ନମସ୍କାର ବନ୍ଧୁଗଣ । ଡଙ୍ଗା ରେ ଲାଗିଲେ ମା କାଳୀ । ସମୁଦ୍ର ମଝିରେ ଅଟକି ଗଲା ଡଙ୍ଗା । ଅନ୍ଧାର ରାତିରେ ଦେଖିଲେ କାଳୀ ଙ୍କ ଭୟଙ୍କର ରୂପ । ଗତ କିଛି ଦିନ ହେବ ମା କାଳିଜାଇ ଙ୍କୁ ନେଇ ଅନେକ ତଥ୍ୟ ସାମ୍ନା କୁ ଆସୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେବେ ମଝି ନଈ ରେ ଡଙ୍ଗା ଅଟକି ଯାଉଛି ତ ଆଉ କେବେ ଡଙ୍ଗା ବୁଡି ଯାଇଛି ।
ତେବେ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଆଉ ଏକ ବଡ ଖବର ଆସି ପହଞ୍ଚିଛି ମା କାଳୀ ଙ୍କୁ ନେଇ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ହଁ ଦର୍ଶକ ବନ୍ଧୁ ହଠାତ ସନ୍ଧ୍ୟା ନଇଁ ଆସିଲା । ମେଘ ଆକାଶରେ ଛାଇ ଗଲା । ଡଙ୍ଗା ଆଉ ଆଗକୁ ବଢିଲା ନାହି । ମଝି ସମୁଦ୍ର ରେ ଦୋହଲିବାକୁ ଲାଗିଲା ଡଙ୍ଗା । ଭୟରେ ଥରିବାକୁ ଲାଗିଲେ ମଶ୍ଚ୍ୟ ଜୀବି ।
ଯେବେ ସମୁଦ୍ର ମଝିରେ ଉଭା ହେଲେ ମା କାଳୀ । ମା ଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏମିତି କିଛି ଦ୍ରୁଶ୍ଯ ଅନ୍ଧାର ରାତିରେ ଦେଖି ରୋମ ଟାଙ୍କୁରି ଉଠିଲା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ପେଣ୍ଠକଟା ସମୁଦ୍ର କୂଳରେ । ଖବର ମୁତାବିକ ସମୁଦ୍ର ମଝିକୁ ମାଛ ଧରିବାକୁ ଡଙ୍ଗାରେ ଯାଇଥିଲେ ମଶ୍ଚ୍ୟ ଜୀବି । ଡଙ୍ଗା କୁ ରୋକିବା ପାଇଁ ଲଙ୍ଗର କୁ ସମୁଦ୍ର ମଝିରେ ପକାଇ ଦେଲେ ।
ଆଉ ଠିକ ସେତିକି ବେଳେ ଆକାଶରେ ମାଡି ଆସିଲା ବର୍ଷା । ଆଉ ଲଙ୍ଗର ଉଠାଇବା ବେଳକୁ ସେଥିରେ ଲାଗିଥିଲେ ମା କାଳୀ । ସମୁର ମଝିରେ ରାତିର ଅନ୍ଧାର ରେ ଏଭଳି ଦୃଶ୍ୟ କୁ ଦେଖି ଭୟରେ ଥଋ ଉଠିଥିଲେ ସବୁ ମଶ୍ଚ୍ୟ ଜୀବୀ । ମା କାଳୀ ଙ୍କର ଓଜନ ବହୁତ ଥିବାରୁ 30 ଜଣ ଉଲ କୁ ଟେକି ଆଣିଥିଲେ ମା କାଳୀ ଙ୍କ ପ୍ରତିମା ଙ୍କୁ ।
କୁଳ କୁ ଆଣିବା ପରେ ମା ଙ୍କୁ ଗାମୁଛା ପିନ୍ଧାଇ କୂଳରେ କୁଆଡ଼େ ଧୂପ ଲଗାଇ ମା ଙ୍କୁ ପୂଜା କରିଥିଲେ ମଶ୍ଚ୍ୟ ଜୀବୀ । ଆପଣ ମାନେ ବି ଏହି ଦୃଶ୍ୟ କୁ ଭଲ କରି ଦେଖନ୍ତୁ ଦର୍ଶକ ବନ୍ଧୁ ମା କାଳୀ ଙ୍କର କେମିତି ଭୟଙ୍କର ରୂପ ? ଆଉ ଲାଗୁଛି ଯେମିତି ଆମ କାଇ ଙ୍କୁ ପାଣି ରେ ବିସର୍ଜନ କରା ଯାଇଥିଲା । ଆଉ ଏହି ଭଗ୍ନ ରୂପରେ ମା କାଳୀ ଡଙ୍ଗାରେ ଲଙ୍ଗର ରେ ଆସି ଲାଗିଥିଲେ । ଯାହାକୁ ମଶ୍ଚ୍ୟ ଜୀବୀ ମାନେ କୁଳ କୁ ନେଇ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।