ସକାଳ ପୂଜା ପରେ କହି ଦିଅନ୍ତୁ ଏହି ୧ଶବ୍ଦ ସବୁ ମନକାମନା ହେବ ପୂର୍ଣ୍ଣ

ବନ୍ଧୁଗଣ ଆଜିର ବିଷୟ ରହିଛି ସକାଳ ପୂଜା ସମୟରେ ଏହି ୧ ଶବ୍ଦ ଉଚାରଣ କରିବା ଦ୍ଵାରା ସବୁ ମନସ୍କାମନା ପୂରଣ ହୋଇଥାଏ । ପ୍ରତ୍ୟେକ ପୂଜା ରେ ପ୍ରାର୍ଥନା ର ମହତ୍ବପୂର୍ଣ ଭୂମିକା ରହିଥାଏ । ସମସ୍ତ ଧର୍ମ ଓ ଜାତିର ଲୋକମାନେ ପ୍ରାର୍ଥନା ଅବଶ୍ୟ କରିଥାନ୍ତି । ବ୍ୟକ୍ତି ପ୍ରାୟତଃ ୨ଟି ସ୍ଥିତିରେ ପ୍ରାର୍ଥନା ଅବଶ୍ୟ କରିଥାଏ । ପ୍ରଥମରେ ଯେତେବେଳେ ଭଗବାନ ଙ୍କ ପ୍ରତି ଆକୃଷ୍ଟ ରହିଥାଏ କିମ୍ବା ତାଙ୍କର କୌଣସି ମନୋକାମନା ପୂରଣ ହୋଇଯାଇଥାଏ ।

ଏବଂ ଦ୍ଵିତୀୟ ଟି ଏହି ସ୍ଥିତି ହୋଇଥାଏ ଯେ ଯେତେବେଳେ ପ୍ରାର୍ଥନା ମନ କୁ ମନ ହେବାକୁ ଲାଗିଥାଏ । ଏହାର ଅର୍ଥ ଯେତେବେଳେ ମନ୍ୟୁଷ ନିଃସହାୟ ହୋଇପଡେ ଓ ଯେତେବେଳେ ମନ୍ୟୁଷ ବିପଦ ରେ ପଡେ ତେବେ ବ୍ଯକ୍ତିର ପ୍ରାର୍ଥନା ମନକୁ ମନ ହେବାକୁ ଲାଗେ । ଯେବେ ବି ଆମେ ପ୍ରାର୍ଥନା କରିଥାଉ ତାହା ପ୍ରାୟତଃ ହୃଦୟ ରୁ ହିଁ ହୋଇଥାଏ ।

ଏବଂ ଏହି ପରି ସ୍ଥିତିରେ ଆମର ସେହି ଅଲୌକିକ ଶକ୍ତି ଅର୍ଥାତ ଭଗବାନ ଙ୍କ ସହ ସିଧାସିଦ୍ଧି ସମ୍ପର୍କ ହୋଇଯାଇଥାଏ । ପ୍ରାର୍ଥନା ଦ୍ଵାରା ଆମେ ଆମ ମନରୁ ଦୁଃଖ ଏବଂ ମନର କଥା, ସୁଖ, ଦୁଃଖ ସବୁ କିଛି ଭଗବାନ ଙ୍କ ସହ ବାଣ୍ଟିଥାଉ । ଜୀବନ ରେ ପରିସ୍ଥିତିର ଦାସ ପ୍ରାୟତଃ ସମସ୍ତେ ହୋଇଥାନ୍ତି । ସମସ୍ତ ପ୍ରାଣୀ ସମସ୍ଯା ଭିତରେ ଛନ୍ଦି ହୋଇରହିଛନ୍ତି । କିନ୍ତୁ ପ୍ରାର୍ଥନା ଦ୍ଵାରା ଏହି ସବୁ ଦୁଃଖ ବା ସମସ୍ୟା ସହଜରେ ଦୂର ହୋଇଯାଇଥାଏ । ଏବଂ ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ ।

ଯେବେ ଆମେ ପ୍ରାର୍ଥନା କରିଥାଉ କିଛି ଭୁଲ ସେଥିରେ କରିଦେଇଥାଉ । ଯେଉଁଠି ପାଇଁ ଆମ ପ୍ରାର୍ଥନା ସ୍ଵୀକାର ହୋଇ ପାରିନଥାଏ । ଯେବେ ଆମେ ପୂଜା କରିଥାଉ ସେହି ସମୟରେ ଆମର ଧ୍ୟାନ ଭଗବାନ ଙ୍କ ପ୍ରାର୍ଥନା ରେ ନୁହେଁ ବରଂ ଆମର କୌଣସି ନା କୌଣସି ମନର ଇଚ୍ଛା ପୂର୍ଣ ହେବାର ଭାବନା ରେ ଲାଗିରହିଥାଏ । ପୂଜା ରେ ବସିବା ସମୟରେ ମନ କୁ କେବଳ ଭଗବାନ ଙ୍କ ପାଖରେ ରଖନ୍ତୁ । ଯେତେବେଳେ ଆପଣ ପୂଜା କିମ୍ବା ପ୍ରାର୍ଥନା କରୁଛନ୍ତି ସେହି ସମୟରେ ସମ୍ପୂର୍ଣ ଧ୍ୟାନ ଭଗବାନ ଙ୍କ ଆଡକୁ ରଖନ୍ତୁ ।

ତଥା ପ୍ରାର୍ଥନା ଏହା କରନ୍ତୁ ଯେ ପ୍ରଭୁ ଆପଣଙ୍କ ଆଶ୍ରିବାଦ ସର୍ବଦା ଆମ ଉପରେ ନିରନ୍ତର ରହୁ । ଏବଂ ଭଗବାନ ଙ୍କ ଉପରେ ପୂର୍ଣ ବିଶ୍ବାସ ରଖନ୍ତୁ । ସ୍ଵାମୀ ରାମକୃଷ୍ଣ କହିଛନ୍ତି ଯେ ସେ ପିମ୍ପୁଡିର ପଦ ଧ୍ୱନି ଶୁଣିପାରନ୍ତି କାରଣ ସେ ଭଗବାନ ଙ୍କ ପାଖରେ ସମ୍ପୂର୍ଣ ଏକାଗ୍ରତା ସହ ପ୍ରାର୍ଥନା କରିଥାନ୍ତି । ଭଗବାନ ଙ୍କୁ ଆପଣଙ୍କ ଦୁଃଖ ସୁଖ ସବୁ ବିଷୟରେ ଜଣାଥାଏ । ଏହିପରି ସ୍ଥିତିରେ ଯେବେ ଭଗବାନ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ତେବେ ଆପଣଙ୍କ ମନର ସମ୍ପୂର୍ଣ ଅନୁରୋଧ ନିଶ୍ଚିନ୍ତ ପୂରଣ ହୋଇଥାଏ ।

ଭଗବାନ ଙ୍କ କୃପା ରୁ ଆପଣ ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ପାଇଥାନ୍ତି । ଏଥିପାଇଁ ସବୁବେଳେ ଧ୍ୟାନ ରଖନ୍ତୁ ଯେଉଁ ସମୟ ଆପଣ ପ୍ରାର୍ଥନା ପାଇଁ ଦେଉଛନ୍ତି ସେ ସମୟ ଟି ମନକୁ କୌଣସି ମନୋକାମନା ପାଇଁ ନୁହେଁ କେବଳ ଭଗବାନ ଙ୍କ ପାଖରେ ହିଁ ଲଗାନ୍ତୁ । ଏବଂ ସର୍ବଦା ପ୍ରାର୍ଥନା କରିବା ସମୟରେ ଏହା କୁହନ୍ତୁ ଯେ ପ୍ରଭୁ ଆପଣଙ୍କ ଆଶୀର୍ବାଦ ହାତ ସର୍ବଦା ଆମ ଉପରେ ରହିଥାଉ ।

Leave a Reply

Your email address will not be published. Required fields are marked *