ସୁଟିଂ ସେଟରୁ ଶୈଳେନ୍ଦ୍ରଙ୍କୁ ନେଇ ଆସିଲା ଦୁଃଖ ଖବର

ଆପଣ ସମସ୍ତେ ଶୈଳେନ୍ଦ୍ରଙ୍କୁ ନିଶ୍ଚିତ ରୂପରେ ଜାଣିଥିବେ, ଯିଏକି ବର୍ତ୍ତମାନ ଆଲବମ ଜଗତର ଜଣେ ଅଗଧାଡିର ଅଭିନେତା ଓ ଡାନ୍ସର ଅଟନ୍ତି । ତାଙ୍କର ପ୍ରତ୍ୟକ ଗୀତ ୟୁଟ୍ୟୁବରେ ହିଟ ପ୍ରମାଣିତ ହୋଇଥାଏ । ଏହା ସହିତ ତାଙ୍କୁ ପ୍ରତ୍ୟକ ଓଡିଆ ଦର୍ଶକମାନେ ପସନ୍ଦ ବି କରନ୍ତି । ୟୁଟ୍ୟୁବରେ ତାଙ୍କର ଭିଡିଓ ଅପଲୋଡ ହେଉ ହେଉ ବହୁତ ଭାଇରାଲ ହେବାକୁ ଲାଗିଥାଏ । ବର୍ତ୍ତମାନ ସମୟର ଯୁବପିଢି ତାଙ୍କର ଗୀତା ଓ ଡାନ୍ସକୁ ଖୁବ ପସନ୍ଦ କରୁଛନ୍ତି ।

ଆପଣମାନେ ଶୈଳେନ୍ଦ୍ରଙ୍କୁ ଅନ୍ୟ କେତେକ ଭିଡିଓରେ ବି ଦେଖିଥିବେ । ଯେଉଁଥିରେ ତାଙ୍କର ଡାନ୍ସ ଜବରଦସ୍ତ ଅଟେ । ଏତିକି ନୁହେଁ ଶୈଳେନ୍ଦ୍ର ଅନ୍ୟ କେତେକ ଶୋକୁ ମଧ୍ୟ ଯାଇଛନ୍ତି । କିନ୍ତୁ ବର୍ତ୍ତମାନ ଶୈଳେନ୍ଦ୍ରଙ୍କୁ ଏକ ଖବର ସାମ୍ନାକୁ ଆସୁଛି ।

କୁହାଯାଉଛି କି ସୁ-ଟିଂ ସେଟରେ ସୁ-ଟିଂ କରୁଥିବା ସମୟରେ ଅଚାନକ ସେ ଅସୁସ୍ଥ ହୋଇ ଯାଇଛନ୍ତି । ଓଲିଉଡର ଜବରଦସ୍ତ ଡାନ୍ସର ଶୈଳେନ୍ଦ୍ର ମାତ୍ର ୧୦ ବର୍ଷ ବୟସରେ ହିଁ ଡାନ୍ସ ଇଣ୍ଡିଆ ଡାନ୍ସରେ ପ୍ରତିଯୋଗୀ ରୂପରେ ଅଂସ ଗ୍ରହଣ କରି ଓଡିଶାର ନାଁକୁ ପରିଚିତ କରାଇଥିଲେ । ଏହା ପରେ ସେ ଆଗକୁ ବଢି ଚାଲିଲେ । ଆପଣ ଶୈଳେନ୍ଦ୍ରଙ୍କୁ ବହୁତ ଆଲବମ ଗୀତରେ ଦେଖିଥିବେ ।

ଯେଉଁଥିରେ ତାଙ୍କର ଅଭିନୟ ଓ ଡାନ୍ସ ସମସ୍ତଙ୍କୁ ଦିବାନା କରି ଦେଇଛି । କହିଦେଉଛୁ କି ବର୍ତ୍ତମାନ ସମୟରେ ଶୈଳେନ୍ଦ୍ର ଗୋଟିଏ ଆଲବମର ସୁ-ଟିଂରେ ବ୍ୟସ୍ତ ଅଛନ୍ତି । ଏହି ଆଲବମକୁ ସେ ଲଗାତାର ୩୬ ଘଣ୍ଟା ଧରି ସୁ-ଟିଂ କରୁଥିଲେ । ଏମିତିରେ ଏହି ସୁ-ଟିଂ ସେଟର କିଛି ଲାଇଟ ଯୋଗୁ ତାଙ୍କର ଆଖି ଖରାପ ହୋଇଯାଇଥିଲା । କୁହାଯାଉଛି କି ତାଙ୍କର ଆଖିର ରେଟିନାରେ କିଛି ସମସ୍ୟା ଦେଖା ଦେଇଛି । ତାଙ୍କର ଆଖିରେ ବ୍ୟଥା ହେବା କାରଣରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଯେଉଁଠି ଡାକ୍ତରଙ୍କ ଚେକଅପ ପରେ ସେ ବର୍ତ୍ତମାନ ଔଷଧ ଖାଉଛନ୍ତି । କୁହାଯାଉଛି କି ସେ ଜଲ୍ଦି ସୁସ୍ଥ ହୋଇଯିବେ । ଏହା ପରେ ସେ ନିଜର ସୁ-ଟିଂ ସେଟକୁ ଫେରି ଯିବେ । କୁହାଯାଉଛି କି ଲଗାତାର କାମ କରିବା କାରଣରୁ ତାଙ୍କୁ ଏହିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ସେଥିପାଇଁ ଲଗାତାର ସୁ-ଟିଂ କରିବା ଉଚିତ ନୁହେଁ । ମଝିରେ ମଝିରେ ବିଶ୍ରାମ ନେବା ଉଚିତ । ଆମେ କାମନା କରୁଛୁ କି ଶୈଳେନ୍ଦ୍ର ବହୁତ ଜଲ୍ଦି ସୁସ୍ଥ ହୋଇ ପୁଣି ଥରେ ଆମ ସମସ୍ତଙ୍କୁ ମନୋରଞ୍ଜନ କରାନ୍ତୁ ।

Leave a Reply

Your email address will not be published. Required fields are marked *