ଶରୀରରେ Immunity ପାୱାର ବୃଦ୍ଧି କରିବା ପାଇଁ ମାତ୍ର 4 ଦିନ କରନ୍ତୁ ଏହାର ସେବନ, କୌଣସି ଭାଇରସ ଶରୀରକୁ ଛୁଇଁ ପାରିବ ନାହିଁ- Health Tips

ପୁରା ଦେଶରେ କୋରୋନା ଭାଇରସ ଓ ଓମିକ୍ରନ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ଲୋକ ମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଯଦି ଆମ ଶରୀରରେ ଇମ୍ୟୁନିଟି ପାୱାର କମ ରହିଥାଏ ତେବେ କୌଣସି ଭାଇରସ ଆମ ଶରୀରକୁ ପ୍ରବେଶ କରିପାରେ । ଆଜି ଆମେ ଆପଣ ମାନଙ୍କୁ ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସେହି ରେମେଡି କିପରି ପ୍ରସ୍ତୁତ କରାଯିବ ।

ଏଥିପାଇଁ ଆବଶ୍ୟକ ରହିଛି ଅଁଳା ବା ଆମଲା । ଯଦି ଆପଣଙ୍କୁ କଞ୍ଚା ଅଁଳା ମିଳୁଛି ତେବେ ଏହାର ସେବନ କରି ପାରିବେ । ଏଥିରେ ଥିବା ଭିଟାମିନ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଅଁଳା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ସ୍କିନ ଜନିତ ସମସ୍ଯା, କେଶ ସମସ୍ଯା, ଆଖି ଜନିତ ସମସ୍ଯା, ଶରୀର ଯବାନ ରହିବ, ଜଲ୍ଦି ବୁଢା ହେବେ ନାହି ।

ଲିଭର ଠିକ ଭାବେ କାମ କରିବ, ପାକସ୍ଥଳୀ ଠିକ ଭାବେ କାମ କରିବ, କିଡନି ଫିଲଟର ଠିକ ଭାବେ ହେବ, ହଜମ ଶକ୍ତି ଠିକ ଭାବେ ହେବ, ପେଟ ସଫା ହେବ, ରକ୍ତ ଧମନୀରେ ଭଲ ଭାବେ ରକ୍ତ ପ୍ରବାହିତ ହେବ । ଶରୀରରେ କୌଣସି ରୋଗ ଦେଖାଯିବ ନାହି । ଶରୀରରେ ଭରପୁର ମାତ୍ରାରେ ଏନର୍ଜି ଓ ଊର୍ଜା ରହିବ । କେବଳ ଏହି ଗୋଟିଏ ଫଳ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।

ପ୍ରତି ଦିନ ସକାଳେ ୩ରୁ ୪ଟି ଅଁଳା ଖାଇଲେ କେବେ ବି ଏହି ସବୁ ସମସ୍ଯା ହେବ ନାହି । ଆମ ଶରୀରରେ ଇମ୍ୟୁନିଟି ପାୱାର ଏତେ ଅଧିକ ବୃଦ୍ଧି ହେବ ଯେ କୌଣସି ରୋଗ ଆମକୁ ହେବ ନାହି । ଆପଣ ବୁଢା ହୋଇ କେଶ ଧଳା ହୋଇଗଲେ ମଧ୍ୟ ଶରୀରରେ ଏନର୍ଜିର ଅଭାବ ହେବ ନାହି । ପ୍ରଥମେ ଆପଣ ୧୦ରୁ ୧୨ଟି କଞ୍ଚା ଆମଲା ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ ।

ଏହା ପରେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାକୁ ଆପଣ ଶୁଖାଇ ଏହାର ଗୁଣ୍ଡ ପ୍ରତସୁତ କରି ରଖି ପାରିବେ । ଏହାକୁ ପ୍ରଥମେ ବିନା ପାଣିରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଦିତୀୟ ଥର ଅଳ୍ପ ପାଣି ଦେଇ ଏହାର ପେଷ୍ଟ କରନ୍ତୁ । ଏହା ପରେ ଆଇଷ ଟ୍ରେ ନେଇ ଆମଲା ପେଷ୍ଟକୁ ଭର୍ତ୍ତି କରି ଏହାକୁ ଫ୍ରିଜରେ ରଖି ଆଇଷ କ୍ୟୁବ୍ସ ତିଆରି କରନ୍ତୁ ।

ଏହା ପରେ ଆମଲା ଫ୍ରିଜରୁ ବାହାର କରି ଖଣ୍ଡେ ପିସ ନେଇ ଏଥିରେ ଅଦା ଛେଚା ଆଡ କରନ୍ତୁ । ଏହା ପରେ କଟା କଞ୍ଚାଲଙ୍କା ସହ ଦୁଇ ଚାମଚ ଲେମ୍ବୁ ରସ ସହ କଳା ଲୁଣ ଆଡ କରି ଏକ ଗ୍ଳାସ ପଣି ମିଶାନ୍ତୁ । ଏହାର ଜୁସ ପ୍ରସ୍ତୁତ କରି ପ୍ରତିଦିନ ଠାରେ ଏହାର ସେବନ କରିବା ଦ୍ଵାରା ଇମୁନୀତି ପାୱାର ବୃଦ୍ଧି ପାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *