ନମସ୍କାର ଫ୍ରେଣ୍ଡ୍ସ, ଯେମିତିକି ଆପଣ ମାନେ ଜାଣିଛନ୍ତି ଆଜି ସବ୍ୟ ଓ ଅର୍ଚ୍ଚିତାଙ୍କ ବିବାହ ଥିଲା । ଯାହା ବର୍ତ୍ତମ୍ନ ସଋ ଯାଇଛି । ତେବେ ବିବାହ ସମ୍ପତ ପରେ ସେମାନେ ନିଜର କିଛି ଫୋଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହା ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏଇଠି ଆପଣ ସେମାନଙ୍କ ବିବାହର କିଛି ଭଲ ଭଲ ଫୋଟୋ ଦେଖିବାକୁ ପାଇବେ ।
ତେବେ ସେମାନେ ରାଜସ୍ଥାନରେ ନିଜର ବିବାହ କରିଛନ୍ତି । ନିଜ ପରିବାର ଲୋକଙ୍କ ସହ ସେମାନେ ରାଜସ୍ଥାନର ଏକ ପ୍ଯାଲେସରେ ବିବାହ କରିଛନ୍ତି ଯେଉଁଠି ଅର୍ଚ୍ଚିତା ରାଜସ୍ଥାନୀ ସ୍ଟାଇଲରେ ମେକେପ ନେଇ ଖୁବ ସୁନ୍ଦର ଦେଖା ଯାଉଥିବା ବେଳେ ସବ୍ୟ ମଧ୍ୟ ବାର ବେଶରେ ବହୁତ ହ୍ଯାନ୍ଡସମ ଦେଖାଯାଉଛନ୍ତି ।
ବହୁତ ଦିନ ତଳୁ ସେମାନଙ୍କ ସମ୍ପର୍କ ଖୁବ ଚର୍ଚ୍ଚାର ବିଷୟ ଥିଲା ଯାହା ଆଜି ବିବାହ ବନ୍ଧନରେ ଶେଷ ହେଲା । ସେମାନଙ୍କ ଫ୍ୟାନ୍ସ ଏହି ବିବାହ ପାଇଁ ଖୁବ ଖୁସି ଅଛନ୍ତି । ସମସ୍ତେ ଚାହୁଁଥିଲେ ସେମାନେ ବିବାହ କରି ନିଅନ୍ତୁ ଓ ଆଜି ସତରେ ସେମାନେ ବିବାହ କରି ସାରିଛନ୍ତି ।
ତେବେ ସବ୍ୟ ଆଗରୁ ମଧ୍ୟ ବିବାହ କରିଛନ୍ତି କିନ୍ତୁ ସେ ତାଙ୍କର ପ୍ରଥମ ପତ୍ନୀକୁ ଛାଡପତ୍ର ଦେଇ ଛନ୍ତି । ଯେବେ ସବ୍ୟ ଓ ଅର୍ଚ୍ଚିତ ଏକାଠି କାମ କରିବା ଆରମ୍ଭ କଲେ ପରଦାରେ ସେମାନଙ୍କ ରୋମାନ୍ସ ସମସ୍ତଙ୍କୁ ତାଙ୍କର ଦିବନା କରିଥିଲା । ସେମାନେ ସାଥିରେ ବହୁତ ଭଲ ମଧ୍ୟ ଲାଗୁଥିଲେ । ଧୀରେ ଧୀରେ ସେମାନେ ଉଭୟ ଉଭୟଙ୍କୁ ମନ ଦେଇ ବସିଲେ । ଯାହା ଆଜି ଏକ ବିବାହ ବନ୍ଧନରେ ପରିଣତ ହୋଇପାରିଛି ।
କାଲି ସେମାନଙ୍କର ନିର୍ବନ୍ଧ ସାରିବା ପରେ ସେମାନେ ଫୋଟୋ ଶେୟାର କରି ଯେତେବେଳେ ଏହି ଖବର ସୋସିଆଲ ମିଡିଆରେ ସମସ୍ତଙ୍କୁ ଜଣାଇଥିଲେ ତ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ମଧ୍ୟ ହେଇଥିଲେ । ସେ ସମସ୍ତଙ୍କର ଆଶୀର୍ବାଦ ଲୋଡି ଥିଲେ ନିଜର ଏହି ନୂଆ ଜୀବନ ଆରମ୍ଭ କରିବା ପାଇଁ । ତେବେ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ସେମାନେ ସବୁବେଳେ ଖୁସିରେ ରୁହନ୍ତୁ, ସେମାନଙ୍କ ଦାଂପତ୍ଯ ଜୀବନ ସୁଖ ମୟ ହେଉ ।
ଆପଣଙ୍କୁ ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡି କେମିତି ଲାଗେ ନିଶ୍ଚୟ କମେଣ୍ଟ କରିବେ ଓ ଆଗକୁ ଏହିଭଳି ଖବର ସହ ଅପଟୁଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନହିଁ ।