ଓଡିଆ ସେଲିବ୍ରେଟି Sabya ଓ Archita ବିବାହ ପରେ ପ୍ରଥମ ଥର ପାଇଁ ଗଲେ ରୋମାଣ୍ଟିକ ଟ୍ରିପରେ

ଓଲିଉଡ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନେ ନିଜର କୋ-ଆକ୍ଟରଙ୍କ ସହ ଶୁ-ଟି-ଙ୍ଗ ସେ-ଟରୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏମିତି କି ବିବାହ ପରେ କଳାକାର ମାନେ ପରସ୍ପର ସହ ବେଶ ଖୁସିରେ ନିଜର ଲାଇଫ ଅତିବାହିତ କରୁଛନ୍ତି । ଓଡିଆ କଳାକାର ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲିସ ଅନ୍ଦାଜ ଓ ଲୁକ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ପରେ ବୁଲିବାକୁ ବାହାରକୁ ଯାଇ କିପରି ମସ୍ତି କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଓଡିଆ ଜଗତରେ ଅନେକ ଫିଲମରେ ଏକାଠି ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଦୁହେଁ ରିୟଲ ଲାଇଫରେ ମଧ୍ୟ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ବିବାହ ପରେ ଦୁଇ ଦମ୍ପତି ନିଜ ଜୀବନର ପ୍ରତେକ ଟି ମୂହୁର୍ତ୍ତ ସୋସିଆଲ ମିଡିଆରେ ସେୟାର କରିବାର ନଜର ଆସୁଛନ୍ତି ।

ତେବେ ଦୁହେଁ ପ୍ରଥମ ଥର ପାଇଁ ମ୍ୟାରେଜ ପରେ ବାହାରକୁ ବୁଲିବାକୁ ଯାଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହି ଭିଡିଓ ରେ ସବ୍ୟ ଓ ଅର୍ଚ୍ଚିତା ପରସ୍ପର ସହ ସମୟ କାଟିବା ସହ ବହୁତ ମଜାମସ୍ତି ମଧ୍ୟ କରିବାର ନଜର ଆସୁଛନ୍ତି ।

ଏହା ସହ ଦୁହେଁ ନିଜର ଫୋଟୋ ସୋସିଆଲ ଆକାଉଣ୍ଟ ରେ ସେୟାର ମଧ୍ୟ କରିଛନ୍ତି । ଅର୍ଚ୍ଚିତା ସବ୍ୟ ଙ୍କ ସହ ବହୁତ ଖୁସି ରେ ଅଛନ୍ତି ବୋଲି ଜଣା ପଡୁଛି । ଅର୍ଚ୍ଚିତ ସୁନ୍ଦର ସୁନ୍ଦର ଡ୍ରେସ ପିନ୍ଧିବା ସହ ନିଜକୁ ବେ ଭଲ ଭାବେ ମେଣ୍ଟେନ କରିବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି ।

ଦୁହେଁ ଏକାଠି ବସି କୋଲ ଡ୍ରିଂକ୍ସ ପିଇବାର ମଧ୍ୟ ନଜର ଆସୁଛନ୍ତି । ପରସ୍ପର ସହ ଦୁହେଁ ସେଲଫି ନେଇ ବହୁତ ମଜା କରିବା ସହ ଅଧିକରୁ ଅଧିକ ସମୟ ବିତାଉଛନ୍ତି । ଦୁହେଁ ଯେଉଁ ହୋଟେଲରେ ରହିଛନ୍ତି ତାହାକୁ ବେଶ ସୁନ୍ଦର ଭାବେ ଡେକୋରେଟ କରା ଯାଇଛି ଯାହା ଏହି ଭିଡିଓ ରେ ସ୍ପଷ୍ଟ ହେଉଛି । ଦୁହେଁ ନିଜର ହନିମୁନକୁ ଖୁବ ସୁନ୍ଦର ଭାବେ ଏଞ୍ଜୟ କରୁଛନ୍ତି ବୋଲି ଜଣା ପଡୁଛି । ଆଶା କରୁଛୁ ଦୁହେଁ ନିଜ ମ୍ୟାରେଡ ଲାଇଫରେ ଏମିତି ହସ ଖୁସିରେ ରୁହନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସବ୍ୟ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *