୍ସ କରିବାରେ ଲାଗିଛନ୍ତି । ଏମିତିକି ଅର୍ଚ୍ଚିତା ସବ୍ୟ ଙ୍କୁ ହକ ମଧ୍ୟ କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଦୁହେଁ ଆମେରିକା ଯାଇ ସେଠାରେ ସୁନ୍ଦର ସୁନ୍ଦର ପ୍ଲେସ ବୁଲିବା ସହ ସେଠିକାର ପ୍ରକୃତି ଓ ପରିବେଶକୁ ବେଶ ଉପୋଭୋଗ କରିବାର ମଧ୍ୟ ନଜର ଆସୁଛନ୍ତି ।

ପୂର୍ବରୁ ମଧ୍ୟ ଦୁହେଁ ଆମେରିକାର ରୋମାନ୍ସ କରିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଶେୟାରାକରି ସାରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହି ଭିଡିଓ ଟି ଖୁବ ନିଆରା ହୋଇଛି । କାରଣ ଦୁହେଁ ଛୋଟ ପିଲା ଗେଟ ଅପ ନେଇଛନ୍ତି ଯେମିତି ଛୋଟ ପିଲା ମାନେ ମୁଣ୍ଡ ରେ କ୍ୟାପ ଲଗାଇଥାନ୍ତି ଠିକ ସେମିତି ସବ୍ୟ ଲଗାଇଛନ୍ତି ।

ଆଉ ଅର୍ଚ୍ଚିତ ଙ୍କ କଥା କହିବାକୁ ଗଲେ ସେ ସର୍ଟ ଡ୍ରେସ ପିନ୍ଧିବା ସହ ମୁଣ୍ଡ ରେ ହେୟାର କ୍ଲିପ ଲଗାଇଛନ୍ତି ଯାହା ପାଇଁ ସେ ବହୁତ ସୁନ୍ଦର ଆଉ କ୍ୟୁଟ ଲାଗୁଛନ୍ତି । ଦୁହିଙ୍କ ଭିତରେ ପରସ୍ପର ପାଇଁ କେତେ ଭଲ ପାଇବା ରହିଛି ତାହା ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି ।

ତେବେ ସେ ଯାହା ବି ହେଉ ଦୁହିଙ୍କ ଯୋଡି ଫିଲ୍ମ ଦୁନିଆରେ ଯେତିକି ସୁପର ଠିକ ସେତିକି ରିୟଲ ଜୀବନରେ ମଧ୍ୟ ତା ଠାରୁ ଅଧିକ ସୁନ୍ଦର ଲାଗିଥାଏ ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚ୍ଚିତା ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *