ସକାଳୁ ଉଠିବା ଏହି କାମ କରିଲେ ନିସନ୍ତାନ କୁ ହୋଇଥାଏ ସନ୍ତାନ ପ୍ରାପ୍ତି- Pregnancy Tips

ବନ୍ଧୁଗଣ ଜଣେ ଦମ୍ପତିଙ୍କର ସନ୍ତାନ ଜନ୍ମ ହେଲେ, ତାହାଠାରୁ ଆନନ୍ଦର ବିଷୟ ଆଉ କେଉଁଟି ହୋଇ ନଥାଏ । ଦୁନିଆର ସବୁ ଖୁସି ଗୋଟେ ତରଫ ଏବଂ ସନ୍ତାନ ସୁଖ ଆଉ ଗୋଟେ ତରଫ । ବନ୍ଧୁଗଣ ଅଜିଭଳି ଦିନରେ କେତେକ କ୍ଷେତ୍ରରେ ଆମେ ଦେଖିବାକୁ ପାଉଛୁ ଯେ ପ୍ରାଏ ଦମ୍ପତି ମାନେ ନିସନ୍ତାନ ଅଛନ୍ତି । ଏହାର କାରଣ ଆମ୍ଭ ମାନଙ୍କର ଅମିୟତା, ବନ୍ଧୁଗଣ କହିବାକୁ ଗଲେ, କିଛି ପାଇବା ପାଇଁ କିଛି କଷ୍ଟ କିମ୍ବା ଉପାୟ ମଧ୍ୟ କରିପାକୁ ପଡିଥାଏ । ସେହିଭଳି ଠିକ ସମୟରେ ଯଦି ଉତ୍ତମ ଉପାୟର ପ୍ରୟୋଗ କରାଯାଏ ତେବେ ଆପଣ ନିସନ୍ତାନ ରହିବାରୁ ବଞ୍ଚିତ ହେବେ । ଆସନ୍ତୁ ଜାଣିବା ଏବେ ସେହି ଉପାୟଟି ବିଷୟରେ ।

ବନ୍ଧୁଗଣ ଆମ ଶରୀରରେ ଯେଉଁ ହରମୋନ ଉପସ୍ଥିତ ଅଛି, ଯାହାକୁ କେମିକାଲ ମଧ୍ୟ କୁହାଯାଇଥାଏ । ଏହା ଆମ ଶରୀରକୁ ଶୀତଳ ରଖିଥାଏ । ଖରାରେ ବସିଲେ ଆମ୍ଭ ମାନଙ୍କ ମଧ୍ୟରେ ସେହି କେମିକାଲର ମାତ୍ରା ବଢିବାକୁ ଲାଗିଥାଏ । ବନ୍ଧୁଗଣ ସେହି କେମିକାଲର ନାମ ହେଉଛି “ସେରିଟମିୟମ” । ଯେଉଁ ମହିଳା ମାନଙ୍କର କ୍ଷମତା ନଥାଏ, ସେମାନଙ୍କୁ ଭିଟାମିନ- “ଡି” ର ଆବଶ୍ୟକ ହୋଇଥାଏ । ସେହି ମହିଳା ମାନଙ୍କୁ ଭିଟାମିନ-“ଡି” ଉପରେ ଅଧିକ ଫୋକସ କରିବାକୁ ହୋଇଥାଏ । ବନ୍ଧୁଗଣ ଏହି ମହିଳା ମାନଙ୍କୁ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଙ୍କର କିରଣ ସମ୍ମୁଖରେ ବସିବା ଆବଶ୍ୟକ ।

ଏହି ମହିଳା ମାନେ ସାଧାରଣତ ସୂର୍ଯ୍ୟଙ୍କର ଆସୁଥିବା କିରଣରେ ବସି ବ୍ୟାୟମ, କିମ୍ବା ନିଜର ବ୍ରେକଫାଷ୍ଟ ମଧ୍ୟ କରି ପାରିବେ । ଏହା ସହିତ ଆପଣ ବାହାରକୁ କୌଣସି ଫିଲ୍ଡକୁ ଦୌଡିବାକୁ ମଧ୍ୟ ଯାଇପାରନ୍ତି । ବନ୍ଧୁଗଣ ଏହା ଉଭୟ ସ୍ତ୍ରୀ ଏବଂ ମହିଳା ପାଇଁ ଆବଶ୍ୟକ ହୋଇଥାଏ । ପୁରୁଷ ମାନଙ୍କର ଯଦି ସ୍ପର୍ନ କାଉଣ୍ଟ କମ୍ ଅଛି, ସେମାନଙ୍କୁ ସକାଳର ସୂର୍ଯ୍ୟ କିରଣରେ ବସିବା ନିହାତି ଆବଶ୍ୟକ । ଆଜିଭଳି ଦିନରେ ସମସ୍ତଙ୍କୁ କୌଣସି ନା କୌଣସି ଚିନ୍ତା ଲାଗି ରହିଥାଏ । ବନ୍ଧୁଗଣ ଆମକୁ ଜଣାଥିବା ନିହାତି ଆବଶ୍ୟକ ଯେ ଅଯଥାର ଚିନ୍ତାକୁ କିଭଳି ଦୂର କରାଯାଇ ପାରିବ ।

ନ୍ୟୁଟ୍ରିସନ, ପୋଷଣ, ଆପଣଙ୍କ ଶରୀରରୁ ସମସ୍ତ ପ୍ରକାରର ଚିନ୍ତା ଅଥବା ତନାବକୁ ଦୂର କରିବାରେ ସହାୟତ ହୋଇଥାଏ । କିଛି ଉପାୟ ଯେପରିକି ବ୍ୟାୟାମ, ଏବଂ ସୂର୍ଯ୍ୟ କିରଣ ଉଭୟ ବାହାର ଭାଗରେ ତନାବ କୁ ଦୂର କରିଥାନ୍ତି । ଯଦି ଆପଣ ନୀତିଦିନ ସକାଳୁ ସୂର୍ଯ୍ୟ କିରଣ ସମ୍ମୁଖରେ ବସନ୍ତୀ ତେବେ ଆପଣ ଅନୁଭବ କରି ପାରିବେ ଯେ ଆପଣଙ୍କର ସମସ୍ତ ପ୍ରକାରର ଚିନ୍ତା ଗୁଡିକ ମୁକ୍ତ ହୋଇ ଆପଣଙ୍କୁ ଫ୍ରେସ ଲାଗିବ । ଆପଣଙ୍କ ମନ ସ୍ଥିର ହେବାକୁ ଲାଗିବ ।

ଯଦି ଆପଣଙ୍କର ସ୍ପର୍ନ କାଉଣ୍ଟିଂ ଠିକ ନାହି, ତେବେ ସୂର୍ଯ୍ୟ କିରଣରେ ବସିବା ଫଳରେ ଆପଣଙ୍କର ସେହି କ୍ଷମତାଟି ବଢିବାକୁ ଲାଗିବ । ବନ୍ଧୁଗଣ ସୂର୍ଯ୍ୟ କିରଣରୁ ଉତ୍ତାପ ହୋଇଥିବା ଜଳର ସେବନ ଦ୍ଵାରା ମଧ୍ୟ ଏଗ କ୍ଵାଲିଟି ବୃଦ୍ଧି ହୋଇଥାଏ । ଗର୍ଭର ସଫଳତା ପୂର୍ବକ ରୋପଣ ହେବା, ଯାହାକୁ ଇମପ୍ଲାନଷ୍ଟେସନ ପ୍ରକ୍ରିୟା ବୋଲି କୁହାଯାଏ । ଏହି ପ୍ରକ୍ରିୟା ଓଭାଲେଶନ ପରେ ଆଗାମୀ ପିରିୟଡର ଦୁଇ ହପ୍ତାହ ପୂର୍ବରୁ ହୋଇଥାଏ ।

ମହିଳା ମାନଙ୍କୁ ଗର୍ଭ ଧାରଣ କରିବା ପାଇଁ ଭିଟାମିନ-ଡି’ ର ଆବଶ୍ୟକତା ବହୁଳ ଭାବରେ ହୋଇଥାଏ । ସେଥିପାଇଁ ପ୍ରକୃତିକ ଉପାୟରେ ସୂର୍ଯ୍ୟ କିରଣରେ ବସିବା ବହୁତ ଲାଭ ଦାୟକ ସାବ୍ୟସ୍ଥ ହୋଇଛି ବୋଲି ବୈଜ୍ଞାନିକ ରିସର୍ଚ ରୁ ପ୍ରମାଣିତ ହୋଇଛି । ବନ୍ଧୁଗଣ ଆପଣଙ୍କୁ ଏହି ବିଷୟ-ବସ୍ତୁଟି ଭଲ ଲାଗୁଥିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *