ପୁଅ ଆର୍ଯ୍ୟନ୍‌ଙ୍କୁ ନେଇ କହିଥିଲେ ଶାହାରୁଖ ଖାନ: ‘ମୁଁ ଚାହଁଛି ସେ ଡ୍ରଗ୍ସ ନେଉ, ଝିଅଙ୍କ ପଛରେ ପଡୁ’..

ବଲିଉଡରେ ଶାହରୁଖ ଖାନ କିଙ୍ଗ ଖାନ ନାଁରେ ପରିଚିତ ଅଟନ୍ତି । ବର୍ତ୍ତମାନ ସୂତ୍ର ଅନୁଯାୟୀ ତାଙ୍କ ପୁଅ ଆର୍ୟନ ଚର୍ଚ୍ଚାରେ ରହିଛନ୍ତି । କାରଣ ଏନସିବି ତାଙ୍କ ପୁଅକୁ ଆ-ରେ-ଷ୍ଟ କରିଛି । ଗତ ଶନିବାର ଦିନ ମୁମ୍ବାଇର ଏକ କୃଜରେ ପାର୍ଟି ଚାଲିଥିଲା । ସେଠାରେ ଏନସିବି ଲୁଚି କରି ଯାଇ ଚଢଉ କରିଥିଲା । ଏହି କୃଜ ଦ୍ର-ଗ୍ସ ପାର୍ଟିରେ ସାମିଲ ହୋଇଥିବା ପ୍ରାୟର ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଦ୍ର-ଗ୍ସ ପାର୍ଟି ମା-ମ-ଲାରେ ଆର୍ୟନଙ୍କ ନାଁ ସାମନାକୁ ଆସିଛି ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ସମୟ ମଧ୍ୟରେ ଶାହରୁଖ ଖାନଙ୍କ ପୁରୁଣା ଇଣ୍ଟରବିୟୁ ସାମନାକୁ ଆସିଛି ।

ଏହି ଇଣ୍ଟରବିୟୁରେ ଶାହରୁଖ ତାଙ୍କ ପୁଅକୁ କିଛି ଥଟ୍ଟା କଥା କହି ଥିବାର ସାମନାକୁ ଆସିଛି । ଗୋଟେ ସମୟରେ ଶାହରୁଖ ଖାନ ଓ ଗୌରି ଶିମି ଗାରେୱେଲଙ୍କ ପାର୍ଟିରେ ପହଞ୍ଚିଥିଲେ । ସେହି ପାର୍ଟିରେ ଶାହରୁଖ କହିଛନ୍ତି ଯେ ଆର୍ୟଙ୍କ ଜନ୍ମ ହେବା ପରେ ତାଙ୍କ ଜୀବନରେ କିଛି ନୂଆ ଅନୁଭୂତି ଆସିଛି । ଯେତେବେଳେ ଶାହରୁଖଙ୍କୁ ତାଙ୍କ ପୁଅ ଆର୍ୟଙ୍କ ଲାଳନପାଳନ ବିଷୟରେ ପ୍ରଶ୍ନ କରା ଯାଇଥିଲା ଉତ୍ତରରେ ସେ କହିଥିଲେ ଯେ ଆର୍ୟନ ସେ ସବୁ କିଛି କରୁ ଯାହା ମୁଁ ମୋ ଯୁବାବସ୍ଥାରେ କରିପାରି ନାହି । ଶାହରୁଖ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ତାଙ୍କୁ ୩-୪ ବର୍ଷ ବୟସ ହେବ ସେ ଝିଅ ପଛରେ ଦୌଡିବାକୁ ତାଙ୍କ ପୁଅକୁ କହିବେ ।

ଏହା ସହ ତାଙ୍କ ପୁଅ ଡ୍ର-ଗ୍ସ ନେବା ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖି ପାରିବ ବୋଲି ଶାହରୁଖ ସେହି ପାର୍ଟିରେ ଥଟ୍ଟା କରି କହିଥିଲେ । ଏହି ସବୁ କାମ ବହୁତ ଜଲ୍ଦି ଆରମ୍ଭ କରିବା ଉଚିତ କାରଣ ସେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ପୁଅ ଆର୍ୟନ କରୁ ବୋଲି ଶାହରୁଖ ଖାନ ନିଜ ରାଏ ରେ କହିଥିଲେ । ଯଦି ଆର୍ୟନ ଜଣେ ଭଲ ପୁଅ ହେବ ତେବେ ସେ ନିଜ ଘରୁ ଦୂରେଇ ରହିବ ବୋଲି ଶାହରୁଖ ଖାନ କହିଥିଲେ ।

ଶାହରୁଖ ଏ କଥା ମଧ୍ୟ କହିଛନ୍ତି ଯେ ସେ ଯେଉଁ ଲୋକଙ୍କ ସହ କାମ କରୁଛନ୍ତି ଯେଉଁ ମାନଙ୍କର ଝିଅ ଅଛନ୍ତି ସେମାନେ ଆସି ତାଙ୍କ ପାଖରେ ତାଙ୍କ ପୁଅ ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ କରନ୍ତୁ । ଅନ୍ୟ କ୍ଷେତ୍ର ରେ ଚଳିତ ବର୍ଷ ଆର୍ୟନ ୨୩ ବର୍ଷ ବୟସରେ ତାଙ୍କର ଫିଲ୍ମ ନିର୍ମାଣରେ ଅଧ୍ୟୟନ ଶେଷ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକଲ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *