ସକାଳୁ ସକାଳୁ ଗରମ ପାଣି ପିଇବାର ଅଦ୍ଭୁତ ଲାଭ, ଜାଣିଲେ ବିଶ୍ଵାସ ହେବନି- Swami Ramdev

ଆମ ଭାରତୀୟ ସଂସ୍କୃତି ଅନୁଯାଇ ପୂର୍ବ ପୁରୁଷ ମାନେ ମଧ୍ୟ ସକାଳ ସମୟରେ ଗରମ ପାଣି ବା ତମ୍ବା ପାତ୍ରରେ ଥିବା ପାଣି ପିଇବା ପାଇଁ କହୁଥିଲେ ଓ ଏହା ଦ୍ଵାରା ଆମ ଶରୀରକୁ କଣ ଲାଭ ମିଳିଥାଏ ତାହା ମଧ୍ୟ କହୁଥିଲେ । ତେବେ ବର୍ତମାନ ସମୟରେ ଲୋକଙ୍କ ଖାଦ୍ଯ ପ୍ରଣାଳୀ ଏତେ ଖରାପ ହୋଇଯାଇଛି ଯେ ସମସ୍ତଙ୍କ ପେଟ ପ୍ରାୟତଃ ଖରାପ ରହୁଛି ଓ ଆୟୁର୍ବେଦ ବା ବିଜ୍ଞାନ ଅନୁଯାଇ ପେଟ ଶରୀର ସବୁ ପ୍ରକାର ରୋଗ କେନ୍ଦ୍ର ହୋଇଥାଏ ।

ତେବେ ଆପଣ ମାନେ ସମସ୍ତେ ରାମଦେବ ବାବାଙ୍କ ବିଷୟରେ ବହୁତ ଭଲ ଭାବରେ ଜାଣିଛନ୍ତି, ତେବେ ଆସନ୍ତୁ ଜାଣିବା ସେ ଏହି ବାବଦରେ କଣ କହିଛନ୍ତି ।

Image Courtesy: Google

ରାମଦେବ ବାବା ଭାରତ ବହୁତ ବଡ ଆୟୁର୍ବେଦିକ ଔଷଧୀୟ ଆବିଷ୍କାର କର୍ତା ଅଟନ୍ତି ଓ ଏହା ଛଡା ସେ ସବୁଠାରୁ ବଡ ଯୋଗ ଗୁରୁ ମଧ୍ୟ ଅଟନ୍ତି, ତାଙ୍କ ଯୋଗ ଦ୍ଵାରା ବିନା ଔଷଧରେ ମଧ୍ୟ ଲୋକ ଭଲ ହୋଇଥାନ୍ତି । ତେବେ ରାମଦେବ ବାବା ଅନୁଯାଇ ବହୁତ ଲୋକ ସକାଳ ସମୟରେ ଗରମ ପାଣି ପିଇବା ପସନ୍ଦ କରନ୍ତି ଓ ତାଙ୍କର ଅଭ୍ଯାସ ମଧ୍ୟ ହୋଇଥାଏ କିନ୍ତୁ ଯେଉଁ ଲୋକ କେବଳ ସକାଳ ସମୟରେ ଗରମ ପାଣି ପିଅନ୍ତି ଓ ଦିନ ସାରା ଥଣ୍ଡା ପାଣି ସେବନ କରନ୍ତି ତାଙ୍କ ଓଜନ ବଢିଥାଏ ଓ ଯେଉଁ ଲୋକ ସକାଳ ସମୟ ଓ ଅନ୍ୟ ସମୟରେ ମଧ୍ୟ ଗରମ ପାଣି ସେବନ କରନ୍ତି ତାଙ୍କ ଓଜନ କମିଥାଏ ।

Image Courtesy: Google

ତେବେ ଯେଉଁ ବ୍ୟକ୍ତି ନିଜ ଓଜନ କମାଇବା ପାଇଁ ଚାହୁଁଛନ୍ତି ସେ ଗରମ ପାଣିରେ କିଛି ଗୌ ମୁତ୍ର ପକାଇ ସେବନ କଲେ ତାଙ୍କ ଓଜନ ବହୁତ ଶୀଘ୍ର କମିବାକୁ ଲାଗିଥାଏ । ତେବେ ଏହା ଛଡା ଆପଣ ଗରମ ପାଣିରେ ଅଁଳା ଓ ଏଲୋଭେରା ମଧ୍ୟ ପି ପାରିବେ ତେବେ ଏହା ଦ୍ଵାରା ଆପଣଙ୍କ ଷ୍ଟୋମାକ, ଇନଟେସଟାଇନ, ଲିଭର ଇତ୍ୟାଦି ଭଲ ରହିଥାଏ ଓ ଆପଣଙ୍କୁ କୌଣସି ପ୍ରକାର ରୋଗ ବୈରାଗ ଛୁଇଁ ଭି ପାରିବ ନାହିଁ ।

Image Courtesy: Google

ତେବେ ରାମଦେବ ବାବା ଅନୁଯାଇ ଆପଣ ଗରମ ପାଣିରେ ଗୋ ମୁତ୍ର, ଅଁଳା ବା ଏଲୋଭେରା କିଛି ବି ମିଶାଇ ସେବନ କରି ପାରିବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ରହିବ ଓ ଆପଣଙ୍କ ଶରୀର ସବୁ ପ୍ରକାର ପ୍ରୋଟିନ ଆବଶ୍ୟକତା ପୂର୍ଣ କରିବ ଆଜିକା ସମୟରେ ଲୋକଙ୍କ ଶରୀରରେ ପ୍ରୋଟିନ ମାତ୍ରା କମିଥାଏ ଓ ଲୋକଙ୍କୁ ଏହାର ଅନୁଭବ ମଧ୍ୟ ହୋଇନଥାଏ ତେବେ ଏହି କମି ତାଙ୍କ ଭୁଲ ଖାଦ୍ୟ ପ୍ରଣାଳୀ ପାଇଁ ହୋଇଥାଏ କିନ୍ତୁ ଏହି ଗୋ ମୁତ୍ର ବା ଅଁଳା ବା ଏଲୋଭେରା ସେବନ ଦ୍ଵାରା ସବୁ କିଛି ଭଲ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *