ସକାଳୁ ଖାଲି ପେଟରେ ଖାଆନ୍ତୁ ମାତ୍ର 2ଟି ପତ୍ର ଓ Diabetes ରୋଗ ହେବ ମୂଳରୁ ଶେଷ(100% Guarantee)- Acharya Balkrishna

ମଧୁମେହ ରୋଗରରେ ଶର୍କରାର ମାତ୍ରା ସମାନ୍ୟ ଅଧିକ ହୋଇଯାଇଥାଏ । ଆଜି ପର୍ଯ୍ୟନ୍ତ ଏହାର କୌଣସି ଚିକିତ୍ସା ବାହାରି ନାହିଁ। ସେଥିପାଇଁ ଯଦି ଆପଣଙ୍କୁ ଡାଇବେଟିସକୁ କଣ୍ଟ୍ରୋଲ କରିବାର ଅଛି ଭଲ ଖାଦ୍ୟ ଓ ନିଜ ଲାଇଫ ସ୍ଟାଇଲରେ ଆପଣଙ୍କୁ ପରିବର୍ତନ ଆଣିବାକୁ ହେବ । ଆପଣଙ୍କୁ ଡାଇବେଟିସ ଭଳି ଏହି ଭୟଙ୍କର ରୋଗରୁ ବଞ୍ଚିବାର ଅଛି ଓ ଅଥିରେ ବହୁତ କମ୍ପ୍ଲିକେସନ ମଧ୍ୟ ବହୁତ ରହିଛି । ଏହି ରୋଗକୁ ଘରେଲୁ ଉପାୟ ଦ୍ଵାରା ବହୁତ କମ କରିହୋଇଥାଏ ।

ଆୟୁର ବେଦ ବିଶେଷଜ୍ଞ ଫଳ ପରିବା, ଅଲଗା ଗଛର ପତ୍ର ଦ୍ଵାରା ବ୍ଲଡ ସୁଗାର ସ୍ତର କଣ୍ଟ୍ରୋଲ ରଖିବା ପାଇଁ ଓ ଇନସୁଲିନ ଦ୍ଵାରା ଶରୀର କ୍ଷମତାକୁ ବଢାଇବାକୁ ସାହାର୍ଯ୍ୟ କରିଥାଏ ।


ଯଦି ଆପଣଙ୍କ ଶରୀର ନିଜେ ଇନସୁଲିନ ପ୍ରଡ୍ୟୁସ କରିବ ଓ ତାକୁ ଠିକସେ ବ୍ୟବହାର କରିପାରିବ ତାହେଲେ ଯାଇ ଆପଣ ଡାଇବେଟିସକୁ କଣ୍ଟ୍ରୋଲ କରିପାରିବେ । ଆଜି ଆମେ ଏହି ପତ୍ର ବିଷୟରେ କହିବୁଯଦି ଆପଣ ପ୍ରତିଦିନ ଦୁଇଟି ପତ୍ର ସେବନ ଖାଲି ପେଟରେ କରିବେ । ଆପଣଙ୍କର ଏହି ସୁଗାର ରୋଗ ପୁରା ମୂଳରୁ ଖତମ ହୋଇଯିବ । ତୁଲସୀ ପତ୍ରରେ ଡାଇବେଟିସର ଚିକିତ୍ସା, ତୁଲସୀର ପତ୍ର ଅଗ୍ନାଶୟ କୋଶିକାର ଗତିବିଧିକୁ ଠିକ କରି ରଖିଥାଏ ।

ଏହି କୋସିକା ଠିକ ମାତ୍ରାରେ ଇନସୁଲିନର ଉତ୍ପାଦନ କରିଥାଏ ଓ ବ୍ଲଡ଼ ସୁଗାରର ସ୍ତର କଣ୍ଟ୍ରୋଲରେ ରହିଥାଏ ।  ଡାଇବେଟିସରେ ପିଡିତ ଥିବା ଲୋକ ମାନେ ପ୍ରତିଦିନ ସକାଳୁ ଦୁଇରୁ ଚାରିଟି ତୁଲସୀ ପତ୍ରର ସେବନ କରିବା ଉଚିତ । ଭଣ୍ଡା ପତ୍ର ଦ୍ଵାରା ଡାଇବେଟିସ ରୋଗର ଚିକିତ୍ସା, ଭଣ୍ଡା ପତ୍ର ସେବନ କରିବା ଦ୍ଵାରା ଶରୀରରେ ଇନସୁଲିନ ବ୍ୟବହାର କରିବାର କ୍ଷମତା ବଢିଥାଏ । ଏହାକୁ ଖିବା ଦ୍ଵାରା ଗ୍ଳୁକୋଜ ତେଜୀରେ ଊର୍ଜାରେ ଆସିଥାଏ ।


ଭଣ୍ଡାର ପତ୍ର ଲିବର ସମସ୍ୟା, କିଡ୍ନି ଖରାପ ହେବାର ବିପଦକୁ କମ କରିଥାଏ । ପ୍ରତିଦିନ ଭଣ୍ଡାର ଚାରି ରୁ ପାଞ୍ଚଟି ପତ୍ର ପାଣିରେ ଫୁଟାଇ ପିଇବା ଉଚିତ । ଳିମ୍ବ ପତ୍ରରେ ଡାଇବେଟିସର ଚିକିତ୍ସା, ଗ୍ଳୁକୋଜ ଶୁଖିବାକୁ ରୋକିବା ସହିତ ଲିମବାର ପତ୍ର ଇନସୁଲିନ ବ୍ୟବହାର କ୍ଷମତା ବଢାଇ ଥାଏ ଏହାକୁ ଡାଇବେଟିସ ମେଡ଼ିସିନ ବନାଇ ବାରେ ବହୁତ ବ୍ୟବହାର କରାଯାଇଥାଏ । ପ୍ରଦିଦିନ ସକାଳୁ ଖାଲି ପେଟରେ ଲିମବାର ତାଜା ପତ୍ର ପେଷିକି ଗୋଟେ ଚାମଚ ରସ ପିଇବେ ।

ଡାଇବେଟିସ ରୋଗୀ ଆମ୍ବ ଖାଇ ପାରିବେ ନାହିଁ କିନ୍ତୁ ତାର ପତ୍ର ରୋଗ ପାଇଁ ବହୁତ ଉପକାରୀ ହୋଇଥାଏ । ଆମ୍ବ ପତ୍ର ଗ୍ଳୁକୋଜ ଶୁଖିବାର କ୍ଷମତାକୁ କମ କରିବାରେ ସହାୟକ ହୋଇଥାଏ । ରକ୍ତରେ ସୁଗାର ସ୍ତର କଣ୍ଟ୍ରୋଲରେ ରହିଥାଏ । ଆମ୍ବ ପତ୍ର ଶୁଖାଇକି ପାଉଡର କରନ୍ତୁ । ଖାଇବାର ଗୋଟେ ଘଣ୍ଟା ପୂର୍ବରୁ ଗୋଟେ ଚାମଚ ଗୋଳାଇକି ପିଇଲେ ବହୁତ ଫାଇଦା ହୋଇଥାଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *