ସକାଳୁ ସକାଳୁ ସ୍ବାମୀ ସ୍ତ୍ରୀ କରନ୍ତୁ ଏହି କାମ, ଘରେ କେବେ ବି ରହିବ ନାହିଁ ଧନର ଅଭାବ

ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳ ବନାଇବା ପାଇଁ ଉପଯୁକ୍ତ ସୂଚନା ଦିଆଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ହେଉଛି ମାନବ ସମାଜକୁ ପ୍ରାଥମିକ ଓ ବ୍ୟବହାରିକ ଶିକ୍ଷା ଦେବା । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ଯିଏ କି ନିଜର ନୀତି ବଳରେ ଚନ୍ଦ୍ରଗୁପ୍ତ ମୋର୍ଜ୍ୟଙ୍କୁ ରାଜଗାଦି ରେ ବସାଇଥିଲେ । ଆଜି ଆମେ ଆପଣଙ୍କୁ ଚାଣକ୍ୟ ଙ୍କ କିଛି ମହତ୍ଵ ପୂର୍ଣ୍ଣ ନୀତି ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଜୀବନରେ କୌଣସି ନା କୌଣସି କ୍ଷେତ୍ରରେ କାମରେ ଆସିବ ।

1- ସକାଳୁ ଉଠିବା ପରେ ପାଣି ପିଇବା ଜରୁରୀ ଅଟେ । ଏହାଦ୍ବାରା ଶରୀର ପାଇଁ ଫାଇଦା ହୋଇଥାଏ । ଅନେକ ସାରା ରୋଗ ଭଲ ହୋଇଥାଏ ।

2- ସକାଳୁ ଉଠି ଗାଧୋଇବା ବହୁତ ଲାଭଜନକ ହୋଇଥାଏ । କୌଣସି ମହିଳା ଏପରି କରିଲେ ସୁଖ ଶାନ୍ତି ବଜାୟ ରହିଥାଏ । ସ୍ନାନ କରିବା ପରେ ରୋଷେଇ ଘରକୁ ଯିବା ଉଚିତ ।

3- ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ପୂଜା କରିବା ନିତାନ୍ତ ଆବଶ୍ୟକ । ସକାଳୁ ଉଠି ତୁଳସୀ ପୂଜା କରିଲେ ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରୁହେ ।

4- ମାନ୍ୟତା ଅଛି ଆପଣଙ୍କ ମୁଡ ଖରାପ ଅଛି ତେବେ ସଙ୍ଗୀତ ଶୁଣିବା ପରେ ଏହା ଭଲ ହୋଇଥାଏ । ସକାଳୁ ସଙ୍ଗୀତ ଶୁଣିଲେ ଏହା ଡିପ୍ରେସନକୁ ସମାପ୍ତ କରିଥାଏ ।

5- ଯେଉଁ ମହିଳା ବିବାହ କରିସାରିଛନ୍ତି ସେମାନେ ସକାଳୁ ଉଠି ଯୋଗ କରିବା ପରେ ନିଜ ସ୍ବାମୀଙ୍କ ସହ ପ୍ରେମ କରି ନେବା ଉଚିତ । ଏମିତି କରିଲେ ଆପଣଙ୍କ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଜବୁତ ହୋଇଥାଏ ।

ଏବେ ଆସନ୍ତୁ ଜାଣିବା ସକାଳୁ ଉଠିବା ପରେ ମହିଳାଙ୍କର କେଉଁ ଅଙ୍ଗ ଛୁଇଁବା ଦ୍ଵାର ଘରେ ଧନର ଅଭାବ ହୁଏ ନାହିଁ । ଚାଣକ୍ୟ ନୀତି ଅନୁଯାୟୀ ସ୍ତ୍ରୀ ଙ୍କୁ ଅହଙ୍କାର ଠାରୁ ଦୂରେଇ ରହିବା ଉଚିତ । ଅହଙ୍କାର ପାଇଁ ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ । ଅଜ୍ଞାନତା ସ୍ତ୍ରୀ ଙ୍କ ପାଇଁ ଭଲ ହୋଇ ନ ଥାଏ । ଚାଣକ୍ୟଙ୍କ ଅନୁଯାୟୀ ସ୍ତ୍ରୀ ଙ୍କୁ ଜ୍ଞାନବାନ ହେବା ଉଚିତ ।

କାରଣ ସମାଜର ନିର୍ମାଣ ରେ ସ୍ତ୍ରୀଙ୍କର ଭୂମିକା ଜରୁରୀ ଅଟେ । ସ୍ତ୍ରୀ ଙ୍କୁ ଲୋଭ ଠାରୁ ଦୂରେଇ ରହିବା ଉଚିତ । ନଚେତ ଏହା ପରିବାରକୁ ନଷ୍ଟ କରି ଦେଇଥାଏ । କୌଣସି ପୁରୁଷ ଙ୍କ ଜୀବନରେ ନାରୀ ରୂପରେ କେହି ନା କେହି ଥାନ୍ତି । ନାରୀ ବିନା ପୁରୁଷ ର ସ୍ଥିତି ଅସମ୍ଭବ ଅଟେ । ପୁରୁଷ ମାନେ ନାରୀ ମାନଙ୍କର ପାଦ ସ୍ପର୍ଶ କରିଲେ ସୋଇଥିବା ଭାଗ୍ୟ ଉଦୟ ହୋଇଥାଏ ।

ଏଭଳି ବ୍ୟକ୍ତିଙ୍କୁ ଜୀବନରେ ସଫଳତା ମିଳିଥାଏ । ସ୍ତ୍ରୀ ଙ୍କୁ ସବୁବେଳେ ସମ୍ମାନ ଦେବା ଉଚିତ । ଏହି କାମ କରିଲେ ମହା ପୂଣ୍ୟ ଲାଭ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *