Sabyasachi ପ୍ରଥମ ଥର ପାଇଁ ବଜାଇଲେ ବଇଁଶୀ, ଦେଖନ୍ତୁ Video 

ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଖୁବ ଚର୍ଚ୍ଚା ରେ ରହିଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ସହ ନିଜର ବ୍ୟକ୍ତିଗତ ଲାଇଫ୍କୁ ନେଇ ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ରେ ରହିଥାନ୍ତି । ଓଡିଆ କଳାକାର ଅମାନଙ୍କର ଅଭିନୟକୁ ଓଡିଆବାସୀଙ୍କ ବ୍ଯତୀତ ଦେଶ ବାହାର ଲୋକେ ମଧ୍ୟ ପ୍ରଶଂସା କରିବାର ନଜର ଆସୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବଂଶୀ ବଜାଇବା ବିଷୟରେ କିଛି ମଜାଦାର କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଫ୍ୟାମ୍ସ ଅଭିନେତା ସବ୍ୟସାଚି ଙ୍କୁ ବେସ ଭଲ ବାହାବେ ଜାଣିଥିବେ । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଅଭିନୟ ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତେବେ ସବ୍ୟ ଅନେକ ଥର ସୋସିଆଲ ମିଡିଆରେ ନିଜର କିଛି ବ୍ୟକ୍ତିଗତ କଥା ସେୟାର କରିବାର ନଜର ଆସି ସାରିଛନ୍ତିତି ।

ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଖୁବ ସାରା ଲାଇକ ଓ କାମେଣ୍ଟ ମଧ୍ୟ ଦେଇଥାନ୍ତି । ବର୍ତ୍ତମାନ ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଅଭିନେତା ସବ୍ୟ ପ୍ରଥମ ଥର ପାଇଁ ବଂଶୀ ବଜାଇବାର ନଜର ଆସୁଛନ୍ତି ।

ତେବେ ସେ ତାଙ୍କ ଲାଇଫରେ ପ୍ରଥମ ଥର ପାଇଁ ବଂଶୀ ବଜାଉଛନ୍ତି । ତାଙ୍କ ସହ ଜଣେ ତାଙ୍କର ସାଥୀ ଗୀତାର ବଜାଇ ତାଙ୍କର ସାଥ ଦେବାର ନଜର ଆସୁଛନ୍ତି । ଦୁହେଁ ଏକ ହିନ୍ଦୀ ଗୀତରେ ଧୁନ ବଜାଇବାର ନଜର ଆସୁଛନ୍ତି । ତେବେ ସବ୍ୟ ନିଷ୍ଠାର ସହ ବଂଶୀ ବଜାଉଛନ୍ତି ଯାହାକୁ ଦେଖିଲେ ଖୁବ ମଜା ଲାଗୁଛି ।

କାରଣ ସେ ପ୍ରଥମ ଥର ବଂଶୀ ବଜାଇଛନ୍ତି । ଏତେ ଭଲ ଭାବେ ସେ ବଂଶୀ ବଜାଉଛନ୍ତି ଯାହାକୁ ଦେଖିଲେ ଲାଗୁନି ସେ ପ୍ରଥମ ଥର ପାଇଁ ଏମିତି କରିଛନ୍ତି । ତେବେ ତାଙ୍କର ବଂଶୀ ସ୍ଵର ରେ ତାଙ୍କ ସାଥୀ ଜଣକ ଗୀତାର ରେ ତାଳ ସହ ତାଳ ମିସାଇବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

 

ତେବେ ଅଭିନେତା ସବ୍ୟ ଅନେକ ସାରା ଓଡିଆ ଫିଲ୍ମ କରି ସାରିଛନ୍ତି ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ଏହା ସହ ଅନେକ ଟିଭି ରିୟାଲିଟି ସୋ ରେ ମଧ୍ୟ ନଜର ଆସିଛନ୍ତି । ତାଙ୍କର ଆଙ୍କରିଙ୍ଗ ଓ କମେଡି କରିବାର ଷ୍ଟାଇଲ ସମସ୍ତଙ୍କ ଠାରୁ କିଛି ନିଆରା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସବ୍ୟଙ୍କ ବଂଶୀ ବଜାଇବା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *