ସକାଳୁ ଉଠି ଚୁପଚାପ ଧରି ନିଅନ୍ତୁ ନାରୀର ଏହି ଅଙ୍ଗ, ଜାଗି ଉଠିବ ଶୋଇଥିବା ଭାଗ୍ୟ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଏମିତି ଜଣେ ମହାନ ବ୍ୟକ୍ତି ଥିଲେ ଯିଏ ନିଜର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତିରେ ଏମିତି କିଛି କଥା ଲେଖା ଯାଇଛି ଯାହା ମାନବ ସମାଜର ହିତରେ ଲାଗିବ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତି ଅନୁସାରେ ସକାଳୁ ଉଠିବା ପରେ ସ୍ତ୍ରୀର କେଉଁ ଅଙ୍ଗ ଛୁଇଁଲେ ଭାଗ୍ୟ ଉଦୟ ହୋଇଯାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଚାଣକ୍ୟ ନୀତିରେ ମଣିଷ ସଫଳ ହେବା ପାଇଁ ଅନେକ ସୂଚନା ଦିଆଯାଇଛି । ଏହି ସୂତ୍ର ଅନୁସାରେ ଚାଣକ୍ୟ ନାରିଙ୍କ ପାଇଁ ୩ଟି କଟାହ ସବୁଠାରୁ ଖତରନାକ ବୋଲି କହିଛନ୍ତି । ଚାଣକ୍ୟ ନୀତି ଅନୁସାରେ ଯେଉଁ ଘରେ ଗୁଣବାନ ନାରୀ ରହିଥାଏ ସେହି ଘର ସ୍ଵର୍ଗ ସମାନ ହୋଇଥାଏ । ୧- ଅହଂକାର : ଚାଣକ୍ୟଙ୍କ ମତରେ ନାରୀଙ୍କୁ ଅହଂକାର ଠାରୁ ଦୂରେଇ ରହିବା ଉଚିତ । ଏହା ଦ୍ଵାରା ନାରୀର ଘରେ ସୁଖ ସମୃଦ୍ଧି ନଷ୍ଟ ହେବା ସହ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଅହଂକାର ନାରିଙ୍କ ପାଇଁ ଖତରନାକ ବୋଲି କହିଛନ୍ତି ।

୨- ଅଜ୍ଞାତ : ଚାଣକ୍ୟଙ୍କ ମତରେ ନାରୀକୁ ଜ୍ଞାନବାନ ହେବା ଜରୁରୀ ଅଟେ । କାରଣ ସମାଜ ନିର୍ମାଣରେ ନାରୀର ଭୂମିକା ଅଧିକ ରହିଥାଏ । ଶିକ୍ଷିତ ଓ ଜ୍ଞାନରେ ପୂର୍ଣ୍ଣ ନାରୀ ହିଁ ସମାଜକୁ ନୂଆ ଦିଶା ପ୍ରଦାନ କରିଥାନ୍ତି । କିନ୍ତୁ ନାରୀର ଅଜ୍ଞାତରେ ସମାଜର ପ୍ରତିଷ୍ଠା କରିବା ଅସମ୍ଭବ ଅଟେ ।

୩- ଲାଳସା : ଚାଣକ୍ୟଙ୍କ ମତରେ ନାରୀକୁ ଲାଳସାରୁ ଦୂରେଇ ରହିବା ଉଚିତ । ଏହା ଦ୍ଵାରା ପରିବାରର ନଷ୍ଟ ହୋଇଯାଏ । ଯେବେ ନାରୀ ଲାଳସାରେ ପଡିଯାଏ ତେବେ ଘରେ କ୍ଲେଶ ସୃଷ୍ଟି ହେବା ସହ ବାଦ ବିବାଦ ଦେଖାଯାଏ ।

ହିନ୍ଦୁ ଧର୍ମରେ ନାରୀଙ୍କୁ ଦେବୀର ମାନ୍ୟତା ଦିଆ ଯାଇଛି । ଏହା ସମାଜର ଲୋକଙ୍କ ଦ୍ଵାରା କରା ଯାଇଥାଏ । ଏମିତି କୁହାଯାଏ ଯେଉଁ ବ୍ୟକ୍ତି ସଚ୍ଚା ମନରେ ନାରୀର ସମ୍ମାନ କରିଥାଏ ସେହି ବ୍ଯକ୍ତିର ଜୀବନରେ କେବେ ବି ସମସ୍ଯା ଆସିନ ଥାଏ । ଏହା ସହ ସେହି ବ୍ୟକ୍ତିର ଜୀବନରେ ସର୍ବଦା ସଫଳତା ଲାଭ ହୋଇଥାଏ । ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ନାରୀ ଅନେକ ସ୍ଵରୂପରେ ରହିଥାନ୍ତି । ଜଣେ ନାରୀ ବ୍ଯକ୍ତିର ମା, ଭଉଣୀ, ବୋହୁ, ସ୍ତ୍ରୀ ହୋଇଥାଏ ।

ନାରୀ ବ୍ୟକ୍ତିର ଜୀବନରେ ଖୁସି ଆସିବାର କାରଣ ହୋଇଥାଏ । ଜଣେ ନାରୀ ଜୀବନରେ ସବୁ କଷ୍ଟକୁ ସହିବା ସହ ସବୁ ପରିସ୍ଥିତିକୁ ସାମନା କରିବା ପାଇଁ ସକ୍ଷମ ହୋଇଥାଏ । ନାରୀ ଯେତେ ସ୍ଥିତି କଠିନ ହେଲେ ମଧ୍ୟ ହସିଆବ ସହ ବଂଶକୁ ଆଗକୁ ବଢାଇବାରେ ଭୂମିକା ନିଭାଇଥାଏ । ଏହା ବ୍ଯତୀତ ଗୋଟେ ନାରୀ ଘର ସମ୍ଭାଳିବା ସହ ନିଜର ସନ୍ତାନର ଠିକ ଭାବେ କେୟାର ନେଇଥାଏ ।

କୁହାଯାଏ ସକାଳେ ନାରୀର ପାଦ ଛୁଇଁଲେ ବ୍ୟକ୍ତି ଜୀବନର ସବୁ ନିରାଶା ଦୂର ହୋଇ ଆଶାର କିରଣ ଉଦୟ ହୋଇଥାଏ । ଏହା ଯୋଗୁ ବ୍ୟକ୍ତି ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଏଭଳି ବ୍ୟକ୍ତି ଜୀବନରେ ସବର୍ଦା ସଫଳତାର ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *