ସମୁଦ୍ର ଭିତରୁ ମିଳିଥିବା ଦ୍ଵାରକାର ଏହି ପ୍ରାମାଣ, ସାରା ଦୁନିଆକୁ ଚକିତ କରିଦେଇଛି- Mystery Of Dwarka

ଦ୍ଵରକା ଏକ ଏମିତି ପ୍ରାଚୀନ ସହର ଯାହାକୁ ଦିନେ ଶ୍ରୀ କୃଷ୍ଣ ଗ-ଢି-ଥି-ଲେ । କିନ୍ତୁ ଅଚାନକ ଏହି ପୁରା ନ-ଗ-ରୀ ଜ-ଳ-ମ-ଗ୍ନ ହୋଇଗଲା । କିନ୍ତୁ ସମୁଦ୍ର ମଧ୍ୟରେ ଏହାର ଅ-ବ-ଶେ-ଷ ଆଜି ବି ଅଛି । ଆଜି ଆମେ ଦ୍ଵରକା ନ-ଗ-ରୀର କିଛି ଏହିଭଳି ପ୍ରମାଣ ଦେବୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମଥୁରାରୁ ବାହାରିବା ପରେ ଶ୍ରୀ କୃଷ୍ଣ ଏକ ଏମିତି ନ-ଗ-ରୀର ସ୍ଥାପନା କରିଲେ ଯାହାକି ବି-ଶା-ଳ ଥିଲା ଓ ସୁସଜ୍ଜିତ ଥିଲା । କିନ୍ତୁ ଶ୍ରୀ କୃଷ୍ଣଙ୍କ ମୃ-ତ୍ୟୁ ପରେ ଏହି ନ-ଗ-ରୀ ସମୁଦ୍ରରେ ଲୀ-ନ ହୋଇଗଲା ।

ମିଳିଥିବା ସୂ-ଚ-ନା ଅନୁସାରେ ଦ୍ଵରକାର କାହାଣୀ ୯୦୦୦ ବର୍ଷ ପୁରୁଣା ଅଟେ । ସମୁଦ୍ର ମଧ୍ୟରେ ରି-ସ-ର୍ଚ କରିବା ପରେ କିଛି ଏମିତି ପ୍ର-ମା-ଣ ମିଳିଛି ଯାହାକି ଏହି ପୌରାଣିକ କଥାକୁ ସତ୍ୟ ପ୍ର-ମା-ଣି-ତ କରୁଛି । ଦ୍ଵରକା ନଗରି ସମୁଦ୍ରରେ ମିଶି ଯିବା ପରେ ଶ୍ରୀ କୃଷ୍ଣ ବ-ଞ୍ଚି-ଥି-ବା ସମସ୍ତ ପୁରୁଷ ଓ ମହିଳାଙ୍କୁ ହ-ସ୍ତି-ନା-ପୁ-ର ନେଇଗଲେ ।

ଏମିତିରେ ପ୍ର-ଶ୍ନ ଆସୁଛି କି ଏହି ନ-ଗ-ରୀ ସମୁଦ୍ରରେ କାହିଁକି ଓ କେମିତି ଲୀ-ନ ହୋଇଗଲା । ଏହି ର-ହ-ସ୍ୟ-ରୁ ପ-ର-ଦା ଉଠାଇବା ପାଇଁ ବୈଜ୍ଞାନିକମାନେ ସମୁଦ୍ରର ଗ-ଭୀ-ର-ତା ମଧ୍ୟରେ ରି-ସ-ର୍ଚ କରିବାକୁ ଲାଗିଲା । ଏହି ସମୟରେ ବୈଜ୍ଞାନିକମାନଙ୍କୁ ସ-ମୁ-ଦ୍ର ଗ-ର୍ଭ-ରେ କିଛି ଏମିତି ଅ-ବ-ଶେ-ଷ ମିଳିଲା ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଲା । କିଛି ଲୋକମାନେ ଦ୍ଵରକା ନ-ଗ-ରୀକୁ କାଳ୍ପନିକ କାହାଣୀ ବୋଲି କହୁଥିଲେ । କିନ୍ତୁ ଏହି ତଥ୍ୟକୁ ପ୍ରୋଫେସର ଏସ ଆର ରାଓ ସତ ପ୍ର-ମା-ଣି-ତ କରିଦେଲେ ।

ପ୍ରୋଫେସର ରାଓ ୧୯୮୦ ମସିହାରେ ସମୁଦ୍ରରେ ୫୧୬ ଲମ୍ବା ଦ୍ଵରକା ନଗରି କାନ୍ଥର ଖୋ-ଜ କରିଥିଲେ । ଯେଉଁଠି ତାଙ୍କୁ ପୌ-ରା-ଣି-କ ସମୟର କିଛି ବା-ସ-ନ ମଧ୍ୟ ମିଳିଲା । ଯାହାକି ୧୫୨୮ ଇଶା ପୂର୍ବ ରୁ ୩୦୦୦ ଇଶା ପୂର୍ବର ଅଟେ । କହିଦେଉଛୁ କି ୨୦୦୫ରେ ଭାରତୀୟ ନୌ-ସେ-ନା-ର ଯ-ବା-ନ-ମା-ନେ ସମୁଦ୍ର ମଧ୍ୟରେ ଥିବା ଦ୍ଵରକା ନ-ଗ-ରୀର ଅ-ବ-ଶେ-ଷକୁ ଖୋଜି ବାହାର କରିଲେ । ଏହି ସମୟରେ ସମୁଦ୍ର ମଧ୍ୟରେ କିଛି ପଥର ମିଳିଲା । ଯାହାକୁ ସେମାନେ ପାଣି ମଧ୍ୟରୁ ବାହାର କରି ସେହି ପଥରକୁ ଜମା କରିଲେ ।

ଯାହାକୁ ପ୍ରଥମେ ଚୂନପଥର କୁହାଗଲା । କିନ୍ତୁ ପରେ ବୈଜ୍ଞାନିକମାନେ କହିଲେ କି ଏହା ସବୁ ପଥର ଖଣ୍ଡ ବହୁତ ବଡ ଓ ସମୃଦ୍ଧଶୀଳ ନଗର ଓ ମନ୍ଦିରର ଅବଶେଷ ଅଟେ । ୨୦୦୧ରେ ଦ୍ଵରକା ଉପରେ ରି-ସ-ର୍ଚ କରାଗଲା ତେବେ ସୋନାରରେ ମାନବ ନିର୍ମିତ ନଗର ମିଲିଳା । ଯେତେବେଳେ ଏହାର ଯା-ଞ୍ଚ କରାଗଲା ତେବେ ଜଣା ପଡିଲା କି ଏହି ନଗର ୩୨୦୦୦ ହଜାର ବର୍ଷ ପୁରୁଣା ଅଟେ ଓ ୯୦୦୦ ବର୍ଷ ହେବ ଏହା ସମୁଦ୍ରରେ ବୁଡି ଅଛି । ସମୁଦ୍ରରେ ଏମିତି କିଛି ଅ-ବ-ଶେ-ଷ ମିଳିଛି ଯେଉଁଥିରେ ଏହା ସମସ୍ତ ପୌରାଣିକ କଥାକୁ ପ୍ର-ମା-ଣି-ତ କରୁଛି ।

Leave a Reply

Your email address will not be published. Required fields are marked *