ସଲମାନ୍ NCBରୁ ମୁକୁଳେଇ ପାରନ୍ତି ଶାହରୁକ୍ ଙ୍କ ପୁଅ ଆର୍ୟନ୍ ଙ୍କୁ, ମନ୍ନତରେ ପହଞ୍ଚିଲେ ସଲମାନ୍।

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ ହୋଇଛନ୍ତି । ଏହି ବିପଦ ସମୟରେ ଶାହରୁଖଙ୍କ ପାଖରେ ପହଞ୍ଚିଛନ୍ତି ବଲିଉଡ ଦବଙ୍ଗ ସଲମାନ ଖାନ । ଯେଉଁ ସଲମାନ ଖାନ ଯିଏ ଶାହରୁଖଙ୍କ ବିପକ୍ଷରେ ଥିଲେ ସେ ଆଜି ମନତରେ ରାତି ୧୦ଟା ୩୦ ମିନିଟରେ ଏକ ଧଳା ଗାଡିରେ ପହଞ୍ଚି ଥିଲେ । ସଲମାନ ଖାନଙ୍କୁ ଦେଖିବା ପରେ ଗଣ ମାଧ୍ୟମ ପ୍ରତିନିଧି ମାନେ ଘେରି ଯାଇଥିଲେ । ସଲମାନ ଗଣ ମାଧ୍ୟମର ଭି-ଡ-କୁ ଭ-ଙ୍ଗ କରି ମନତ ଭିତରେ ପ୍ରବେଶ କରିଥିଲେ । କୁହା ଯାଉଛି ଯେ ଶାହରୁଖ ଖାନଙ୍କର ଏହି ଦୁଖ ଘଡିରେ ତାଙ୍କୁ ସମବେଦନା ଜଣାଇବାକୁ ସଲମାନ ଖାନ ଯାଇଥିଲେ ।

ଏହି କଥାକୁ ସୋ-ସି-ଆ-ଲ ମି-ଡି-ଆରେ ସଲମାନ ଖାନଙ୍କୁ ପ୍ରଶଂସା କରା ଯାଉଥିବା ବେଳେ ଅନ୍ୟ କ୍ଷେତ୍ରରେ କୁହା ଯାଉଛି ଯେ ତାଙ୍କର ଅନେକ ଜାଗାରେ ବଡ କନେକ୍ସନ ରହିଛି । ସଲମାନଙ୍କର ରାଜନୀତି କ୍ଷେତ୍ରରେ ନେତା ମାନଙ୍କ ସହ ଭଲ ହାତ ରହିଛି କାରଣ ସେ ଅନେକ ଥର ଜେ-ଲ ଯାଇ ଆସିଛନ୍ତି । ସୂତ୍ର ଅନୁଯାୟୀ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏହି ଡ୍ର-ଗ୍ସ ମା-ମ-ଲାରୁ ମୁକୁଳାଇବା ପାଇଁ ହୁଏ ତ ସଲମାନ ଖାନ ସାହାଜ୍ଯ କରି ପାରନ୍ତି । ଏନସିବି ଆର୍ୟନଙ୍କୁ ଗୋଟିଏ ଦିନ ପାଇଁ ରି-ମା-ଣ୍ଡ-ରେ ନେଇଛି । ଆଜି ଦିନଟି ସେ ରି-ମା-ଣ୍ଡ-ରେ ରହିବେ । ଏହି ରି-ମା-ଣ୍ଡ-ର ଅବଧି ବୃଦ୍ଧି ପାଇବ କି ନାହି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହି ।

ଅନ୍ୟ କ୍ଷେତ୍ରରେ ଶାହରୁଖ ଖାନ ନିଜ ପୁଅକୁ ମୁକୁଳାଇବା ପାଇଁ ନିଜର ଉଦ୍ୟମ ଜାରି ରଖିଛନ୍ତି । ଶାହରୁଖ ଖାନ ନିଜର ଫିଲ୍ମ ଶୁ-ଟି-ଙ୍ଗ ବନ୍ଦ କରି ପୁଅକୁ ବଞ୍ଚାଇବା ପାଇଁ ପଳାଇ ଆସିଛନ୍ତି । ସେ ଅନେକ ବଡ ବଡ ନେତା ମାନଙ୍କୁ ଅଲଗା ଅଲଗା ନମ୍ବରରେ ଫୋନ କରି ନିଜ ପୁଅକୁ ଏହି କେ-ସ-ରୁ ମୁକୁଳାଇବା ପାଇଁ ଚେଷ୍ଟା କରୁଛନ୍ତି । ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ସହ ଅରବାଜ ଶେଠ, ମରଚେନ୍ଟ ଓ ମୁନମୁନ ଧନେସା ମଧ୍ୟ ଡ୍ର-ଗ୍ସ ମା-ମ-ଲାରେ ଧରା ପଡିଛନ୍ତି । ଏନସିବି ୮ଜଣଙ୍କୁ ଏହି କେ-ସରେ ଗି-ର-ଫ କରିଛି । ଅନ୍ୟ କ୍ଷେତ୍ରରେ ଲାଗିଛି ସ-ଙ୍ଗି-ନ ଦ-ଫା । ଯେଉଁଥିରେ 8c 20b, 35 ଅଣ୍ଡର NDPS, ଧାରା ୧୯୮୫ ଅନୁଯାୟୀ ଲାଗିଛି ।

ଆର୍ୟନଙ୍କ ବ୍ୟାଗରୁ ମିଳିଥିବା ୧୩ଗ୍ରାମ କୁ-କେ-ନ, ୫ଗ୍ରାମ ପ୍ରା-ର-ଣ୍ଡୀ, ୨୧ଗ୍ରାମର ଚେ-ରେ-ଶ ଓ ୨୨୨ ଗ୍ରାମର N-D-N ଓ ଏହା ସହ ୧ଲକ୍ଷ ୩୩ ହଜାର ଟଙ୍କା ଜବତ କରା ଯାଇଛି । ଏନସିବି ସୂଚନା ଅନୁସଯାୟୀ ଆର୍ୟନ କେବଳ ଡ୍ର-ଗ୍ସ ସେବନ କରୁଥିଲେ ତାହା ନୁହେଁ ବରଂ ବିକ୍ରି ମଧ୍ୟ କରୁଥିଲେ । ଏହି କଠିନ ସମୟରେ ସଲାମାନ ଖାନଙ୍କର ଶାହରୁଖ ଖାନଙ୍କ ପାଖରେ ଉପସ୍ଥିତି ହେବା ବନ୍ଧୁତାର ସୂଚନା ଦେଉଛି । ତେବେ ସଲମାନ ଆର୍ୟନଙ୍କୁ ମୁକୁଳାଇବା ପାଇଁ କେଉଁ ଭଳି ସାହାଜ୍ଯ କରିବେ ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *