ଏସିଡିଟି, କୋଷ୍ଠ କାଠିନ୍ୟ ଓ ମାସିକ ଋତୁସ୍ରାବ ଭଳି ଅନେକ ଯନ୍ତ୍ରଣା ଦୂରକରିବ ଗୋଟେ ଗ୍ଲାସ ଗରମପାଣି, ଜାଣନ୍ତୁ ଏଥିରେ ହେଉଥିବା ୧୨ଟି ଫାଇଦା

ଆମ ଶରୀରର ଓଜନ ସହିତ ୬୦ ଭାଗ ଜଳ ରହିଛି । ପାଣି ପିଇବା ଦ୍ଵାରା ଶରୀର ହାଇଡ୍ରେଟ ରହିବା ସହିତ ଶରୀର ଠିକ କାମ କରିଥାଏ । ଶରୀରର ବହୁତ ସାରା ସମସ୍ୟାର ଦୂର କରିବାରେ ପାଣି ରାମବାଣ ଭଳି କାମକରେ । ଗରମ ପାଣି ପିଇବା ଦ୍ଵାରା ବହୁତ ସାରା ରୋଗ ଦୂର ହେବା ସହିତ ଶରୀର ସୁସ୍ଥ ରୁହେ । ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଶରୀରକୁ  ଜଳ ଯୁକ୍ତ କରିବା ସହିତ ପୁରା ଦିନ ପାଇଁ ଶକ୍ତି ଦେଇଥାଏ । ଆଜି ଆମେ ଏହି ଲେଖା ମାଧ୍ୟମରେ ସକାଳୁ ଉଠି ଗୋଟେ ଗିଲାସ ଗରମ ପାଣି ପିଇବା ର ଫାଇଦା ଜଣାଉଛୁ ।

Image Courtesy: Google

ଓଜନ କମ କରିବାରେ ଗରମ ପାଣି ବହୁତ ଲାଭକରି ଅଟେ । ମେଟାବୋଲିସ୍ମ  କୁ ଠିକ ରଖିବା ପାଇଁ ଖାଇବାର ଗୋଟେ ଘଣ୍ଟା ପରେ ଗରମ ପାଣି ପିଇବା ଉଚିତ । ସବୁବେଳେ ସକାଳେ ଉଠି ଖାଲି ପେଟରେ ଗୋଟେ ଗ୍ଲାସ ଗରମ ପାଣିରେ ଲେମ୍ବୁ ମିଶାଇ ପିଇଲେ ଭିଟାମିନ ସି ମିଳେ, ପ୍ରତିରକ୍ଷା ବଢାଇବା କାମ କରେ ।

Image Courtesy: Google

ଆଜମା,ହେକୁଡି,ଓ ଖାସି ଭଳି ସମସ୍ୟା ପାଇଁ ଗରମ ପାଣି ପିଇଲେ ଶରୀରକୁ ଲାଭ ମିଳେ । ସବୁଦିନ ସକାଳେ ଗୋଟେ ଗ୍ଲାସ ଗରମ ପାଣି ପିଇଲେ ରକ୍ତ ସଂଚାଳନ ଭଲ ଓ ଜଲ୍ଦି ହୁଏ । ଏହା ସାଥିରେ ଶରୀର ର ତାପମାତ୍ରା ବଢିବା ସହିତ ଝାଳ ଅଧିକ ବୋହେ । ଝଲରେ ସବୁ ବିଷକ୍ତ ପଦାର୍ଥ ବାହାରି ଯାଏ ।

Image Courtesy: Google

ଯଦି ଆପଣଙ୍କୁ ହଜମ ହେବ ସମସ୍ୟା ରହିଛି  ତ ସକାଳେ ଖାଲି ପେଟରେ ଓ ତଥିରେ ଖାଇବା ପରେ ଗୋଟେ ଗ୍ଲାସ ଗରମ ପାଣି ପିଆନ୍ତୁ । ଏହା କରିବା ଦ୍ଵାରା ସବୁ ସମସ୍ୟା ଦୂର ହୋଇଯିବ । ଚେହେରା ସହିତ ଯୋଡା କିଛି ପ୍ରକାର ସମସ୍ୟାକୁ ଦୂର କରିବାପାଇଁ କି ଚିକ୍କଣ ଚର୍ମ ପାଇଁ ସକାଳେ ଉଠି ଗୋଟେ ଗ୍ଲାସ ପାଣି ପିଅନ୍ତୁ ।

Image Courtesy: Google

ସବୁ ଦିନେ ସକାଳେ ଗୋଟେ ଗ୍ଲାସ ଗରମ ପାଣି ପିଇଲେ ବ୍ରେନର ବିକାଶ ହୋଇଥାଏ । ଗରମ ପାଣି ପିଇଲେ ମୁଣ୍ଡରସବୁ ଶିର ଖୋଲିଯାଏ ଓ ଖୋପଡି ଶୁଖିଲା ରହିବାରୁ ସମସ୍ୟା ଦୂର ହୋଇଯାଏ । ବହୁତ ବାର ମାସିକ ଋତୁସ୍ରାବ ସମୟରେ ପେଟରେ ଯନ୍ତ୍ରଣା ହୁଏ । ଏହି ସମସ୍ୟା କୁ ଦୂର କରିବା ପାଇଁ ଗୋଟେ ଗ୍ଲାସ ଗରମ ପାଣି ପିଇବା ଉଚିତ । ଋତୁଶ୍ରାବ ସମୟରେ ମାଂସପେଶୀ ରେଗ୍ଲାସ ପାଣି ପିଅନ୍ତୁ ।

Image Courtesy: Google

ସବୁ ଦିନେ ସକାଳେ ଗୋଟେ ଗ୍ଲାସ ଗରମ ପାଣି ପିଇଲେ ବ୍ରେନର ବିକାଶ ହୋଇଥାଏ । ଗରମ ପାଣି ପିଇଲେ ମୁଣ୍ଡରସବୁ ଶିର ଖୋଲିଯାଏ ଓ ଖୋପଡି ଶୁଖିଲା ରହିବାରୁ ସମସ୍ୟା ଦୂର ହୋଇଯାଏ । ବହୁତ ବାର ମାସିକ ଋତୁସ୍ରାବ ସମୟରେ ପେଟରେ ଯନ୍ତ୍ରଣା ହୁଏ । ଏହି ସମସ୍ୟା କୁ ଦୂର କରିବା ପାଇଁ ଗୋଟେ ଗ୍ଲାସ ଗରମ ପାଣି ପିଇବା ଉଚିତ । ଋତୁଶ୍ରାବ ସମୟରେ ମାଂସପେଶୀ ରେ ଯନ୍ତ୍ରଣା ହୁଏ ଗରମ ପାଣି ପିଇଲେ ଆରମ ମିଳିଥାଏ ।

Leave a Reply

Your email address will not be published. Required fields are marked *