ସାରା ଦୁନିଆ ଜାଣିଛି ରାବଣ ମହିଳାମାନଙ୍କ ବିଷୟରେ କହିଥିଲେ ୩ଟି କଥା, ଯାହା ଏବେ ସତ ହେଉଛି

ରାବଣ ବିଷୟରେ ରାମାୟଣରେ ସ୍ପଷ୍ଟ ଭାବରେ ଲେଖା ହୋଇଛି, ରାବଣ ବହୁତ ବଡ ପାପୀ ଓ ନିଷ୍ଠୁର ରାକ୍ଷସ ରାଜା ଥିଲା କିନ୍ତୁ ଏହା ସହ ରାବଣ ବହୁତ ଜ୍ଞାନୀ ଏବଂ ଅହଙ୍କାରୀ ରାକ୍ଷାଶ ଥିଲା ସେ ନିଜକୁ ଭଗବାନ ସହ ତୁଳନା କରୁଥିଲା, ତେବେ ରାବଣ ପାଖରେ ଏତେ ଜ୍ଞାନ ଥିଲା ଯାହା ଦ୍ଵାର ସେ ସ୍ଵର୍ଗକୁ ସିଢି କରିବା ପାଇଁ ମଧ୍ୟ ଚିନ୍ତା କରିଥିଲା ଓ ନିଜ ପାପ ଦ୍ଵାରା ନିଜେ ନଷ୍ଟ ହୋଇଥିଲା । ତେବେ ରାବଣ ମାତା ସିତାଙ୍କ ହରଣ କରିଥିଲା ତାହା ସତ ଅଟେ, ନିଜ ଅଶୋକ ବାଟିକାରେ ମାତା ସିତାଙ୍କୁ ରଖିଲା ସତ କିନ୍ତୁ କେବେ ବି ମାତା ସିତାଙ୍କ ସହ ଜୋର ଜବରଦସ୍ତ କରିନଥିଲା ।

Image Courtesy: Google

ତେବେ ସମସ୍ତେ କୁହନ୍ତି ଏତେ ଜ୍ଞାନୀ ଓ ପରାକ୍ରମୀ ରାବଣ କେବଳ ଗୋଟେ ସ୍ତ୍ରୀ ପାଇଁ ପ୍ରାଣ ହରେଇଲା ସେଥିପାଇଁ ମହିଳାଙ୍କୁ କେବେ ତୁଛ ମନେ କରିବ ନାହିଁ ଆଜି ଆମେ ଆପଣଙ୍କୁ ରାବଣ ମୃତ୍ୟୁ ସମୟରେ କହିଥିବା ୩ଟି କଥା କହିବାକୁ ଯାଉଛୁ ଯାହା ମହିଳାଙ୍କ ପାଇଁ ପିତା ହୋଇପାରେ କିନ୍ତୁ ସତ୍ୟ ଅଟେ ।

Image Courtesy: Google

୧. ରାବଣ ନିଜ ପ୍ରାଣ ତ୍ୟାଗ କରିବା ଆଗରୁ ମହିଳାଙ୍କ ବିଷୟରେ ପ୍ରଥମ କଥା ଏହା କହିଥିଲେ ଯେ ମହିଳା କେବେ କୌଣସି କଥା ନିଜ ପେଟରେ ଲୁଚେଇ ପାରନ୍ତି ନାହିଁ, ସେ କୌଣସି କଥା ଜାଣିଲେ ଅନ୍ୟ ସ୍ତ୍ରୀ ସାମ୍ନାରେ ନିଶ୍ଚିନ୍ତ କହିଥାନ୍ତି ଯାହା ବିନାଶ କାରଣ ହୋଇଥାଏ । ଏହି ଗୁଣ ବର୍ତମାନ ବହୁତ ସ୍ତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଓ ବିନାଶ ମଧ୍ୟ ହେଉଛି ।

୨. ଦ୍ଵିତୀୟ କଥା ଯାହା ରାବଣ କହିଥିଲା ତାହା ଏହା ଥିଲା ଯେ ମହିଳାଙ୍କୁ ଯାହା ପସନ୍ଦ ତାହା ପାଇବା ପାଇଁ ସେ କୌଣସି ପ୍ରକାରରେ ସାମ୍ନା ଲୋକକୁ ମନେଇଥାନ୍ତି, ତେବେ ଏହା ଅଲଗା କଥା ଯେ ତାହା କରିବା ପାଇଁ ସେ କଣ କରନ୍ତି ତାହା ସ୍ଥିତି ଉପରେ ନିର୍ଭର କରିଥାଏ ଏହା ସହ ରାବଣ କହିଥିଲା ସବୁ ସ୍ତ୍ରୀ ଏହି ଭଳି ନଥାନ୍ତି କିନ୍ତୁ ବହୁତ ସ୍ତ୍ରୀ ଏହି ସ୍ଵଭାବର ହୋଇଥାନ୍ତି ।

Image Courtesy: Google

୩. ସ୍ତ୍ରୀ ବା ମହିଳା ନିଜ କଥାରୁ ବହୁତ ଶୀଘ୍ର ପାଲଟି ଯାନ୍ତି ସେଥିପାଇଁ ସ୍ତ୍ରୀଙ୍କ କଥା ଉପରେ ଭରସା କରୁଥିବା ଲୋକ ମୂର୍ଖ ହୋଇଥାଏ, ତେବେ ଏହି ଭଳି ମହିଳାଙ୍କ ଠାରୁ ବଞ୍ଚି ରହିବା ଉଚିତ ନଚେତ ବିନାଶ ପାଖେଇଥାଏ । କେତେ ଲୋକ ରାବଣ କଥା ମାନିଥାନ୍ତି କିନ୍ତୁ ବହୁତ ଲୋକ ଏହି କଥାର ବିରୋଧ ମଧ୍ୟ କରିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *