ସାରା ଶରୀରର ମଇଳା ବାହାର କରି ପେଟର ସବୁ ସମସ୍ଯାକୁ କରନ୍ତୁ ଦୂର- Health Tips

ବନ୍ଧୁଗଣ ମଣିଷ ଜୀବନରେ ନିରାମୟ ରହିବା ନିହାତି ଆବଶ୍ୟକ ଆମ ନୀତିଦିନ ଜୀବନରେ ଆମେ ପ୍ରାଏ ସମସ୍ତ ଜିନିଷକୁ ନେଇ ତତତ୍ପର ହୋଇ ଉଠୁ । ଏହା ସହିତ ଉତ୍ତମ ରହଣ ଶୈଳୀର ମଧ୍ୟ କାମନା କରିଥାଉ କିନ୍ତୁ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଆଦୌ ଧ୍ୟାନ ଦେଇ ନଥାଉ । ଯାହାର ପରିଣାମ ସ୍ଵୋରୂପ ଆମକୁ ତାହାର କଷ୍ଟ ଭୋଗିବାକୁ ପଡିଥାଏ । ବନ୍ଧୁଗଣ ପେଟ ହେଉଛି ଆମ ଶରୀରର ଏଭଳି ଏକ ଅଙ୍ଗ ଯାହା ବିଗିଡି ଗଲେ ଆମ ଦିନ ସେଇଥିରେ ବିତିଯାଏ ।

ପେଟ ସମସ୍ଯା ଯଥା ଗ୍ଯାସ ଭଳି ସମସ୍ଯା ହେଲେ କୌଣସି କାର୍ଯ୍ୟରେ ମନ ଲାଗିନଥାଏ । ଏହା ଫଳରେ ଆମେ ବହୁତ ଚିନ୍ତିତ ରହିଥାଉ । ବନ୍ଧୁଗଣ ଆଜି ଆମେ ପେଟ ସମ୍ବନ୍ଧିତ ରୋଗର ଉପକରଣ ବିଷୟରେ କହିବାକୁ ଯାଉଛି ଯାହା ପେଟର ତିନୋଟି ଧାତୁକୁ ସମାନ କରିଥାଏ ।

ବନ୍ଧୁଗଣ କିଛି ଆୟୁର୍ବେଦ ଔଷଧ ଦ୍ଵାରା ପେଟ ସମସ୍ଯା ତ ଦୁର ହୋଇଥାଏ, ମାତ୍ର ତାହାର ସେବନ ଦ୍ଵାରା ଆମ ଶରୀରରେ ବହୁତ ଉପକାର ହୋଇଥାଏ ଯଥା ଖାଦ୍ଯ ଖାଇବା ପରେ ଆମ ଶରୀରର ସପ୍ତ ଧାତୁକୁ ଉଚିତ ଭାବେ ନିୟନ୍ତ୍ରଣ କରିଥାଏ । ଆମ ଶରୀରର ରକ,ମାଂସ, ମେଦ,ଶୁକ୍ର, ହାଡ, ମଜା ଆଦି ସମ୍ପୂର୍ଣ ଭାବେ ଗଢି ଉଠିଥାଏ । ସବୁଠାରୁ ବଡ କଥା ଆପଣଙ୍କ ଶରୀରର ବାତ, ପିତ, କଫ ଦୋଷ ଆଦୀ ଶାନ୍ତ ରହିଥା ଅର୍ଥାତ ସମାନ ରହିଥାଏ ।

ଯଦି ଏହି ୩ଟି ଧାତୁ ଆପଣଙ୍କର ସମାନ ଅଛି ତେବେ ଆପଣଙ୍କୁ କୌଣସି ରୋଗ ହୋଇପାରିବ ନାହିଁ । ବନ୍ଧୁଗଣ ଏହା ୪୦ ଦିନର ଯୋଗ ଅଟେ ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯଦି ଆପଣ ନାନା ପ୍ରକାରର ରୋଗରେ ପୀଡିତ ଅଛନ୍ତି ତେବେ ଆପଣଙ୍କୁ ଏହାର ସେବନ କରିବା ଦ୍ଵାରା ଆରୋଗ୍ଯ ହେବା ଠାରୁ କେହି ଦୂରରେ ରାଖୀ ପାରିବେ ନାହିଁ । ତାହା ହେଉଛି-୧,୨,୪, ବାଲା ତ୍ରିଫଳା । ଶରୀରର ଅପରିଷ୍କାର ପଦାର୍ଥକୁ ବାହାର କରିବା ଏହାର ବାମ ହାତର ଖେଳ ।

ଏହା ଆପଣଙ୍କୁ ନାନା ପ୍ରକାରର ରୋଗଠାରୁ ମଧ୍ୟ ଦୂରରେ ରଖିବ । ଏହା ଆପଣଙ୍କୁ ସାରା ରୋଗରୁ ମୁକ୍ତ କରିବା ଭଳି ଦିବ୍ୟ ଔଷଧ ଅଟେ । ଏହା ଆପଣଙ୍କ ଶରୀରରୁ କୋଣ କୋଣରୁ ଅପରିଷ୍କାର ପଦାର୍ଥ ବାହାର କରି ୪୦ ଦିନର ପୟୋଗରୁ ମୁକ୍ତ କରିଥାଏ । ବନ୍ଧୁଗଣ ରୋଗ ହେଉଛି ଆମ ଶରୀର ଭିତରେ ଜମା ହୋଇଥିବା ଦୂଷିତ ମଇଳା । ଦୂଷିତ ପଦାର୍ଥ ନାହିଁ ତ ରୋଗ ନାହିଁ । ପୂର୍ବ କାଳରେ ଆମର ରୁଷି ମୁନି ଆମର ବୈଜ୍ଞାନିକ ଥିଲେ । ସେମାନେ ୨୫୦ ରୁ ଅଧିକ ପଦ୍ଧତି ଆପଣନେଇଛନ୍ତି ।

ଭାରତରେ ବହୁତ କମ୍ପାନୀ ଅଛନ୍ତି ବହୁତ ପ୍ରକାରର ତ୍ରିଫଳା ବନାଉଛନ୍ତି ମାତ୍ର ୧,୨,୪ ବାଲା ତ୍ରିଫଳା ବନାଉଥିଲା ଭଳି କମ୍ପାନୀ ଆଜି ପର୍ଯ୍ୟନ୍ତ ନାହିଁ । ୧,୨,୩ ବାଲା ତ୍ରିଫଳା ଅତିସହଜରେ ଅନଲାଇନରେ ମିଳିଯାଏ । କିନ୍ତୁ ୧,୨,୪ ବାଲା ତ୍ରିଫଳା ସହଜରେ ମିଳେନାହିଁ । ଏହାକୁ ଆପଣ ଘରେ ପ୍ରସ୍ତୁତ କରିପାରିବେ । ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସେହି ୪୦ଦିନର ତ୍ରିଫଳା ଯୋଗ ଯାହା ପେଟ ସହିତ ଆମର ନାନା ପ୍ରକାରର ରୋଗକୁ ମଧ୍ୟ ଦୂର କରିଥାଏ ।

ବନ୍ଧୁଗଣ ଆପଣଙ୍କୁ ଏହି ତ୍ରିଫଳା ଭୋର ୪ ଘଟିକା ସମୟରେ ନେବାକୁ ହେବ । ଏହାକୁ ଆପଣ ୧ ଗିଲାସ ପାଣି ସାହାଯ୍ୟରେ ଦୁଇ ଚାମଚ ତ୍ରିଫଳା ନିଜ ପାଟିରେ ଫାଙ୍କି ମାରି ଢୋକିବାକୁ ହେବ ଏହା ଫଳରେ ଆପଣଙ୍କୁ ୩ ଟି ପ୍ରେସର ଆସିବ ଏବଂ ଆପଣ ପ୍ରତୀକ ପ୍ରେସର ପରେ ଗୋଟେ ଗିଲାସ ଗରମ ପାଣି ଅବଶ୍ୟ ପିଆନ୍ତୁ । ଏହା କ୍ରମଶ ଆପଣଙ୍କୁ ବହୁତ ଲାଭ ଦେଲାଭଳି କାମ କରିବ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବାବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *