ସମ୍ପର୍କରେ ପ୍ରେମ ବଢାଇବା ଠାରୁ ଆରମ୍ଭ କରି କଷ୍ଟରୁ ଆରମ ପର୍ଯ୍ୟନ୍ତ ଏହା ଅଟେ ‘ପାନ'(Betel Leaves)ର 10 ଟି ଫାଇଦା, ଯାହା ବିଷୟରେ ଆପଣ ଆଗରୁ ଜାଣି ନଥିବେ- Healthy Tips

ବନ୍ଧୁଗଣ ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ଖାଇବା ପରେ ପାନ ଖାଇବାକୁ ପସନ୍ଦ କରିଥାନ୍ତି ଯାହା ସେମାନଙ୍କର ଖାଦ୍ୟକୁ ଦୁଇ ଗୁଣା ବୃଦ୍ଧି କରିଥାଏ । କିନ୍ତୁ ପାନର ମହତ୍ଵ କେବେଳ ମାଉଥ ଫ୍ରେସନର ଯାଏଁ ସୀମିତ ନୁହେଁ ବରଂ ଏହା ଠାରୁ ଅଧିକ ରହିଛି । ପାନ ଖାଇବା ଦ୍ଵାରା ଯନ୍ତ୍ରଣା ରୁ ମୁକ୍ତି ପାଇବାରେ ସାହାଜ୍ଯ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ପାନ ଖାଇଲେ କେଉଁ କେଉଁ ଫାଇଦା ମିଳିଥାଏ ଓ ଏହାର ସେବନ କିପରି କରିଲେ ଶରୀରକୁ ଫାଇଦା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ଆପଣଙ୍କୁ କୋଷ୍ଠ କାଠିନ୍ଯ ଭଳି ସମସ୍ଯା ରହିଛି ତେବେ ଆପଣଙ୍କର ସେବନ ବହୁତ ଫାଇଦା ଆଣିଥାଏ । ଏଥିପାଇଁ ସକାଳୁ ଖାଲି ପେଟରେ ଉଷୁମ ପାଣିରେ ପାନପତ୍ର ଭିଯାଇ ଏହାର ସେବନ କରିପାରିବେ । ଯଦି ଆପଣ ଚାହିଁବେ ତେବେ ରାତିରେ ପାଣିରେ ପାନପତ୍ର ଭିଯାଇ ଏହାକୁ ସକାଳୁ ସେବନ କରିପାରିବେ ।

୨- ପାନପତ୍ରରେ ଆଣ୍ଟି ସେପତି ଗୁଣ ରହିଥାଏ । ଯଦି ପାଦ ଫୁଲିଥାଏ ତେବେ ସକାଳୁ ଖାଲି ପେଟରେ ପାନ ଖାଇଲେ ବହୁତ ଫାଇଦା ମିଳିଥାଏ । ଯଦି ଆହତ ବା ଗୋଡ ରେ ଆଘାତ ଲାଗିଛି ତେବେ ପାନ ପତ୍ରକୁ ସେହି ଜାଗାରେ ଲଗାଇଲେ ତୁରନ୍ତ ଭଲ ହୋଇଥାଏ ।

୩- ଯେଉଁ ଜାଗାରେ ଯନ୍ତ୍ରଣା ବା ଦରଜ ରହିଛି ସେହି ଜାଗାରେ ପାନପତ୍ର ସହ ନଡିଆ ଅଟେଲ ଗରମ କରି ଲଗାଇଲେ ରିହାତି ମିଳିଥାଏ । ପାନରେ ଆଣ୍ଟି ବାୟୋଟିକ ଗୁଣ ରହିଥାଏ ।

୪- ଯଦି ଆପଣଙ୍କର ଅଧିକ କାଶ ହେଉଛି ତେବେ ଗୋଟିଏ ବା ଦୁଇ ଟି ଆପଣ କୁ ଭଲ ଭାବେ ଚୋବାଇ ଏହାର ରସକୁ ଧୀରେ ଧୀରେ ଚୋକାନ୍ତୁ । ଏମିତି କରିବା ଦ୍ଵାରା କାସ ତୁରନ୍ତ ଭଲ ହୋଇଥାଏ ।

୫- ହେଲଥ ଏକ୍ସପର୍ଟ ଙ୍କ ମତରେ ପାନପତ୍ର ସେବନ କରିବା ଦ୍ଵାରା ସେକ୍ସ ବୃଦ୍ଧି ହେବ ଅସହ ପ୍ରଜନନ କ୍ଷମତା କୁ ବୃଦ୍ଧି କରିଥାଏ । ପ୍ରତେକ ଦିନ ସକାଳୁ ପାନପତ୍ର ଖାଇବା ଦ୍ଵାରା ମାନସିକ ଚିନ୍ତା ଓ ଥକାପଣ ଦୂର ହୋଇଥାଏ ।

୬- ପ୍ରତିଦିନ ସକାଳୁ ଖାଲି ଏଟରେ ୩ରୁ ୪ଟି ପାନପତ୍ର ଛେଚି ଏଥିରେ ମହୁ ଆଡ କରି ସେବନ କରିଲେ ସ୍ମରଣ ଶକ୍ତି ସାର୍ପ ହେବ । ଯଦି ମୁଣ୍ଡ ବିନ୍ଧା ଅଧିକ ହେଉଛି ତେବେ ମୁଣ୍ଡ ରେ ପାନପତ୍ରର ରସ ଲଗାଇଲେ ଏହା ଦୂର ହୋଇଥାଏ ।

୭- ପାନପତ୍ର ଚୋବାଇ ଖାଇବା ଦ୍ଵାରା ଦାନ୍ତ ମଜବୁତ ହେବା ସହ ପାଇରିଆ ଭଳି ସମସ୍ଯା ହୁଏ ନାହି । ଯଦି ଦାନ୍ତ ବିନ୍ଧା ହେଉଛି ତେବେ ପାନପତ୍ରକୁ ଫୁଟାଇ ଏହାର ପାଣି କୁଳି କରିଲେ ରିହାତି ମିଳିଥାଏ ।

୮- ମୁହଁରେ ବ୍ରଣ ବା ପିମ୍ପଲ୍ସ ଦୂର କରିବା ପାଇଁ ପାନପତ୍ର ବିଶେଷ ସହାୟକ ହୋଇଥାଏ । ୪ରୁ ୫ଟି ପାନପତ୍ର ର ରସ ବାହାର କରି ଏଥିରେ ହଳଦୀ ମିଶାଇ ମୁହଁରେ ଲଗାଇଲେ ସ୍କିନ ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *