ସକାଳୁ ଜଲ୍ଦି ଉଠିବା କାହିଁକି ଜରୁରୀ? ଜାଣନ୍ତୁ ଏହି ବଡ ରାଜ

ଆଜି ଆମେ ସେ ମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ଜଲ୍ଦି ସୋଇ ଉଠିଥାନ୍ତି । ସମସ୍ତ କୁହନ୍ତି ଜଲ୍ଦି ସୋଇ ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠିଯିବା ଆବଶ୍ୟକ । ସକଳ ୪ ଟାରୁ ୫ ଟା ଯେଉଁ ସମୟ ହୋଇଥାଏ ତାକୁ ବ୍ରହ୍ମ ମୁହୂର୍ତ କୁହାଯାଏ ।

ଏହି ସମୟରେ ଉଠିଲେ ବହୁତ ଭଲ ହୋଇଥାଏ, ଏହି ସମୟରେ ଯାହାବି କରିଥାନ୍ତି ଭାବି ଥାନ୍ତି ସେଇଟା ଜୀବନରେ ନିଶ୍ଚିତ ରୂପରେ ପୁରା ହୋଇଥାଏ । ବହୁତସାର ମହାନ ଲୋକ ଥିଲେ 4 ଟାରୁ ୫ ଟା ଭିତରେ ଉଠିଯାଇଥାନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ରାତିଭରି ଶୁଆନ୍ତି ନହିଁ ।

Image Courtesy: Google

ଯଦି ଆମେ କଥା ହେବା ଜଲ୍ଦି ସୋଇକି ଜଲ୍ଦି ଉଠିଯିବା ଲୋକଙ୍କ ବିଷୟରେ ଏହୀ ଅଭ୍ୟାସ ବହୁତ ସୁଖୀ ଓ ସମୃଦ୍ଧ ବନେଇଥାଏ । ଗୋଟେ ପରିକ୍ଷଣରୁ ଜଣା ପଡିଥିଲା ଯେଉଁ ଲୋକ ଜଲ୍ଦି ସୋଇକି ଜଲ୍ଦି ଉଠି ଥାନ୍ତି ସେମାନେ ଆଶାବାଦି, ଫୁର୍ତି ଓ ଅଧିକକନ୍ସିଅସ ବୋଲି କୁହାଯାଇଛି । ଶୀଘ୍ର ଉଠୁଥିବା ଲୋକ ସୂର୍ଯ୍ୟ କିରଣରେ ବହୁତ ଆକ୍ଟିବ ରହିଥାନ୍ତି ଓ ତାଙ୍କ ଜଲ୍ଦି ଆରମ୍ଭ ହୋଇଥାଏ । ଦିନର ଆରମ୍ଭ ବହୁତ ଫୋକସର ସହିତ ଆରମ୍ଭ କରିଥାନ୍ତି ।

Image Courtesy: Google

ବୈଜ୍ଞାନିକଙ୍କ ଅନୁସାରେ ଯେଉଁ ଲୋକ ତାଜା ପବନ ନେଇଥାନ୍ତି ତାଙ୍କ ଶରୀର ବାକି ଲୋକଙ୍କ ହିସାବରେ ବହୁତ ଭଲ ରହିଥାଏ । ଏମାର ସ୍କାନ ଦ୍ଵାରା ଜଣା ପଡିଛିକି ଦିମାଗର ଫ୍ରୀ ଫ୍ରନଟାଲ କୋରଟେକ୍ସ ସକାଳ ସମୟରେ ବହୁତ ଆକ୍ଟିବ ରହିଥାଏ । ଦିମାଗର ଏହି ଭାଗ ପ୍ଲାନିଂ କରିଥାଏ ଇ ଇଛା ଶକ୍ତି ବନାଇ ଥାଏ । ଏହି ଇଛା ହୋଇଥାଏ ବହୁତ ବଡ ବଡ ଜିନିଷ ହାସିଲ କରିବା ପାଇଁ ପ୍ରୋସ୍ଥାହିତ କରିଥାଏ । ଡେରିରେ ଶୋଉ ଥିବା ଲୋକଙ୍କ ବୌଧିକ କ୍ଷମତା ଜଲ୍ଦି ଉଠୁଥିବା ଲୋକଙ୍କଠୁ ଅଧିକ ହୋଇଥାଏ ।

Image Courtesy: Google

ଯେଉଁ ଲୋକ ଡେରିରେ ଶୋଇ ଉଠିବ ତାର ଖାଲି କ୍ଷତି ହୋଇଥାଏ । ଡେରିରେ ଉଠୁଥିବା ବ୍ୟକ୍ତି ସମାଜ ସହିତ ଯୋଡି ହୋଇପାରେନି । ସେ ସମଯରେ ସେହିପରି ତାଳମେଳ ରଖିପାରେନି ଯେମିତି ବାକି ଲୋକ କରିଥାନ୍ତି । ସାଧାରଣ କଥା ହୋଇଥାଏ ଯଦି ଲୋକ ଡେରିରେ ସୋଇବେ ସେହି ହିସାବରେ ଡେରିରେ ଉଠିବେ । ଯେଉଁ ଲୋକ ଭବାନୀ ରାତିରେ ଡେରିରେ ସୋଇ ଜଲ୍ଦି ଉଠିବା ପାଇଁ ଏହି ଜିନିଷ ଗୋଟେ ଦୁଇଦିନ ପାଇଁତ ଠିକ ଅଛି  ଯଦି ଏହି ଜିନିଷ ସବୁବେଳେ ହୁଏ ତାଙ୍କ ଦିମାଗ ଅଲଗା ପ୍ରକାର ପ୍ରଭାବ ପଡିଆରେ ।

Image Courtesy: Google

ନିଦ କମ କାରଣରୁ ବ୍ରେନ ଫଙ୍କଶନ ଉପରେ ପ୍ରଭାବ ପଡିପାରେ । ଦିନ୍ରେ ଆପଣ ଯାହା ଯାହା କାମ କରିଥାନ୍ତି ସେସବୁ କାମ ରାତିରେ ଆପଣଙ୍କ ଦିମାଗ ଅଲଗା ଅଲଗା ବିଭାଗ କରିଥାନ୍ତି । ଯେବେ ଆପଣ ମାନେ ପକାନ୍ତି ସେ କଥା ଫଟାକସେ ମାନେ ପଡିଯାଇଥାଏ । କାରଣ ସେ ଅଲଗା ସେଟ ହୋଇଥାଏ । କାରଣ ଆପଣଙ୍କର ପୁରା ଦିନର କରାଯାଇଥିବା କାମ ଗୋଟେ ଜାଗାରେ ସ୍ଟୋର ରହିବ, ଯେବେ ଆପଣଙ୍କୁ ଆଉଥରେ ସେଇ କଥାର ମନେପକାଇବାକୁ ପଡିବ ଅସୁବିଧା ହୋଇପାରେ ସେଥିଲଗି ଠିକସେ ଶୋଇବା ନିହାତି ଦରକାର । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *