ସକାଳୁ ଉଠିବା ମାତ୍ରେ ଏହି ଶବ୍ଦ ଉଚ୍ଚାରଣ କରନ୍ତୁ ଦେଖିବେ ଆପଣଙ୍କ ଜୀବନର ସବୁ ଇଛା ପୂରଣ ହେବ 

ମଣିଷ ନିଜ ଜୀବନରେ ସୁଖ ଆଉ ସମୃଦ୍ଧି ପାଇବା ପାଇଁ ବହୁତ୍ ଉପାୟ କରିଥାଏ ତେବେ ଭଗବାନଙ୍କୁ କିଛି ନା କିଛି ଦେଇ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଏ କିନ୍ତୁ ଯାହା କଲେ କଣ ହବ ଭଗବାନ ଜିନିଷ ଦ୍ୱାରା କେବେ ପ୍ରସନ୍ନ ହୁଅନ୍ତି ନାହିଁ ମନ ଦ୍ୱାରା ଅର୍ପଣ କରା ଯାଇଥିବା ଜଳ ତାଙ୍କ ପାଇଁ ବହୁତ୍ ବଡ କଥା ଅଟେ ଆଉ ମନ ଦ୍ୱାରା ପୂଜା କରିଥିବା ବ୍ୟକ୍ତି ଉପରେ ଭଗବାନ ଶିବ ଆଉ ମାତା ପାର୍ବତୀ ତାଙ୍କ କୃପା ଦୃଷ୍ଟି ରଖିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ବହୁତ୍ କମ ଲୋକେ ଜାଣିଛନ୍ତି ।

ତେବେ ଯାହା ମନରେ ପ୍ରଭୁ ବାସ କରନ୍ତି ସେହି ବ୍ୟକ୍ତି ମନରେ କେବେ କାହା ପାଇଁ କିଛି ଖରାପ୍ ଆସି ନଥାଏ ଆଉ ଏହି ଭଳି ଲୋକଙ୍କୁ ଶାନ୍ତି ପ୍ରାପ୍ତ ହୋଇଥାଏ । ଜୀବନରେ ସଫଳତା ପାଇବାକୁ ମଣିଷ ସବୁକିଛି ଭାବିଥାଇ ଆଉ ସଫଳ ହବା ପାଇଁ ସେ କାହାର ବ୍ୟବହାର କରୁଅଛି ବା କାହାକୁ କଷ୍ଟ ଦେଉଅଛି ଏହାର ଆଭାସ ମଧ୍ୟ ତାଙ୍କୁ କେବେ ହୋଇନଥାଏ ।

ତେବେ ଏହି ଭଳି ଲୋକଙ୍କୁ ଧନର ସୁଖ ପ୍ରାପ୍ତ ହେଲେ ମଧ୍ୟ ଶାନ୍ତି ପ୍ରାପ୍ତ ହୁଏ ନାହିଁ ଯାହା ପାଇଁ ସେ ଆଉ କଷ୍ଟ ପାଇ ଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ଆମେ ଆପଣଙ୍କୁ ଯେଉଁ ମନ୍ତ୍ର କହିବାକୁ ଯାଉଛୁ ତାହା କେହିବି କରି ପାରିବ ଆଉ ଆପଣ ଯେତେ ବୟସର ହେଲେ ମଧ୍ୟ ଏହା ଆପଣଙ୍କ ଇଛା ପୂର୍ତ୍ତି ପାଇଁ ବହୁତ୍ ସରଳ ଆଉ ସଠିକ୍ ଉପାୟ ହୋଇଥାଏ ।

ଯଦି ଏହି ଉପାୟ ବିଦ୍ୟାର୍ଥୀ ମାନେ କରନ୍ତି ତେବେ ତାଙ୍କୁ ଶିକ୍ଷାରେ ପରୀକ୍ଷାରେ ଲାଭ ହବ ତାଙ୍କ ସ୍ମରଣ ଶକ୍ତି ବଢିବ ଆଉ ତାଙ୍କୁ ସବୁ ଜାଗାରେ ସଫଳତା ପ୍ରାପ୍ତି ହବ । ସବୁଠାରୁ ମହତତ୍ଵପୂର୍ଣ୍ଣ କଥା ଏହା ଅଟେ ଜେ ଆପଣଙ୍କୁ ଏହି ଶବ୍ଦ ଉଚ୍ଚାରଣ କରିବା ପାଇଁ ସ୍ନାନ କରିବା ସଫା ବସ୍ତ୍ର ପିନ୍ଧିବା ଆବଶ୍ୟକ ନୁହେଁ ଆପଣ ଯେଉଁ ଜାଗାରେ ଥିଲେ ମଧ୍ୟ ଏହାର ଉଚ୍ଚାରଣ କରି ପାରିବେ କିନ୍ତୁ ମନ୍ ସଫା ରହିବା ବହୁତ୍ ଆବଶ୍ୟକ ହୋଇଥାଏ ।

ଆପଣଙ୍କୁ ସକାଳେ ଉଠି ଦୁଇ ହାତ ଯୋଡ଼ି କେବଳ ଏତିକି କହିବାର ଅଛି ” ଓଁ ଯୁଁ ସଃ” ଓ ଏହା ପରେ ଏହି ମନ୍ତ୍ର ଜାପ୍ କରନ୍ତୁ ” କରାଗ୍ରେ ବସ୍ତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ,  କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ ।”

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *