Bollywoodର ଏହି ସବୁ ଅଭିନେତ୍ରୀ କୌଣସି ଅଭିନେତାକୁ ନୁହେଁ ବରଂ ବିବାହ କରିଛନ୍ତି କୋଟିପତି ମାନଙ୍କୁ

ବଲୀଉଡ ଏମିତି ଗୋଟେ ଜଗତ ଯେଉଁଠି କାମ ପାଇବା ବହୁତ କଷ୍ଟ କିନ୍ତୁ ଯଦି ଆପଣଙ୍କୁ କାମ ମିଳିଲା ଓ ଆପଣଙ୍କ ଅଭିନୟ ଦର୍ଶକ ମାନାଙ୍କୁ ପସନ୍ଦ ଆସିଲା ତେବେ ଆପଣ ଅଭିନୟ ଦୁନିଆରେ ରହି ପାରିବେ । କିନ୍ତୁ ବର୍ତମାନ ସମୟରେ ଏମିତି ବହୁତ କମ ଅଛି ଆଜିକା ସମୟରେ ଯାହାର ଅଧିକ ଟଙ୍କା ଓ ଚିହ୍ନା ତାକୁ ଚାନସ ମିଳୁଛି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସଲମାନ ଖାନଙ୍କ ସହ ବହୁତ ଚଳଚିତ୍ର କରିଛନ୍ତି କିନ୍ତୁ ବିବାହ କୌଣସି ଅଭିନେତା ସହ କରି ନାହାନ୍ତି କୋଟିପତିଙ୍କ ସହ କରିଛନ୍ତି ।

Image Courtesy: Google

୧. ରବିନା ଟନଡନ :

ରବିନା ଟନଡନ ୯୦ ଦଶକ ଏମିତି ଗୋଟେ ଅଭିନେତ୍ରୀ ଯିଏ ବହୁତ ସୁପର ହିଟ ଫିଲ୍ମ ବଲୀଉଡକୁ ଦେଇଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନାଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ । ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ରବିନା ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି । ତେବେ ରବିନାଙ୍କ ସ୍ଵାମୀ ନାମ ଅନିଲ ଥଦାନି ଅଟେ ଓ ସେ ଜଣେ ବିଜନେସମେନ ଅଟନ୍ତି । ରବିନା ଅନିଲ ଥଦାନିଙ୍କ ଦ୍ଵିତୀୟ ସ୍ତ୍ରୀ ଅଟନ୍ତି ଓ ଖବାର ଅନୁଯାଇ ରବିନାଙ୍କ ପାଇଁ ଅନିଲ ନିଜ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ । ତେବେ ବାହୁବଳି ଭଳି ଫିଲ୍ମ ଡିଷ୍ଟ୍ରିବ୍ୟୁସନ ଅନିଲ ଥଦାନି କରନ ଜୋହାର ସହ ମିଶି କରିଥିଲେ ।

Image Courtesy: Google

୨. ସୋନମ କପୁର :

ଆପଣ ମାନେ ସମସ୍ତେ ସୋନମ କପୁରଙ୍କୁ ଜାଣିଛନ୍ତି, ସୋନମ ନିଜ କେରିଅରରେ ବହୁତ ଚଳଚିତ୍ର କରିଛନ୍ତି କିନ୍ତୁ ସଲମାନ ଖାନଙ୍କ ସହ ପ୍ରେମ ରତନ ଧନ ପାୟୋ ଚଳଚିତ୍ର ବହୁତ ସୁପର ହିଟ ହୋଇଥିଲା । ତେବେ ସୋନମ ଆର ବର୍ଷ ଆନନ୍ଦ ଅହୁଜାଙ୍କ ସହ ବିବାହ କରିଛନ୍ତି ଓ ଆପାନଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆନନ୍ଦ ଅହୁଜାଙ୍କ ଟନ ଓଭର ଗୋଟେ ବର୍ଷରେ ୩୦୦୦କୋଟି ଟଙ୍କା ଆସେ ।

Image Courtesy: Google

୩. ଆସିନ :

ଆପଣ ମାନେ ଆସିନଙ୍କୁ ଜାଣିଥିବେ ଗଜନି ଓ ରେଡି ଭଳି ବଲୀଉଡ ଫିଲ୍ମ ଦେଇଛନ୍ତି । ତେବେ ଆସିନ ସାଉଥ ଚଳଚିତ୍ରରେ ବହୁତ ଭଲ କାମ କରିଛନ୍ତି । ଆଜି ଆମେ ଆପନାଙ୍କୁ କହି ରଖୁଚୁ ଯେ ଆସିନ କୌଣସି ଅଭିନେତାଙ୍କୁ ବିବାହ କରି ନାହାନ୍ତି ସେ ରାହୁଲ ଶର୍ମାଙ୍କ ସହ ବିବାହ କରିଛନ୍ତି ଯିଏ ମାଇକ୍ରୋମ୍ୟାକ୍ସ କମ୍ପନୀ କୋ ଫାଉଣ୍ଡର ଅଛନ୍ତି ଓ ବହୁତ କୋଟିପତି ଅଟନ୍ତି ।

Image Courtesy: Google

୪. ଭୂମିକା ଚାୱଲା :

ଆପଣ ମାନେ ଭୂମିକା ଚାୱଲାଙ୍କୁ ବହୁତ ଚଳଚିତ୍ରରେ କାମ କରୁଥିବାର ଦେଖିଥିବେ । ତେବେ ସାଉଥ ଜଗତରେ ମଧ୍ୟ ଭୂମିକାଙ୍କୁ ଦର୍ଶକ ମାନେ ବହୁତ ଭଲ ପାନ୍ତି ଓ ତାଙ୍କ ନା ଗୁଡିଆ ରଖା ହୋଇଛି । ତାଙ୍କ ସ୍ବାମୀଙ୍କ ନାମ ଭରତ ଠାକୁର ଅଟେ ଯିଏ ଜଣେ ପ୍ରଡ୍ୟୁସର ଅଟନ୍ତି । ତେବେ ଭରତ ଠାକୁର କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *