ସାମ୍ନାକୁ ଆସିଲା Anubhabଙ୍କ ନବରାତ୍ରି Celebrationର Video, ଫ୍ୟାନ୍ସ ମାନଙ୍କ ସହ ମିସି ଦାଣ୍ଡିଆ ଖେଳିବାର ଭିଡିଓ ହେଲା ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଷ୍ଟାଇଲ, ଲୁକ, ଅଭିନୟ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଖାସ କରି ଅଭିନେତା ମାନେ ନିଜର ଷ୍ଟାଇଲ ଆଉ ଲୁକ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆମ ଓଡିଶା ସମେତ ଓଡିଆ ବାହାରେ ମଧ୍ୟ ଓଡିଆ କଳାକାର ମାନଙ୍କର ବେଶ ନାଁ ରହିଛି । ଆଉ ସେମାନଙ୍କର ଅଭିନୟକୁ ଦେଖିବାକୁ ଲୋକଜେ ବେଶ ଆଗ୍ରହୀ ମଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ କଳାକାର ଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ନବରାତ୍ରି ଚାଲିଛି ସାରା ଓଡିଶା ରେ । ତେବେ ଏ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଓଡିଆ କଳାକାର ମାନେ ଖୁବ ଧୂମ ଧାମ ରେ ସେଲିବ୍ରେସନ କରୁଛନ୍ତି । ଆଉ ସେମାନେ ନିଜର ବ୍ୟକ୍ତିଗତ ଲାଇଫ ବିଷୟରେ ସୋସିଲ ମିଡିଆରେ ଭିଡିଓ ମଧ୍ୟ ପୋଷ୍ଟ କରୁଛନ୍ତି । ତେବେ ଆମେ ଆଜି ଯେଉଁ କଳାକାର ଙ୍କ ବିଷୟରେ କହୁବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଆମ ସମସ୍ତଙ୍କର ଆପଣ ସମସ୍ତଙ୍କର ପ୍ରିୟ ସୁପର ଷ୍ଟାର ଅନୁଭବ ମହାନ୍ତି ।

ଯିଏ କି ଅଭିନେତା ସହ କେନ୍ଦ୍ରାପଡା ର ସାଂସଦ ମଧ୍ୟ ଅଟନ୍ତି । ବର୍ତ୍ତମାନ ଅନୁଭବ ସ୍ତ୍ରୀ ବର୍ଷା ଙ୍କ ଠାରୁ ଅଲଗା ହେବା ପରେ ମନ ଦୁଖରେ ଥିଲେ ବି ଚଳିତ ବର୍ଷ ନବରାତ୍ରି ଖୁବ ଧୂମ ଧାମ ରେ ପାଳନ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ଲାଗୁଛି ଅନୁଭବ କେଉଁଠି କି ନବରାତ୍ରି ସେଲିବ୍ରେସନ କରିବାକୁ ଯାଇଛନ୍ତି । ଆଉ ସେଠାରେ ପହଞ୍ଚିବା ପରେ ସେ ପ୍ରଥମେ ମା ଦୂର୍ଗା ଙ୍କ ପୂଜା କରିଛନ୍ତି ଆଉ ତାଙ୍କୁ ଶ୍ରଦ୍ଧା ପୂର୍ବକ ପ୍ରଣାମ ମଧ୍ୟ କରୁଛନ୍ତି ।

ଏହା ପରେ ଅଭିନେତା ଅନୁଭବ କିଛି ଭାଷଣ ଦେଉଛନ୍ତି ଆଉ ତାଙ୍କର ଫ୍ୟାନ୍ସ ମାନେ ନବରାତ୍ରି ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏହା ପରେ ଆରମ୍ଭ ହେଉଛି ଦାଣ୍ଡିଆ ନାଚ । ଅଭିୟନେତା ଅନୁଭବ ନିଜ ଫ୍ୟାନ୍ସ ମାନଙ୍କ ସହ ମିଶି ଜବରଦସ୍ତ ଦାଣ୍ଡିଆ ନାଚ ନାଚୁଛନ୍ତି ଆଉ ଖୁବ ଏଞ୍ଜୋଏ ମଧ୍ୟ କରୁଛନ୍ତି ଯାହା ଭିଡିଓ ରେ ନଜର ଆସୁଛି । ସେ ନିଜ ଜୀବନର ସବୁ ଦୁଖ ଭୁଲି ନବରାତ୍ରି ରେ ଦାଣ୍ଡିଆ ଖେଳିଛନ୍ତି ବୋଲି ମାନେ ହେଉଛି ।

ତାଙ୍କ ମନରେ ଆଉ ମୁହଁ ରେ ସେ ଖୁସି ଝଲକୁଛି ନିଜ ଫ୍ୟାନ୍ସ ମାନଙ୍କ ସହ ଦାଣ୍ଡିଆ ସେଲିବ୍ରେସନ କରି । ଆଉ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଅନୁଭବ ଙ୍କୁ ଏତେ ନିକଟରେ ଦେଖି ବହୁତ ଖୁସି ଅଛନ୍ତି ଆଉ ତାଙ୍କ ସହ ମିଶି ଦାଣ୍ଡିଆ ମଧ୍ୟ ଖେଳୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନବେତା ଅନୁଭବ ଙ୍କ ଦାଣ୍ଡିଆ ଖେଳ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *