Sah Rukh Khan ଙ୍କ ପୁଅ Aryan khan କୁ ହୋଇ ପାରେ ସଜା! ଜାଣନ୍ତୁ କେତେ ବର୍ଷ ପାଇଁ ହୋଇପାରେ ଜେଲ?

ବର୍ତ୍ତମାନ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ବି-ରୁ-ଦ୍ଧରେ ବଡ ବଡ ପ୍ରମାଣ ସାମ୍ନାକୁ ଆସୁଛି । ଏହି କେ-ସ-ରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ କଣ ଭୂମିକା ଥିଲା ତାହା ବର୍ତ୍ତମାନ ସାମ୍ନାକୁ ଆସୁଛି । ଯାହାକୁ ଆଧାର କରି କୁହାଯାଉଛି କି ଆର୍ୟନ ଖାନକୁ ଜେ-ଲ ହୋଇପାରେ । କୋର୍ଡେଲିୟା କ୍ରୂଜରେ ଏକ ରେଭ ପାର୍ଟି ଚାଲି ଥିଲା । ଯେଉଁଥିରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ସମେତ ୮ – ୧୦ ଜଣ ସାମିଲ ଥିଲେ । ସୂଚନା ଅନୁସାରେ ଏହି ପାର୍ଟିରେ ଆର୍ୟନ ଖାନ ଚ-ର-ସ ସେବନ କରିଥିଲେ । ଆ-ଇ-ନ ଅନୁସାରେ ଏଥିପାଇଁ ତାଙ୍କୁ ସର୍ବାଧିକ ୧ ବର୍ଷ ଜେ-ଲ ଓ ୨୦ ହଜାର ଟଙ୍କା ଜୋ-ରି-ମା-ନା ହୋଇପାରେ ।

ଅନ୍ୟ ପଟେ ଆର୍ୟନ ଖାନଙ୍କ ଓକିଲର କହିବା ଅଟେ କି ଏହି ପାର୍ଟିରେ ଯୋଗ ଦେବା ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇ ଥିଲା । ଏହା ସହିତ ଦର୍ଶାଇଯାଇଛି କି ଆର୍ୟନ ଖାନଙ୍କ ପାଖରେ କୋର୍ଡେଲିୟା କ୍ରୂଜର କୌଣସି ବି ପ୍ରକାରର ଟିକେଟ ନ ଥିଲା ।

କିନ୍ତୁ NCB ତାଙ୍କ ବି-ରୁ-ଦ୍ଧରେ ଡ୍ର-ଗ୍ସ ସେବନ, କିଣିବା, ରଖିବା ଓ ବିକିବା ଭଳି ମା-ମ-ଲା ଦର୍ଜ କରି ତାଙ୍କୁ ଗି-ର-ଫ କରିଛି । କହିଦେଉଛୁ କି ୧୯୮୫ରେ ଡ୍ର-ଗ୍ସ କାରୋବରକୁ ଏନଡ଼ିପିସି ଆ-ଇ-ନ ଅନୁସାରେ ୩ ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ।

ସେଥି ମଧ୍ୟରେ ପ୍ରଥମଟି ହେଉଛି ସ୍ମଲ କ୍ଵାଣ୍ଟିଟି ଅର୍ଥାତ ଅଳ୍ପ ପରିମାଣରେ ଡ୍ର-ଗ୍ସ ରଖିବା, ଦ୍ଵିତୀୟଟି ହେଉଛି ଅଳ୍ପରୁ ଅଧିକ କିନ୍ତୁ ବ୍ୟବସାୟିକ ପରିମାଣରୁ କମ ଓ ତୃତୀୟଟି ହେଉଛି ବିକ୍ରି କରିବା ଦ୍ରୁଷ୍ଟିରେ କମର୍ସିଆଲ କ୍ଵାଣ୍ଟିଟିରେ ଡ୍ର-ଗ୍ସ ରଖିବା । ଏମିତିରେ ଯଦି କୌଣସି ବ୍ୟକ୍ତି ପାଖରେ ଅଳ୍ପ ମାତ୍ରାରେ ଡ୍ର-ଗ୍ସ ଅଛି ଅର୍ଥାତ ସ୍ମଲ କ୍ଵାଣ୍ଟିଟି ଡ୍ର-ଗ୍ସ ଅଛି ତେବେ ତାକୁ ୧ ବର୍ଷ ଜେ-ଲ ଓ ୨୦ ହଜାର ଟଙ୍କା ଜୋ-ରି-ମା-ନା ହୋଇପାରେ ।

ଏହା ପରେ ଦ୍ଵିତୀୟ କ୍ୟାଟୋଗରୀ ଅନୁସାରେ ଯଦି ଆପଣ ଅଳ୍ପରୁ ଅଧିକ ବ୍ୟବସାୟିକ ପରିମାଣରୁ କମ ଡ୍ର-ଗ୍ସ ରଖିଛନ୍ତି ଓ ଧରା ପଡ଼ୁଛନ୍ତି ତେବେ ସେହି ବ୍ୟକ୍ତିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେ-ଲ ଓ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋ-ରି-ମା-ନା ଦେବାକୁ ପଡିବ । କମର୍ସିଆଲ ମାତ୍ରାରେ ଡ୍ର-ଗ୍ସ ରଖୁଛନ୍ତି ଅର୍ଥାତ ଡ୍ର-ଗ୍ସ ବିକ୍ରି କରୁଛନ୍ତି ତେବେ ଆପଣଙ୍କୁ ୧୦ ରୁ ୨୦ ବର୍ଷ ପାଇଁ ଜେ-ଲ ଦ-ଣ୍ଡ ଭୋଗିବା ସହ ୧ ରୁ ୨ ଲକ୍ଷ ଯାଏଁ ଜୋ-ରି-ମା-ନା ବି ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *