ସକାଳୁ ସକାଳୁ ସ୍ତ୍ରୀଙ୍କ ସହ କରନ୍ତୁ ଏହି 1 ଗୁପ୍ତ କାମ, ହୋଇଯିବ କୋଟିପତି- Chanakya NIti

ଆମ ଭାରତୀୟ ସମଯରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଧର୍ମର କଥାକୁ ମାନି ଥାନ୍ତି । ଆଉ ବହୁତସାର ଲୋକ ଏମିତି ଅଛନ୍ତି ଯେଉଁମାନେ ବହୁତସାରା କଥାକୁ ମାନି ନଥାନ୍ତି । ସକାଳୁ  ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ସକାଳୁ ଉଠି କଣ କରିବା ଦରକାର କଣ ନୁହେଁ । ପ୍ରତେକ ମହିଳାକୁ ଏହି ସବୁ ଜିନିଷ କରିବା ଉଚିତ । ଚାଣକ୍ୟ ନୀତି ଅନୁସାରେ ପ୍ରଥମ କଥା ହେଲା ଉଠିକି ପାଣି ପିଇବା ।  ବହୁତ ଲୋକ ଥାନ୍ତି ଶେଯ ଉପରେ ବସିକି ପାଣି ପିଇଥାନ୍ତି । କିନ୍ତୁ ଯଦି ସକାଳୁ ଉଠି ପାଣି ପିଇଥାନ୍ତି ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଫଳ ପ୍ରଦ ହୋଇଥାଏ ।

କାରଣ ଏମିତି କରିବା ଦ୍ଵାରା ନାହୁତ ସାରା ବିମାରୀ ଦୂର ହୋଇଥାଏ । ସକାଳୁ ଉଠି ପାଣି ପିଇବା ଦ୍ଵାରା ପେଟ ସଫା ରହିଥାଏ । ବାସି ମୁହଁରେ ପଣି ପାଇଲେ ବହୁତ ଭଲ ହୋଇଥାଏ ଏଥିରେ ପେଟ ସମ୍ବନ୍ଧିତ କେତେ ପ୍ରକାର ବିମାରି ଦୂର ହୋଇଥାଏ । ଶାସ୍ତ୍ର ଅନୁସାରେ କୁହାଯାଇଚିକି ହାତର ଅଗ୍ରରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ମାଧ୍ୟମରେ ସରଶ୍ଵତିଙ୍କ ଆଉ ମୂଳ ଭାଗରେ ବିଷ୍ଣୁ ଭଗବାନ ବାସ କରନ୍ତି । ସକାଳୁ ଉଠି ହାତ ଯୋଡିକି ଦେଖିବା ଉଚିତ ।

ଏମିତି କରିବା ଦ୍ଵାରା ସବୁ ଦେବୀ ଦେବତା ଆପଣ ଉପରେ ପ୍ରସନ୍ନ ହେବେ । ଆଉ ଆପଣଙ୍କ ଘରେ କେବେ କୌଣସି ପ୍ରକାର ଅସୁବିଧା ଆସିବ ନହିଁ । ଏମିତି କରିବା ଦ୍ଵାରା ଆପଣ ଦୁଇ ଜଣଙ୍କ ଭିତରେ ପ୍ରେମ ବଢିବ । ଆଉ ଆପଣଙ୍କ ସମ୍ପର୍କ ପୂର୍ବ ଅପେକ୍ଷା ଆହୁରି ମଜଭୁତ ହେବ ।  ଏହି କାରଣରୁ ମାତା ଲକ୍ଷ୍ମୀ ମଧ୍ୟ ଖୁସି ରହିବେ । ସକାଳୁ ଉଠିଲେ ମନ୍ଦିରର ଘଣ୍ଟି କି ଆବାଜ ଯଦି ଶୁଣାଯାଏ ତେବେ ଏହା ଆପଣଙ୍କ ଭିତରେ ସକାରାତ୍ମକ ଊର୍ଜାର ସଂଚାର କରିଥାଏ । ଏହା କାରଣରୁ ଆପଣଙ୍କ ପୁରା ଦିନର କାମ ବନିଯିବ ।

ଆପଣଙ୍କୁ କେବେବି ଧନର କମି ହେବ ନହିଁ । ଆପଣଙ୍କ ଜୀବନ ସବୁବେଳେ ଖୁସିରେ ଭରା ରହିବ । ସକାଳୁ ସକାଳୁ ଯଦି ମହିଳା ଶୃଙ୍ଗାର କରୁଥିବାର ଦେଖନ୍ତି ତେବେ ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କୁ ଧନଲାଭର ସଙ୍କେତ ଦେଇଥାଏ ।ସକାଳୁ ଉଠି ନ୍ଯୁଜ ଦେଖିବା ବହୁତ ଖରାପ ହୋଇଥାଏ କାରଣ ଏହା ଆମର ମନକୁ ନକରାତ୍ମକ ଊର୍ଜାରେ ଭରି ଦେଇଥାଏ । ମନରେ ଗୋଟେ ପ୍ରକାରର ଖିନତା ଉତ୍ପନ କରିଥାଏ ।

ବହୁତ ଶୋଇବା ପରେ ଆପଣଙ୍କ ଦିମାଗ ଯେଉଁ ସକାରାତ୍ମକ ଊର୍ଜା ଗ୍ରହଣ କରିଥାଏ ସେ ଏହା କୁ ନଷ୍ଟ କରିଦେଇଥାଏ । ସକାଳୁ ସକାଳୁ ବିନା ବ୍ରସ କରି ସେଯ ଉପରେ ବାସି ଚାହା ପିଇଲେ ରାହୁ କେତୁଙ୍କ ପ୍ରଭାବ ବଢିଥାଏ । ଏଥିରେ ଆପଣଙ୍କ ଜୀବନରେ ବେକରାର ଚିନ୍ତା ଆସିବା ଆରମ୍ଭ ହୋଇଥାଏ ।

Leave a Reply

Your email address will not be published. Required fields are marked *