Sabysachi ଭୁଲିଗଲେ Archita ଙ୍କ ଜନ୍ମ ଦିନ, ଆଉ ତା’ ପରେ Archita କଲେ କିଛି ଏମିତି…ଭାଇରାଲ ହେଲା Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ କଳାକାର ଅଛନ୍ତି । ଆମ ପସନ୍ଦ ଅନୁଯାୟୀ ଆମ୍ଭେ ସେମାନଙ୍କୁ ଟିଭି ପରଦାରେ ଦେଖିବାକୁ ଭଲ ପାଇଥାଉ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ସମ୍ବନ୍ଧରେ ତ ଜାଣିଥିବେ ଆଜି ଆମ୍ଭେ ଉଭୟଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ ।

ବନ୍ଧୁଗଣ ଅର୍ଚ୍ଚିତା ଙ୍କ ଜନ୍ମଦିନ ଥିଲାବେଳେ ସବ୍ୟସାଚୀ ତାଙ୍କ ଜନ୍ମଦିନ କୁ ଭୁଲି ଯାଇଥିଲେ । ନିକଟରେ ଅର୍ଚ୍ଚିତାଙ୍କ ଜନ୍ମଦିନ ଥିଲା । ସେଦିନ ରାତି ରେ ଅର୍ଚ୍ଚିତା ନିଜ ବେଡରୁମ କୁ ପ୍ଳେଟ ରେ ମିଠା ଧରି ଗଲେ । କିନ୍ତୁ ସେଠାରେ ସବ୍ୟସାଚୀ ନିଜ କାମରେ ବ୍ୟସ୍ତ ଥିଲେ । ଅର୍ଚ୍ଚିତା ଯାଇ ସେଠାରେ ପହଞ୍ଚିବା ପରେ ମଧ୍ୟ ସବ୍ୟସାଚୀ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ସବ୍ୟସାଚୀ ନିଜ ଫୋନ ତଥା ଲାପଟପ ରେ କିଛି ଆବଶ୍ୟକ କାମ କରୁଥିଲେ । ଏହାପରେ ଅର୍ଚ୍ଚିତା ସବ୍ୟସାଚୀ ଙ୍କୁ କହିଲେ ସମୟ ଦେଖିଲ କେତେଟା ବାଜିଲାଣି ଘଣ୍ଟାରେ ?

ସବ୍ୟ ସେଇଠୁ ନଜର ପକାଇଲେ କାନ୍ଥରେ ଲାଗିଥିବା ଘଣ୍ଟା ଉପରେ । ଏହା ପରେ ସବ୍ୟ କହିଲେ “ହାପି ବାର୍ଥଡେ”, ଅର୍ଚ୍ଚିତା ହସି କହିଲେ ତମର ମନେ ନାହିଁ ନା ? ସବ୍ୟ କହିଲେ,- ନା ମନେ ଥିଲା ମାତ୍ର ୧୨ ବାଜିଲା ବେଳକୁ ମନେ ନଥିଲା । ବନ୍ଧୁଗଣ ଏ ଅନୁଭୂତି କୁ ଅର୍ଚ୍ଚିତା ନିଜ ମୋବାଇଲ ଫୋନ ରେ ରେ-କ-ର୍ଡ କରୁଥିଲେ । ଏହାପରେ ସବ୍ୟ କହିଲେ ରେ-କ-ର୍ଡ କାହିଁକି କରୁଛ ? ଅର୍ଚ୍ଚିତା କହିଲେ ମୁଁ ୟାକୁ ଅ-ପ-ଲୋ-ଡ କରିବି ।

ଏହାପରେ ଅର୍ଚ୍ଚିତା କହିଲେ ଆସ ମିଠା ଖାଇ ମୁହ ମିଠା କରିନିଅ । ସବ୍ୟ କହିଲେ ହଁ ଆମେ ଜନ୍ମଦିନ ପାଳନ କରିବା ମିଠା ଖାଇବା । ଏହା କହି ଅର୍ଚ୍ଚିତା କୁ ଦେବାକୁ ଯାଇ ମିଠା ନିଜେ ଖାଇଦେଲେ, ଏହାପରେ ଅର୍ଚ୍ଚିତା ହସିଲେ ସବ୍ୟ ତାଙ୍କୁ ମଧ୍ୟ ପରେ ମିଠା ଖୁଆଇଲେ ।

ଅର୍ଚ୍ଚିତା କୁହନ୍ତି ରୁହ ମୁଁ ଏହାକୁ ସତରେ ଅ-ପ-ଲୋ-ଡ କରିବି ଯେ । ଏହାପରେ ୧୫ ମିନିଟ ହେବ ସବ୍ୟ ନିଜ କାମକୁ ନେଇ ସମସ୍ତଙ୍କ ସହିତ ଫୋନ ରେ କଥା ହେଉଥିଲେ । ବନ୍ଧୁଗଣ ନିକଟରେ ଆପଣ ଜାଣିଥିବେ କୋରୋନା ମହାମାରୀ ରେ ବହୁତ ବ୍ୟକ୍ତି ସଂକ୍ରମଣ ହୋଇ ନାନା ପ୍ରକାରର ଅସୁବିଧାର ସମୁଖୀନ ହେଉଛନ୍ତି ।

ବନ୍ଧୁଗଣ ସବ୍ୟସାଚୀ ଜଣେ ସମାଜସେବୀ ଅଟନ୍ତି । ଏହି ବି-ପ-ଦ ସମୟରେ ସେ ଲୋକ ମାନଙ୍କୁ ସାହାର୍ଯ୍ୟ କରିବାକୁ ଯାଇ ନିଜ ସ୍ତ୍ରୀ ର ଜନ୍ମଦିନ କୁ ଭୁଲିଗଲେ । ଏହାପରେ ସବ୍ୟ କଥା ହେଉଥିବା ସାହାର୍ଯ୍ୟକାରୀ ବନ୍ଧୁ ଙ୍କୁ କହିଲେ ଅର୍ଚ୍ଚିତା ଏଠାରେ ଉପସ୍ଥିତ ଅଛନ୍ତି ଆଉ ତାଙ୍କର ଆଜି ଜନ୍ମଦିନ ।

ଏହା ଶୁଣି ଯେଉଁମାନେ କଥା ହେଉଥିଲେ ସମସ୍ତେ ଭି-ଡି-ଓ କଲ ରେ ଆସିଲେ ଏବଂ ଅର୍ଚ୍ଚିତାଙ୍କୁ ଶୁଭେଛା ଜଣାଇଲେ । ଅର୍ଚ୍ଚିତା ସେମାନଙ୍କୁ ଧନ୍ୟବାଦ କହିଲେ । ବନ୍ଧୁଗଣ ଏହାକୁ ଦେଖି ମାନେ ହେଉଛି ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ମଧ୍ୟରେ ଅପାର ଭଲପାଇବା ରହିଅଛି । ଭଗବାନ ଉଭୟଙ୍କ ପାରିବାରିକ ଜୀବନ ସୁଖମୟ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *