ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ସବୁଠାରୁ ବଡ ଦୁଖଦାୟକ ଖବର ହେଉଛି ଓଲିଉଡ ର ନାମିଦାମି ତଥା ଦିଗଜ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାନ୍ତି । ଗତ କାଲି ବିଳମ୍ବିତ ରାତି ପ୍ରାୟ 11ଟା 25 ମିନିଟ ସମୟରେ ପିଣ୍ଟୁ ନନ୍ଦ ତାଙ୍କର ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରିଛନ୍ତି । ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର 46 ବର୍ଷ ହୋଇଥିଲା । ତେବେ ସୂଚନା ଅନୁଯାୟୀ ପିଣ୍ଟୁ ନନ୍ଦ ଲିଭର ଶିରୋଷିଆ ରୋଗରେ ଆ-କ୍ରା-ନ୍ତ ଥିଲେ ।
ସେଥିପାଇଁ ତାଙ୍କୁ ଭୁବନେଶ୍ଵର ରୁ ଦିଲ୍ଲୀ ଆଉ ତା ପରେ ଦିଲ୍ଲୀ ରୁ ହାଇଦ୍ରାବାଦ ଯାଇଥିଲେ ଚିକିତ୍ସା ହେବା ପାଇଁ । କିନ୍ତୁ ଠିକ ସମୟରେ ଡୋନର ନ ମିଳି ପାରିବାରୁ ତାଙ୍କର ଲିଭର ଟ୍ରାନ୍ସ ପ୍ଳାଣ୍ଟ ପାଇଁ ଡେରି ହୋଇଥିଲା । ଆଉ ତାଙ୍କର ଗତ କାଲୀ ରାତିରେ ଦେ-ହା-ନ୍ତ ଘଟିଛି । ତେବେ ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦ ଙ୍କର ହାଇଦ୍ରାବାଦ ସ୍ଥିତି ଯଶୋଦା ମେଡିକାଲ ର ଏକ ଭିଜୁଆଲ ସମାନ କୁ ଆସିଛି ।
ଏହି ଭିଡିଓ ରେ ଡାକ୍ତର ପିଣ୍ଟୁ ଙ୍କୁ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି । କିନ୍ତୁ ପିଣ୍ଟୁ ଙ୍କର କିଛି ବି ପ୍ରତିକ୍ରିୟା ମିଳିପାରି ନାହି ଯାହା ଏହି ଭିଡିଓ ରେ ନଜର ଆସୁଛି । ଆଉ ଶେଷରେ ଡାକ୍ତର କହୁଛନ୍ତି ପିଣ୍ଟୁ ଭାଇ ଆଉ ଉଠୁ ନାହାନ୍ତି ସେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ଡାକ୍ତର ପିଣ୍ଟୁ ଙ୍କୁ ଛାତିରେ ପ୍ରେସ କରୁଛନ୍ତି ତାଙ୍କୁ ହୋସ କୁ ଆଣିବା ପାଇଁ କିନ୍ତୁ ସେ ଆଉ ଉଠୁ ନାହାନ୍ତି ଯାହା ଭିଡିଓ ରେ ନଜର ଆସୁଛି ।
ବର୍ତ୍ତମାନ ପିଣ୍ଟୁ ଙ୍କ ମୃ-ତ୍ୟୁ କୁ ନେଇ ସାରା ଓଡିଆ ଇଣ୍ଡଷ୍ଟ୍ରି ରେ ଶୋ-କ-ର ବାଦଲ ଖେଳି ଯାଇଛି । ତାଙ୍କ ପରିବାର ମଧ୍ୟ ପିଣ୍ଟୁ ଙ୍କୁ ହ-ରା-ଇ ଦୁଖରେ ଭାଙ୍ଗି ପଡିଛନ୍ତି । ତେବେ ପିଣ୍ଟୁ ନନ୍ଦ ଜଣେ ଭଲ କଳାକାର ଥିଲେ । ସେ ତାଙ୍କର କଳା ମାଧ୍ୟମ ରେ ଦର୍ଶକ ମାନଙ୍କ ହୃଦୟ ଜିଣିଥିଲେ । ସେ କମେଡି ହେଉ ବା ଖଳନାୟକ ହେଉ ନା ନାୟକ ସବୁ ଚରିତ୍ର ରେ ପିଣ୍ଟୁ ନନ୍ଦ ନିଖୁଣ ଥିଲେ ।
ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ସାରା ଫିଲ୍ମ ରେ ଖୁବ ଚମତ୍କାର ଅଭିନୟ କରିଛନ୍ତି । ଦର୍ଶକ ମାନେ ତାଙ୍କର ଅଭିନୟ କୁ ବେସ ପସନ୍ଦ କରନ୍ତି । ଆଜି ବି ତାଙ୍କ ଅଭିନୟର ଛାପ ଓଲିଉଡ ଜଗତରେ ରହିଛି । କିନ୍ତୁ ବର୍ତ୍ତମାନ ତାଙ୍କ ଭଳି କଳାକାର ଙ୍କୁ ହ-ରା-ଇ ଓଡିଆ ଇଣ୍ଡଷ୍ଟ୍ରି ର ବହୁତ ବଡ କ୍ଷତି ହୋଇଛି କହିଲେ କିଛି ଭୁଲ ହେବ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।