ବନ୍ଧୁଗଣ ବର୍ତ୍ତମାନ ସାରା ଓଡିଶାରେ କେବଳ ଗୋଟେ ଚର୍ଚ୍ଚା ଲାଗି ରହିଛି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ଖବରକୁ ନେଇ । ପିଣ୍ଟୁ ଙ୍କ ମୃ-ତ୍ୟୁ ପରେ ଏବେ ସାରା ଓଡିଶାରେ ଶୋ-କ-ର ବା-ଦ-ଲ ଖେଳି ଯାଇଛି । ପିଣ୍ଟୁଙ୍କୁ ମାତ୍ର 45 ବର୍ଷ ହୋଇଥିଲା ମୃ-ତ୍ୟୁ ବେଳକୁ । ତାଙ୍କ ମୃ-ତ୍ୟୁ କୁ କେହି ବି ସହଜରେ ଏ ଯାଏଁ ଗ୍ରହଣ କରିପାରୁ ନାହାନ୍ତି । ସେ ଅନେକ ସାରା ଓଡିଆ ଫିଲ୍ମରେ ଅଭିନୟ କରିବାର ନଜର ଆସିଛନ୍ତି ।
ସେ ନିଜର ଜବରଦସ୍ତ ଅଭିନୟ ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଏବଂ ସାରା ଓଡିଶାରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ହେଲେ ଗତ କିଛି ଦିନ ହେବ ପିଣ୍ଟୁ ଲିଭର ଶିରୋଷିଆ ଜନିତ ରୋଗରେ ପୀଡିତ ଥିଲେ । ସେଥିପାଇଁ ତାଙ୍କର ଲିଭର ଟ୍ରାନ୍ସ ପ୍ଳାଣ୍ଟ କରିବା ଜରୁରୀ ହୋଇ ପଡିଥିଲା । କିନ୍ତୁ ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିଲା ।
ସେଥିପାଇଁ ତାଙ୍କ ପରିବାର ଲୋକେ ଓଡିଶା ବାସୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଆଉ ଓଡିଶା ବାସୀ ସାହାଜ୍ୟ ମଧ୍ୟ କରିଥିଲେ । ଏହା ପରେ ପିଣ୍ଟୁଙ୍କୁ ପ୍ରଥମେ ଦିଲ୍ଲୀର ଏକ ହସ୍ପିଟାଲ ନିଆ ଯାଇଥିଲା । ହେଲେ ସେଠାରେ ଡୋନର ନ ମିଳିବା ରୁ ପିଣ୍ଟୁଙ୍କୁ ହାଇଦ୍ରାବାଦର ଯଶୋଦା ମେଡିକାଲ ନିଆ ଯାଇଥିଲା । ହାଇଦ୍ରାବାଦ ରେ ମଧ୍ୟ ତାଙ୍କର ଚିକିତ୍ସା ଜାରି ରହିଥିଲା ।
ଚିକିତ୍ସା ସତ୍ବେ ମଧ୍ୟ ତାଙ୍କର ଯନ୍ତ୍ରଣା ଅସହ୍ୟ ହୋଇ ପଡିଥିଲା । ଆଉ ଗତ କାଲି ରାତିରେ ତାଙ୍କର ମୃ-ତ୍ୟୁ ହୋଇଛି । ତାଙ୍କର ଅ-କା-ଳ ବି-ୟୋ-ଗ ପରେ ସମସ୍ତେ ମ-ର୍ମା-ହ-ତ ହୋଇ ପଡିଛନ୍ତି । ଆଉ ତାଙ୍କ ପରିବାର ମଧ୍ୟ ଦୁଖରେ ଭାଙ୍ଗି ପଡିଛନ୍ତି । ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଗତ କିଛି ସମୟ ହେବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ହେଉଛି ପିଣ୍ଟୁଙ୍କ ଶେଷ ମଜାଳିଆ ଭିଡିଓ ।
ଏହି ଭିଡିଓ ଦେଖିଲେ ଲାଗୁଛି ଏକ ଫିଲ୍ମ ଶୁଟିଙ୍ଗ ସମୟର । ଯେଉଁଥିରେ ପିଣ୍ଟୁ ନିଜର ସହ କର୍ମୀ ମାନଙ୍କ ସହ ମଜା କରୁଥିବାର ନଜର ଆସୁଛନ୍ତି । ସେହି ସମୟରେ ପିଣ୍ଟୁ ସୁସ୍ଥ ଥିବାର ଜଣା ପଡୁଛି । ଏହି ଭିଡିଓ ରେ ଧ୍ୟାନ ମଗ୍ନ ହୋଇ ବସିବାର ନଜର ଆସୁଛନ୍ତି ଆଉ ତାଙ୍କର ସହ କର୍ମୀ ମାନେ ଏହାର ଭିଡିଓ କରୁଛନ୍ତି । ପିଣ୍ଟୁ ଙ୍କୁ ଦେଖିଲେ ଜମା ବି ଲାଗୁ ନାହି କି ତାଙ୍କର ଦେହ ଖରାପ ଅଛି ।
ସେ ଶେଷ ଥର ପାଇଁ ନିଜର ସହ କର୍ମୀ ମାନଙ୍କ ସହ ମଜା କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଯାହା ସମସ୍ତଙ୍କୁ ଏବେ ଭାବ ବିହ୍ଵଳ କରି ପକାଉଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।