Breaking News: ଲୋକଙ୍କ ଅଭିଯୋଗ! ବଡି ଦେଖାଅ କ’ଣ କାଢ଼ି ନେଇଛ ସନ୍ଦେହ ହେଉଛି, କଣ ସମ୍ପୁର୍ଣ୍ଣ ଖବର ଜାଣନ୍ତୁ

ଗଜପତିରେ ଗୋଟିଏ କୋବିଡରେ ଚିକିତ୍ସିତ ହେଉଥିବା ରୋଗୀର ମୃତ୍ୟୁ ପରେ ତାଙ୍କର ପରିବାର ଲୋକମାନେ ହସ୍ପିଟାଲ ସାମ୍ନାରେ ହଙ୍ଗାମା ଆରମ୍ଭ କରିଦେଇଛନ୍ତି । କହିବାକୁ ଗଲେ କୋବିଡରେ ନିଜର ଆତ୍ମୀୟଙ୍କୁ ହରାଇବା ପରେ ତାଙ୍କର ପରିବାର ଲୋକମାନେ ହସ୍ପିଟାଲ ସାମ୍ନାରେ ହଙ୍ଗାମା କରିବା କିମ୍ବା ମିଡିଆ ସାମ୍ନାରେ ଅଭିଯୋଗ କରିବା ଏହା କୌଣସି ନୂଆ କଥା ନୁହେଁ ।

କରୋନା ଆରମ୍ଭ ହେବା ଦିନ ଠାରୁ ଦେଶର ସବୁଦିନ କୌଣସି ନା କୌଣସି ହସ୍ପିଟାଲ ସାମ୍ନାରେ ଏହିଭଳି ମାମଲା ଦେଖିବାକୁ ମିଳିଥାଏ । ଏମିତିରେ ଏହା ପଛରେ ମୁଖ୍ୟ କାରଣ କଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । କହିବାକୁ ଗଲେ ଗଜପତିର ଏକ ହସ୍ପିଟାଲ ସାମ୍ନାରେ ଆଜି ସକାଳେ ଏହିଭଳି ହଙ୍ଗାମା ଦେଖାଯାଇଛି । ମୃତକର ପରିଜନଙ୍କ କହିବା ଅନୁସାରେ ଏହି ୪ ତାରିଖ ଦିନ ତାଙ୍କର ସଲା କୋବିଡରେ ସଂକ୍ରମଣ ହେବା ପରେ ଚିକିତ୍ସା କରିବା ପାଇଁ ଏହି ହସ୍ପିଟାଲକୁ ନେଇ ଆସିଥିଲେ ।

ଏହା ପରେ ୯ ତାରିଖ ଦିନ ତାଙ୍କର ସଲା ତାଙ୍କୁ ଫୋନ କରି କହିଥିଲେ କି ମୁଁ ଠିକ ଅଛି ଓ ଅତି ଶୀଘ୍ର ଘରକୁ ଫେରିଯିବି । ମୁଁ ସୁସ୍ଥ ଅଛି ଓ ମୋର ନିଶ୍ଵାସ ବି ଠିକ ଅଛି । ଏହା ପରେ ପରିବାର ଲୋକମାନେ ଅଳ୍ପ ଆଶ୍ଵସ୍ତି ନେଲେ । ସେହି ବ୍ୟକ୍ତି ଜଣକ ଆଗକୁ କହିଲେ କି ଏତିକି କଥା ହୋଇ ସାରିବା ପରେ ତାଙ୍କର କୌଣସି ଫୋନ ଆସି ନ ଥିଲା । କିନ୍ତୁ ଅଚାନକ କାଲି ସକାଳେ ସେ ଫୋନ କରିଥିଲେ ।

କିନ୍ତୁ ଅଚାନକ ୪ – ୫ ଘଣ୍ଟା ପରେ ହସ୍ପିଟାଲର କର୍ମଚାରୀ ମୋତେ ଫୋନ କରି କହୁଛନ୍ତି କି ଆପଣଙ୍କ ପେସେଣ୍ଟ ରବୀନ୍ଦ୍ରଙ୍କ ଦେହାନ୍ତ ହୋଇ ଯାଇଛି । ରବୀନ୍ଦ୍ରଙ୍କ ପରିଜନଙ୍କ ଅଭିଯୋଗ ଅଟେ କି କାଲି ସକାଳେ ସେ କଥା ହେଲେ ତ ୪ – ୫ ଘଣ୍ଟା ପରେ କେମିତି ତାଙ୍କର ମୃତ୍ୟୁ ହୋଇଗଲା ଓ ରବୀନ୍ଦ୍ର କହିଥିଲେ କି ସେ ସୁସ୍ଥ ଅଛନ୍ତି ତେବେ ତାଙ୍କର ମୃତ୍ୟୁ କେମିତି ହେଲା । ଅନ୍ୟ ପଟେ ଡାକ୍ତରଙ୍କ ଅନୁସାରେ ଅକ୍ସିଜେନ ନେବାରେ ଅସୁବିଧା ହେବାରୁ ରବୀନ୍ଦ୍ରଙ୍କ ଜୀବନ ଚାଲି ଯାଇଛି ବୋଲି କୁହାଯାଉଛି ।

ଏହା ପରେ ରବୀନ୍ଦ୍ରଙ୍କ ପରିଜନ କହିଛନ୍ତି କି ଆମେ ନିଜର ପେସେଣ୍ଟର ପୁରା ଶରୀରକୁ ଯାଞ୍ଚ କରିବୁ ଓ ଯଦି ତାଙ୍କର କୌଣସି ଅଙ୍ଗ ନ ଥିବ ତେବେ ଆଗକୁ ମାମଲା ଅତି ଭୟଙ୍କର ହୋଇପାରେ । ଏହା ସହିତ ସେ ନବୀନ ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି ଓ ଅକ୍ସିଜେନ ବିକ୍ରି ହେଉଛି ବୋଲି ମଧ୍ୟ ସେ ନିଜର ଅଭିଯୋଗରେ କହୁଛନ୍ତି ।

ଏହାର କାରଣ ସେ କହିଲେ କି ରୋଗୀ ଜଣକ ସକାଳେ ଭଲ ଭାବରେ କଥା ହେଲେ କିନ୍ତୁ କିଛି ଘଣ୍ଟା ପରେ ତାହାର ମୃତ୍ୟୁ ହୋଇଗଲା ତେବେ ତାକୁ ଅକ୍ସିଜେନ ଠିକ ରୂପରେ ଦିଆଯାଉ ନାହିଁ । ଏହା ସହିତ କହିଦେଉଛୁ କି କାଲି ଠାରୁ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଛି କିନ୍ତୁ ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ରବୀନ୍ଦ୍ରଙ୍କ ପରିଜନମାନଙ୍କୁ ତାଙ୍କର ଶବ ଦିଆଯାଇ ନାହିଁ । ଏମିତିରେ କୁହାଯାଇ ପାରେ କି କେଉଁଠି କେଉଁଠି ନା ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଜଣା ପଡୁଛି ।

ସଚେତନତା ପାଇଁ ପୋଷ୍ଟଟିକୁ ଅଧିକରୁ ଅଧିକ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *