ବନ୍ଧୁଗଣ ଯିଏ ସଚ୍ଚା ପ୍ରେମ କରୁଥିବ ସେ ନିଜ ସାଥୀକୁ ବାରମ୍ବାର ଦେଖିବାକୁ ତା ସହ କଥା ହେବାକୁ ଇଚ୍ଛା କରୁଥିବ । ଅନେକ ଉପାୟ ରହିଛି ନିଜର ପ୍ରେମକୁ ପାଇବା ପାଇଁ ଦେଖାଇବା ପାଇଁ । କିନ୍ତୁ ସବୁଠାରୁ ସହଜ ଉପାୟ ହେଉଛି ନିଜ କଥା ଦ୍ଵାରା ପ୍ରେମର ଇଜହାର କରିବା । କିନ୍ତୁ ଶବ୍ଦ ସହ ଏକ ସମସ୍ଯା ରହିଛି କି କେବେ କେବେ ଜଣାପଡେ ନାହି ସାମନାବାଲା ସତ କହୁଛି ନା ମିଛ କହୁଛି । ଯେବେ ଆପଣ କାହାକୁ ସଚ୍ଚା ପ୍ରେମ କରୁଛନ୍ତି ତେବେ ତାର ସବୁ କଥା ସତ ଲାଗିଥାଏ । ଆଜି ଆମେ ଆପଣଙ୍କୁ ସଚ୍ଚା ପ୍ରେମର ୫ଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ।
୧- ଯିଏ ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବ ସେ ବାହାରୁ ନୁହେଁ କି କଥାରେ ନୁହେଁ ଆତ୍ମାରୁ ସମର୍ପଣ ଭାବ ରଖୁଥିବ । ଯେବେ କୌଣସି ମଣିଷ ନିଜର ହୃଦୟରୁ ଆପଣଙ୍କ ଆଗରେ ସମର୍ପିତ ହୋଇଥାଏ ତାକୁ ଆଉ କାହାର ଜରୁରତ ପଡେ ନାହି । ଆପଣଙ୍କ ପରେ ତା ଜୀବନରେ ଆଉ କେହି ଆସିବାର ଦରକାର ହୁଏ ନାହି । କାରଣ ଆପଣ ତାର ସବୁ ଅଭାବକୁ ଦୁଏରି ଦେଇଥାନ୍ତି ।
୨- ଯେଉଁ ମଣିଷ ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବ ତା ଜୀବନରେ ପ୍ରଥମେ ଆପଣ ଆଗରେ ରହିବେ । ସେ ସମସ୍ତଙ୍କୁ ପ୍ରାୟୋରୀଟି ଦେବ କିନ୍ତୁ ଯେବେ ଆପଣଙ୍କ କଥା ଆସିବ ସେ ପ୍ରଥମେ ଆପଣଙ୍କୁ ପ୍ରୟୋରୀଟି ଦେବ । ଆପଣଙ୍କ ପାଇଁ ସବୁ କାମ ରୋକୀ ଦେବ । କିନ୍ତୁ କିଛି କାମ ପାଇଁ ଆପଣ ତାଙ୍କୁ ରୋକିବେ ଆଉ ସେ ଅଟକିଯିବେ ଜାଣିବେ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ।
୩- ଯେଉଁ ଥରେ ସଚ୍ଚା ପ୍ରେମ ହୋଇଥାଏ ସେଠାରେ ପ୍ରତେକ ଦିନ ଭଲ ପାଇବାର ଚାହାତ ରହିଥାଏ । ତାଙ୍କ ମନରେ ଆପଣଙ୍କ ପାଇଁ ପ୍ରେମ ବଢିବାରେ ଲାଗିବ । ତାଙ୍କୁ କେବଳ ଆପଣଙ୍କର ରୂପ ରଙ୍ଗରେ ନୁହେଁ ଆପଣଙ୍କର ପ୍ରତେକ କଥାରେ ଆଗ୍ରହୀ ହେବେ । ଆପଣଙ୍କର ଗୁଣ ଓ କମି କୁ ମଧ୍ୟ ପ୍ରେମ କରିବେ । ଯଦି ଆପଣଙ୍କ ଥରେ ଆଗ୍ରହ ବଢୁଛି ତେବେ ଜାଣିବେ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ।
୪- ଯିଏ ଆପଣଙ୍କୁ ସଚ୍ଚା ପ୍ରେମ କରିବ ସେ ଆପଣଙ୍କ ପାଇଁ ସେ ସବୁ କାମ କରିବ ଯାହା ସେ ନିଜ ପାଇଁ କରିନ ଥିବେ । ଯଦି ସେ କାମ ତାଙ୍କୁ ପସନ୍ଦ ନ ଥିବ ତେବେ ଆପଣଙ୍କ ପାଇଁ ନିଶ୍ଚୟ କରିବେ । ଯଦି ସେ ଆପଣଙ୍କୁ ମିଛରେ ପ୍ରେମ କରୁଥିବେ ତେବେ କିଛି ନା କିଛି ବାହାନା ସର୍ବଦା କରିବେ ।
୫- ଯିଏ ଆପଣଙ୍କୁ ସତରେ ଭଲ ପାଉଥିବ ସେ ଆପଣଙ୍କୁ ଦୁଖରେ ବା କଷ୍ଟରେ ଦେଖିପାରିବେ ନାହି କିମ୍ବା ଯାହାର ହୃଦୟ ଆପଣଙ୍କୁ ଦୁଖରେ ଦେଖି ନିଜେ ମଧ୍ୟ ଦୁଖୀ ହେଉଥିବ ସେ ନିଶ୍ଚୟ ସଚ୍ଚା ପ୍ରେମୀ ହୋଇଥିବ । ସେ ଆପଣଙ୍କୁ ସତରେ ଭଲ ପାଉଥିଲେ କେବେ ଏମିତି କିଛି କାମ କରିବେ ନାହି ଯାହା ପାଇଁ ଆପଣ ଦୁଖୀ ହେବେ । ବନ୍ଧୁଗଣ ଆପଣଙ୍କର ସଚ୍ଚା ପ୍ରେମକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।