ସକାଳେ ଉଠିବା ପରେ ଯଦି ଦେଖନ୍ତି ଏହି 7ରୁ କୌଣସି 1 ଜିନିଷ ତେବେ ଜାଣିବେ ମା ଲକ୍ଷ୍ମୀଙ୍କ କରିବେ ଧନର ବର୍ଷା

ହିନ୍ଦୁ ଧର୍ମ ରେ ସକାଳୁ ବ୍ରଂହ ମୂହୁର୍ତ୍ତ ରେ ଉଠି ଦେବୀ ଦେବତାଙ୍କ ପୂଜା ଆରାଧନା କରିବା ପାଇଁ ନିୟମ ରହିଛି । ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ସକାଳେ ଜଳ ଅର୍ପଣ କରିବା ଉଚିତ । ତୁଳସୀ ଗଛର ପୂଜା ପାଇଁ ପରାଟ କାଳକୁ ସର୍ବୋତ୍ତମ ମାନା ଯାଇଛି । ଘର ସଫା ସୁତୁରା କରିବା ପାଇଁ ପ୍ରାତ କାଳରେ ଠିକ ହୋଇଥାଏ । କାରଣ ସୂର୍ଯ୍ୟ କିରଣ ଘରେ ପଡିଲେ ସବୁ ଖରାପ ଶକ୍ତିର ଅନ୍ତ ହୋଇଥାଏ । ଶାସ୍ତ୍ର ଅନୁସାରେ ମଣିଷ ପ୍ରାତ କାଳରେ ସ୍ନାନ କରି ଭୋଜନ ଗ୍ରହଣ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ପ୍ରାତ କାଳରେ କେଉଁ ଜିନିଷର ଦର୍ଶନ ହେଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- କୌଣସି ବ୍ୟକ୍ତିକୁ ସକାଳେ ନିଜ ଆଖ ପାଖରେ ଜଳ ପକ୍ଷୀ ବା ଧଳା ରଙ୍ଗର ଫୁଲ ଦେଖାଯାଏ ତେବେ ସେହି ବ୍ୟକ୍ତିର ଦିନ ଭଲ ରହିବ । କାରଣ ଏହି ଦୁଇ ଟି ଜିନିଷ ଶାନ୍ତି ର ପ୍ରତୀକ ବୋଲି ମାନାଯାଏ ।

୨- ଯଦି ସକାଳେ ଘର ପାଖରେ ଗାଈ ଦେଖାଯିବା ବା ଗାଈ ର ସ୍ଵର ଶୁଣାଯାଏ ତେବେ ଏହା ଶୁଭ ହୋଇଥାଏ । ସକାଳେ ଗାଈ ର ଦର୍ଶନ କରିବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ।

୩- ଶାସ୍ତ୍ର ଅନୁସାରେ ଗାଇର ଗୋବର ସକାଳେ ଦେଖିଲେ ଭଉତ ଭଲ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଉନ୍ନତି ମଧ୍ୟ ହୋଇଥାଏ ।

୪- ସକାଳେ କୌଣସି ବ୍ୟକ୍ତି ହଂସ, ମୟୁର, ନଡିଆ ବା ଶଙ୍ଖ ଦେଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସବୁ ଜିନିଷର ଦର୍ଶନ ହେଲେ ବ୍ୟକ୍ତି ଜୀବନରେ ଉନ୍ନତି ହେବା ସହ ସବୁ ସମସ୍ୟାର ସାମାଧାନ ହୋଇଥାଏ ।

୫- କିଛି ଲୋକ ଏମାନେ ଘର ଆଗରେ ଗାଈ ର ଗୋବର ରଖିବାକୁ ପସନ୍ଦ କରନ୍ତି ନାହି । କିନ୍ତୁ ଶାସ୍ତ୍ର ଅନୁସାରେ ଗାଇର ଗୋବର ଘର ବାହାରେ ସ୍ଥାପନ କରିଲେ ବ୍ୟକ୍ତି ଜୀବନରେ ସମୃଦ୍ଧି ଆସିବା ସହ ମା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ ।

୬- ସକାଳେ ଉଠିବା ପରେ ହାତ ପାପୁଲି ର ଦର୍ଶନ କରିବା ଶୁଭ ହୋଇଥାଏ । କାରଣ ହାତ ପାପୁଲି ରେ ମା ଲକ୍ଷ୍ମୀ, ମା ସରସ୍ଵତୀ ଓ ଭଗବାନ ବିଶୁଣୁ ଙ୍କର ବାସ ହୋଇଥାଏ । ଯାହା ଦ୍ଵାରା ଧନ, ଜ୍ଞାନ ଓ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

୭- ଯଦି ବ୍ୟକ୍ତି ସକାଳେ ଉଠିବା ପରେ ଭଗବାନ ଗଣେଶ ଙ୍କର ମୂର୍ତ୍ତି ବା ଫୋଟୋ ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଆସୁଥିବା ବିପଦର ବିନାଶ ହୋଇଥାଏ ।

୮- ଯଦି ସକାଳେ କୌଣସି ପକ୍ଷୀ ଶବ୍ଦ କରୁଥିବା ବା ନାଚୁଥିବା ମୟୂର ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ଧନ ପ୍ରାପ୍ତି ହେବ ସହ ଘରେ ସୁଖ ସମୃଦ୍ଧି ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *