ସକାଳୁ ସକାଳୁ ବାସୀ ରୁଟି ଖାଇବାର ଗାଇଦା ଜାଣି ଡାକ୍ତର ମାନେ ବି ଆଶ୍ଚର୍ଯ୍ୟ- Health Tips

ଆଜିକା ସମୟରେ ଯାହା ପାଖରେ ଯେତେ ଧନ ଅଛି ତା ପାଖରେ ସେତେ ରୋଗ ମଧ୍ୟ ଅଛି ଯଦି ଆପଣ ଦେଖିବେ ତେବେ ଗରିବ ଲୋକଙ୍କୁ କମ ରୋଗ ହୋଇଥାଏ କିନ୍ତୁ ଧନୀ ଲୋକଙ୍କୁ ବହୁତ ବଡ ବଡ ଓ ଭୟଙ୍କର ରୋଗ ହୋଇଥାଏ । କଣ ଆପଣ ଜାଣିଛନ୍ତି ଗରିବ ଲୋକଙ୍କୁ ଏହି ଭଳି ଅସୁବିଧା କଣ ପାଇଁ ହୋଇନଥାଏ କାହିଁକିନା ସେ ଜାଣିଛନ୍ତି ଯେ କେଉଁ ଜିନିଷ ସେବନ କରିବା ଦ୍ଵାରା ତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ତେବେ କଣ ଆପଣ ଜାଣିଛନ୍ତି କିଛି ଜିନିଷ ବାସୀ ସେବନ କଲେ ଏହାର ବହୁତ ଲାଭ ଆମକୁ ଦେଖିବାକୁ ମିଳିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଧନୀ ଲୋକ ମାନେ ସବୁ ଜିନିଷ ତାଜା ସେବନ କରନ୍ତି ଆଉ କିଛି ବାସୀ ରହି ଗଲେ ତାହା କୁକୁର ବା ଅନ୍ୟ ଯିବାକୁ ଖାଇବାକୁ ଦେଇ ଦିଅନ୍ତି ନିଜେ କେବେ ସେବନ କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସେବନ କରିବା ଦ୍ଵାରା ଆପଣଙ୍କୁ ଭୟଙ୍କର ଠାରୁ ଭୟଙ୍କର ରୋଗ ହବ ନାହିଁ । ଆପଣ ମାନଙ୍କ ଘରେ ରୁଟି ହଉଥିବ ତେବେ ରାତିରେ ହୋଇଥିବା ରୁଟିକୁ ଆପଣ ସକାଳେ ଖାଲି ପେଟରେ କ୍ଷୀର ସହ ମିଶାଇ ସେବନ କରନ୍ତୁ ।

ତେବେ ଏହାକୁ ସେବନ କରିବା ବିଧି ଜାଣିବା ଉଚିତ ଆପଣ ଥଣ୍ଡା କ୍ଷୀରରେ ରୁଟି ପକାନ୍ତୁ ମନେ ରଖିବେ କ୍ଷୀର ଗରମ ନଥିବ ଯେମିତି । ଏହା ପରେ ତାକୁ ୧୦ ମିନିଟ ପାଇଁ ଛାଡି ଦିଅନ୍ତୁ ଏହା ପରେ ଆପଣ ତାକୁ ସେବନ କରନ୍ତୁ ଏହାର ପୋଶତିକ ଗୁଣ ଆପଣଙ୍କ ପେଟ ସବୁ ସମସ୍ୟା ଦୂର କରିଥାଏ ଏହା ଛଡା ମଧୁ ମେହ ବା ହାଇ ବିପି ଭଳି ସମସ୍ୟା ଆପଣଙ୍କୁ କେବେ ହବ ନାହିଁ ।

ଆପଣଙ୍କୁ ଯଦି ଗ୍ୟାସ ସମସ୍ୟା ଅଛି ବା ହଜମ ହେଉ ନାହିଁ ତେବେ ମଧ୍ୟ ଆପଣଙ୍କୁ ଏହା ସେବନ କରିବା ଉଚିତ ବାସୀ ରୁଟି କ୍ଷୀରରେ ପକାଇ ସେବନ କରିବା ଦ୍ଵାରା ଆପଣଙ୍କ ସବୁ ପ୍ରକାର ସମସ୍ୟାର ସମାଧାନ ହୋଇଥାଏ । ତେବେ କ୍ଷୀରରେ ଚିନୀ ବା ଅନ୍ୟ ଜିନିଷ ପକାଇବେ ନାହିଁ କେବଳ ଥଣ୍ଡା କ୍ଷୀରକୁ ବାସୀ ରୁଟି ଆଉ ଗୋଟେ କଥା ସବୁବେଳେ ମନେ ରଖିବେ କେବେ ବି ସକାଳେ ଉଠି ଖାଲି ପେଟରେ ପାଣି ପିବାକୁ ଭୁଲିବେ ନାହିଁ ସକାଳେ ଖାଲି ପେଟରେ ପାଣି ପିବା ବହୁତ ଆବଶ୍ୟକ ହୋଇଥାଏ ଏହା ଅଭ୍ଯାସ କରିବା ବହୁତ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *