ସକାଳୁ ଜୁଆଣୀ ପାଣି ପିଇବାର ଫାଇଦା ଜାଣି ଆଶ୍ଚର୍ଯ୍ୟ ହେବେ, କରେ ଏହି 10ଟି ବଡ ରୋଗ ଭଲ- Health Tips

ଆଜି ଆମେ ଜୁଆଣୀ ବିଶୟରେ କହିବା ଏହା ଆମ ରୋଷେଇ ଘରେ ଅଛି । ଏହା ମଧ୍ୟରେ ଅନେକ ଔଷଧୀୟ ଗୁଣ ଅଛି । ଏହାର ସେବନ କରିବା ଦ୍ଵାରା ଆମର ଅନେକ ରୋଗ ଭଲ ହୋଇ ପାରିବ । ଶେଷରେ ଆପଣ ଏହାର ସବୁ ଗୁଣ ଜାଣିବା ପରେ ଏହା କୁ ଆପଣ ନ ଖାଇ ରହି ପାରିବେନି । ଏହାକୁ ଖାଇବ୍ବା ଦ୍ଵାରା ଆମ ପେଟ ସଫା ରହି ଥାଏ । ଆମ ପେଟରେ ଥିବା ଗ୍ଯାସ ସମସ୍ଯା ଓ ଏହାର ସହ ଆମ ପେଟରେ ଥିବା ବେମାରି ମଧ୍ୟ ସବୁ ଭଲ ହୋଇ ଯାଇ ଥାଏ ।

ଆପଣ ଯଦି ଥଣ୍ଡାରେ ଅନେକ ଦିନରୁ ଅଛନ୍ତି ତେବେ ଆପଣମାନେ ଏହି ଥଣ୍ଡାରେ ରହିବା ଦ୍ଵାରା ଆପଣଙ୍କୁ କୋରନା ଭଳି ମହାମାରୀ ମଧ୍ୟ ହୋଇ ପାରେ ତେଣୁ ଆପଣ ଏହାକୁ ନଜର ରଖୀ ନିଜର ସ୍ଵାସ୍ଥ୍ୟର  ଧ୍ୟାନ ରଖିବା ଦରକାର ହୋଇଥାଏ । ଆପଣ ଯଦି ଏହାକୁ ସବୁ ଦିନ ଅଳ୍ପ ଅଳ୍ପ ପରିମାଣରେ ଉଷୁମ ପାଣିରେ ପକାଇ ଖାଇବେ ତେବେ ଏହା ଭଲ ଫଳ ଦେଇଥାଏ ।

ଆପଣ ଯଦି ଏହାକୁ ଶୁଙ୍ଘିବେ ତେବେ ଏହା ଆପଣଙ୍କ ମୁଣ୍ଡ ବିନ୍ଧା ଓ ନାକ ବନ୍ଦ ହେବା ଭଳି ସମସ୍ୟାକୁ ଦୂର କରିଥାଏ । ଏହା ସହ ଆପଣ ଯଦି ଏହାକୁ ପାଣିରେ ବତୁରାଇକି ପିବେ ତେବେ ଆପଣଙ୍କ ଛାତିରେ ଜମା ହୋଇଥିବା କଫ ବାହାରକୁ ବାହାରି ଆସିଥାଏ । ଏହା ଶ୍ବାଶ ରୋଗୀଙ୍କ ପାଇଁ ଭଲ ହୋଇଥାଏ ।

ଆପଣଙ୍କ କାନ କିମ୍ବା ଦାନ୍ତ ବିନ୍ଧା ହେଉଥାଏ ତେବେ ଆପଣ ଜୁଆଣୀର ତେଲ ଲଗାଇକି ଏହାକୁ ଛାଡି ଦେଲେ ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ କିଛି ଦିନ ମଧ୍ୟରେ ଆପଣଙ୍କ ବିନ୍ଧା ବିନ୍ଧି କମି ଯାଇଥାଏ । ଏହା ସହ ଆପଣ ଏହାର ପାଣିକୁ କୁଲି ମଧ୍ୟ କରି ପାରିବେ । ଦାନ୍ତ ବିନ୍ଧା ସହ ମାଡି ଦରଜ ମଧ୍ୟ କମ କରି ଦେଇଥାଏ । ଆପଣଙ୍କ ଜୁଆଣୀ କୁ ଯଦି ନିଜ କେସ ରେ ଲଗାଇବେ ଆପଣଙ୍କ ସମସ୍ଯା ରହିବନି ।

ଗୋଟିଏ ପାତ୍ରରେ ଆପଣ ଏକ ଚାମଚ ଭୂଷଙ୍ଗ ପତ୍ର କିଛି କିସମିସ କୁ ନେଇ ଏହାକୁ ଜୁଆଣୀ ର ସହ ଫୁଟାନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ଆପଣଙ୍କ କେଶ ଯଦି ବୟଶ ହେବା ଆଗରୁ ପାଚି ଯାଉ ଥିବା । ତେବେ ଆପଣଙ୍କ କେସ ପାଚିବା ବନ୍ଦ ହୋଇଯିବ ।

ଆପଣ ଯଦି ଆଁଠୁ ଗଣ୍ଠି ବିନ୍ଧାରେ ଯନ୍ତ୍ରଣାରେ ପୀଡିତ ଅଛନ୍ତି ତେବେ ଏହା କୁ ଆପଣ ବ୍ୟବହାର କରି ପାରିବେ । ଆପଣ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଆଁଠୁ ଗଣ୍ଠି ବିନ୍ଧିବା ଭଲ ହୋଇ ଥାଏ । ଆପଣ ଜୁଆଣୀ କୁ ନେଇକି ଏକ ପେଷ୍ଟ କରି ଏହାକୁ ସେହି ଜାଗାରେ ଲଗାନ୍ତୁ ନହେଲେ ଜୁଆଣୀ ପାଣିରେ ଆପଣ ନିଜ ଗୋଡ ବୁଡାଇବା ଭଲ ହୋଇ ଥାଏ । ଯଦି ଆପଣଙ୍କ ପିରିଅଡ ସମୟରେ  ହେଉନି ।

ତେବେ ଆପଣ ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ପିରିଅଡ ସମୟରେ ହେବା ସହ ଆପଣଙ୍କ ଦେହରୁ ରକ୍ତ ମଧ୍ୟ ଅଧିକା ଜୀବନୀ । ଏହା ଆପଣଙ୍କ ଓଜନ କମେଇବାରେ ସାହାଜ୍ୟ କରିଥାଏ । ଆପଣ ଲଗାତାର ଜୁଆଣୀ ପାଣି ପିବା ଦ୍ଵାରା ମୋଟାପନ ମାସକୁ 2 କେଜି କମିଯିବ । ଏହା ଡାଇବେଟିସ ଓ ଅନ୍ୟ ରୋଗରୁ ମଧ୍ୟ ମୁକ୍ତ କରିଥାଏ ।

Leave a Reply

Your email address will not be published. Required fields are marked *